pakka

ନିବେଦିତା ତନ୍ତୀ ହେଲେ ବିଜେପି ଏସ୍‌ସି ମୋର୍ଚ୍ଚାର ଉପସଭାପତି

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ସାଂଗଠନିକ ଜିଲ୍ଲା ବିଜେପି ସଭାପତି ଲତିକା ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏସ୍‌ସି ମୋର୍ଚ୍ଚା ଜିଲ୍ଲା ସଭାପତି ରୋହିତ କୁମାର ତନ୍ତୀ ନିବେଦିତା ତନ୍ତୀଙ୍କୁ ଏସ୍‌ସି ମୋର୍ଚ୍ଚାର ଉପସଭାପତି ଭାବେ ନିଯୁକ୍ତି ଦେଇଛନ୍ତି । ସାଂସଦ ଜୁଏଲ ଓରାମ ଏଥିପାଇଁ ନିବେଦିତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ନୂଆ ଦାୟିତ୍ୱ ନେବା ପରେ ନିବେଦିତା ସାଂସଦ ଜୁଏଲ ଓରାମ, ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ ଓ ଏସ୍‌ସି ମୋର୍ଚ୍ଚା ଜିଲ୍ଲା ସଭାପତି ରୋହିତ କୁମାର ତନ୍ତୀ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରି କହିଛନ୍ତି ଯେ ତାଙ୍କୁ ଦିଆଯାଇଥିବା ଦାୟିତ୍ୱକୁ ସେ ନିଖୁଣ ଭାବେ ତୁଲାଇବାକୁ ଚେଷ୍ଟା କରିବେ ।

Leave A Reply

Your email address will not be published.

2 × one =