pakka
Daily Archives

ଖଇରାରେ ୪୧ ତମ କୁରାଳ ପଂଚମୀ ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗ୍ରାମରେ ୪୧ ତମ କୁରାଲ ପଂଚମୀ ପୂଜା ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତକାଲି ସନ୍ଧ୍ୟାରେ ଧଅଁରାମୁଣ୍ଡାରୁ ୧୦୮ କଲସ ଆଣି ପୂଜାସ୍ଥଳରେ ସ୍ଥାପନ କରିଥିଲେ । ଏଥିରେ
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ନାଏକ ଏକାଡେମୀ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧିଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ସୁପରଲିଗର ପ୍ରଥମ ମ୍ୟାଚ୍‌ ନାଏକ କ୍ରିକେଟ ଏକାଡେମୀ ଓ ନବକିଶୋର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ନାଏକ କ୍ରିକେଟ ଏକାଡେମୀ ପ୍ରଥମେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଲୋଇସିଂହା ବ୍ଲକ ବାଦିମୁଣ୍ଡା ଗ୍ରା.ପ.ରୁ ଜଣେ ଓ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୨ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ପ୍ରଥମ ଭେଟ୍ରାନ୍‌ ଓ ୟୁଥ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ : କୁଶଙ୍ଗ ଦଳ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭେଟ୍ରାନ୍‌ ଟୁର୍ଣ୍ଣାମେଣ୍ଟ କମିଟି କଲେଜ ଛକ ବଲାଙ୍ଗିର ଆନୁକୁଲ୍ୟରେ ଆଜି ସ୍ଥାନୀୟ ମିଶନ୍‌ ଖେଳ ପଡିଆଠାରେ ତୃତୀୟ ଦିବସରେ କୁଶଙ୍ଗ ଦଳ ଟ୍ରାଇବ୍ରେକର ୫-୩ ଗୋଲରେ ଚୁଡାପାଲିକୁ ହରାଇ ବିଜୟୀ ହୋଇଛି । ପୃଷ୍ଟପୋଷକ ଅମନ ନାଗ ଓ କମିଟି ସଭାପତି ପ୍ରଭାତ ଦାସଙ୍କ
Read More...

ମ.ରାମପୁର କ୍ରିକେଟ ଟୁର୍ଣ୍ଣାମେଂଟ : କନ୍ତେଶିର ଓ ମ.ରାମପୁର(ଖ) ବିଜୟୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର କଲେଜ ପଡ଼ିଆଠାରେ ମ.ରାମପୁର କ୍ରିକେଟ ଟୁର୍ଣ୍ଣାମେଂଟ ଚାଲୁଥିବା ବେଳେ ଆଜିର ପ୍ରଥମ ମ୍ୟାଚ୍‌ ତଳସାଗରପଡ଼ା ଓ କନ୍ତେଶିର ମଧ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା
Read More...

ଯଶୋବନ୍ତଙ୍କ ହସ୍ତକ୍ଷେପ ପରେ ଅସହାୟ ପରିବାର ପାଇଲେ ସରକାରୀ ସହାୟତା

ବୌଦ୍ଧ, (ବଂଶୀଧର ମାଝୀ) : ସମାଜ ସେବୀ ଯଶୋବନ୍ତଙ୍କ ହସ୍ତକ୍ଷେପ ପରେ ଅସହାୟ ପରିବାର ପାଇଲେ ସରକାରୀ ସହାୟତା । ସୂଚନା ଅନୁସାରେ ଘରର ମୁରବି ଥିଲେ ସବୁ ଠିକ୍‌ ଠାକ୍‌ ଚଳି ଯାଉଥିଲା । କିନ୍ତୁ ଗତ ୭ ମାସ ତଳେ ତାଙ୍କର ବିୟୋଗ ପରେ ପରିବାର ଛିନ୍ନଛତ୍ର ହୋଇଯାଇଛି । ସ୍ୱାମୀଙ୍କ ଦେହାନ୍ତ ପରେ
Read More...

ଏନପିଏସ ଶିକ୍ଷକଙ୍କ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରାଥମିକ ଏବଂ ହାଇସ୍କୁଲ ଏନପିଏସ୍‌ ଶିକ୍ଷକ ମାନଙ୍କ ବୈଠକ ଦ୍ୱିତୀ ରଂଜନ ମହାଲିଙ୍ଗଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜକୁମାର ଭୋଇ ଅଧ୍ୟକ୍ଷତା କରିବା ସହିତ ପୁରୁଣା ପେନସନ ଯୋଜନା ଏବଂ ନୂତନ ପେନସନ ଯୋଜନା ମଧ୍ୟରେ ଥିବା ପାର୍ଥକ୍ୟ
Read More...

ଅବସରପ୍ରାପ୍ତ ସିଆର୍‌ପିଏଫ୍‌ ଯବାନଙ୍କ ଝିଅର ସଫଳତା : ଅଭ୍ୟନ୍ତ୍ରରୀଣ ଅଞ୍ଚଳରୁ ଯାଇ ଆଇଆଇଟି ଇନ୍ଦୋରରେ ହାସଲ କଲେ…

ଛୁଟୁଛି ଶୁଭେଚ୍ଛାର ସୁଅ, ଆର୍ଥିକ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ ସଇଁନ୍ତଲା, (ଅଜିତ କୁମାର ସାହୁ) : ଦୃଢ଼ ବିଶ୍ୱାସ ଥିଲେ ମିଳେ ସଫଳତା । ଏହି ଉକ୍ତିକୁ ବାସ୍ତବରେ ପ୍ରମାଣିତ କରୁଛନ୍ତି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କଅଁସର ପଞ୍ଚାୟତ
Read More...

ନିବେଦିତା ତନ୍ତୀ ହେଲେ ବିଜେପି ଏସ୍‌ସି ମୋର୍ଚ୍ଚାର ଉପସଭାପତି

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ସାଂଗଠନିକ ଜିଲ୍ଲା ବିଜେପି ସଭାପତି ଲତିକା ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏସ୍‌ସି ମୋର୍ଚ୍ଚା ଜିଲ୍ଲା ସଭାପତି ରୋହିତ କୁମାର ତନ୍ତୀ ନିବେଦିତା ତନ୍ତୀଙ୍କୁ ଏସ୍‌ସି ମୋର୍ଚ୍ଚାର ଉପସଭାପତି ଭାବେ ନିଯୁକ୍ତି ଦେଇଛନ୍ତି । ସାଂସଦ ଜୁଏଲ ଓରାମ ଏଥିପାଇଁ
Read More...

୭ ଆନ୍ତଃଜିଲ୍ଲା ଡକାୟତ ଗିରଫ : ବିଭିନ୍ନ ମାରଣାସ୍ତ୍ର ସହ ପିସ୍ତଲ୍, ମୋବାଇଲ ଏବଂ ବୋଲେରୋ ଜବତ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ପଣ୍ଡ ହେଲା ଡକାୟତି ଯୋଜନା । ଡକାୟତି ପାଇଁ ଯୋଜନା କରିଥିବା ଆନ୍ତଃ ଜିଲ୍ଲାର ୭ଜଣ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟିଟିଲାଗଡ଼ ପୁଲିସ । ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନାମତେ, ଗତକାଲି
Read More...