Daily Archives

ଅଦିନିଆ ବର୍ଷାରେ କପା ଓ ଧାନ ଚାଷୀ ଛାନିଆ : ଦଲାଲ ହାତରେ ଧଳାହୀରା

ସଇଁନ୍ତଲା, (ଅଜିତ କୁମାର ସାହୂ) : ମାସକ ତଳେ ଲଗାଣ ବର୍ଷା ପ୍ରଭାବରେ ଚାଷଜମି ଜଳାର୍ଣ୍ଣବ ହୋଇଥିବା ସହ ଅଦିନିଆ ବର୍ଷାରେ ଧାନ ଫସଲରେ ଗଜା ମଧ୍ୟ ଦେଖାଦେଇ ଥିଲା । କିନ୍ତୁ ବର୍ତ୍ତମାନ କପା ଚାଷୀଙ୍କୁ ଘାରିଛି ବାତ୍ୟା । ଧାର କରଜ ଆଣି ଚାଷୀ ନିଜ ବିଲରେ କପା ଚାଷ କରିଥିବା ବେଳେ ଦଲାଲ
Read More...

ବାରଡୁଲ ଗ୍ରାମରେ କୃଷକ ସଚେତନତା ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ହୀରାପୁର ପଞ୍ଚାୟତ ବାରଡୁଲ ଗ୍ରାମରେ କୃଷି ବିଭାଗ ପକ୍ଷରୁ କୃଷକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ କୃଷି ଅଧିକାରୀ ଉମାକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସମ୍ବିଧାନ
Read More...

ଜୁଆ ଆଡ୍ଡା ଉପରେ ଲୋଇସିଂହା ପୋଲିସର ଚଢ଼ାଉ : ୩ ଗିରଫ

ଲୋଇସିଂହା, (କେପିଏନ୍‌ଏସ୍‌) : ବେଆଇନ ଭାବେ ଜୁଆଖେଳ ଚାଲିଥିବା ବେଳେ ଲୋଇସିଂହା ପୋଲିସ ଚଢ଼ାଉ କରି ୩ ଜଣକୁ ଗିରଫ କରିଛି । ସେମାନେ ହେଲେ ଲୋଇସିଂହା ବ୍ଲକ ସରଗାଡ଼ ଗ୍ରାମର ଯଦୁମଣି ପାତ୍ର, ଲୁଚକିବାହାଲର ତ୍ରିନାଥ ସାହୁ ଓ ରଘୁ ମହାନନ୍ଦ । ତେବେ ଏହି ଜୁଆଖେଳର ମୁଖ୍ୟ କାର୍ପଟଦାର
Read More...

ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଟିକାମିତ୍ର ରଥ ପରିକ୍ରମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାମାରୀ କୋରାନା ଭୁତାଣୁ ଯୋଗୁଁ ସାଧାରଣ ଜୀବନଯାପନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରତିଷେଧକ ମୂଳକ ଟୀକାକରଣ ପାଇଁ ସରକାର ନିଜ ଦାୟିତ୍ୱ ସାରି ଦେଇଥିବା ବେଳେ ଲୋକଙ୍କ ମନରେ ଆଜି ବି ଟୀକାକରଣକୁ ନେଇ ଅନେକ ଦ୍ଵନ୍ଦ ଓ ସନ୍ଦେହ ରହିଛି । ଏହି ଅଭାବନୀୟ
Read More...

ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ଅଧିକାର କର୍ମଶାଳା, ଜଳ, ପରିମଳ ଓ ସ୍ଵଚ୍ଛତା ଉପରେ ସର୍ବଧର୍ମ ଗୋଷ୍ଠୀଙ୍କ ଆହ୍ୱନ

ବଲାଙ୍ଗିର, (କେପିଏନଏସ୍) : ସ୍ଥାନୀୟ ତ୍ରିବେଣୀ ହୋଟେଲ କନ୍ଫରେନ୍ସ ହଲରେ ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ଅଧିକାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ୱାର୍ଲଡ଼ ଭିଜନ ଇଣ୍ଡିଆ ଲୋଇସିଂହା ଏଡିପି ପୋଗ୍ରାମ ମେନେଜର ନିର୍ମଳା କୁମାରୀଙ୍କ ସ୍ୱଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାରେ
Read More...

‘ଏମ୍‌ଏମ୍‌ ଫାର୍ମା ଏଣ୍ଡ୍‌ ହେଲ୍‌ଥ୍‌ କେୟାର୍‌’ ଉଦ୍‌ଘାଟନ କଲେ ସମାଜସେବୀ ଶ୍ରୀକର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚନ୍ଦ୍ରଶେଖରନଗର ଠାରେ ‘ଏମ୍‌ଏମ୍‌ ଫାର୍ମା ଏଣ୍ଡ୍‌ ହେଲ୍‌ଥ୍‌ କେୟାର୍‌’ ମେଡିକାଲ ଷ୍ଟୋରକୁ ଉଦ୍‌ଘାଟନ କରିଛନ୍ତି ସାଇଟ୍‌ ପ୍ରତିଷ୍ଠାତା ସମ୍ପାଦକ ବିଶିଷ୍ଟ ସମାଜସେବୀ ଡ. ଶ୍ରୀକର ମିଶ୍ର । ଲୋକଙ୍କୁ ଉଚିତ ମୂଲ୍ୟରେ ତଥା ଉଚିତ ସମୟରେ ସମସ୍ତ
Read More...

ବଡବଜାର ବ୍ୟବସାୟୀ ସଂଘ ପକ୍ଷରୁ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାବା ସାହେବ ଡ଼ଃ.ଭିମାରାଓ ରାମଜୀ ଆମ୍ବେଦକରଙ୍କ ୬୫ ତମ ଶ୍ରାଦ୍ଧବାର୍ଷିକୀ ପାଳନ ପୂର୍ବକ ଏହି ଅବସରରେ ଛତ୍ରପୁର ବଡ ବଜାର ବ୍ୟବସାୟୀ ସଂଘ ଓ ସହରର କିଛି ବଦାନ୍ୟ ବ୍ୟକ୍ତିଙ୍କ ମିଳିତ ସହଯୋଗରେ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି ।
Read More...

ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା ଜନିତ ପ୍ରବଳବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସଙ୍ଗେ ସଙ୍ଗେ ରବିଫସଲ ପାଇଁ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ସୋମବାର ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ
Read More...

ଖପ୍ରାଖୋଲ ପୋଲିସର ଚଢ଼ାଉ : ଆଠ ଦାଦନ ଶ୍ରମିକ ଉଦ୍ଧାର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ପୋଲିସ ବେଆଇନ ଦାଦନ ଶ୍ରମିକ ଚାଲାଣ ବେଳେ ଚଢ଼ାଉ କରି ସୋମବାର ଆଠଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ କନ୍ଧେନଝୁଲା ଗାଁ ଛକରେ ଏକ ଗାଡି ଯୋଗେ କିଛି ମହିଳା
Read More...

ଦଳିତ ସହାୟକ ପ୍ରତିଷ୍ଠାନ ଆନୁକୂଲ୍ୟରେ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଲୋୟାର ବସଷ୍ଟାଣ୍ଡ ସ୍ଥିତ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଦଳିତ ସହାୟକ ପ୍ରତିଷ୍ଠାନ ପକ୍ଷରୁ ଭାରତ ରତ୍ନ ଡଃ. ଭିମାରାଓ ରାମଜୀ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ
Read More...