Daily Archives

ଗାଇକୁ ଧକ୍କା ଦେଇ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ : ଘଟଣାର ତଦନ୍ତ ଜରୁରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅନେକ ସମୟରେ ଏବେ ଆମ୍ବୁଲାନ୍ସ ସଡକ ଦୁର୍ଘଟଣାଗସ୍ତ ବୃଦ୍ଧି ହେଉଥିବା ଦେଖିବାକୁ ମିଳୁଛି । ଏ ଘଟଣା ଏବେ ବହୁଳ ସଂଖ୍ୟାରେ ହୋଇ ଆସୁଛି ବୋଲି ବିଭିନ୍ନ ମହଲରେ କୁହାଯାଉଛି । ଯାହାଫଳରେ କି ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଭାବେ ସହଜରେ ଗ୍ରହଣ କରିବା
Read More...

ସାବାସ୍‌ ନିରୀହ ପଶୁପକ୍ଷୀଙ୍କ ବନ୍ଧୁ କାହ୍ନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିରୀହ ପଶୁପକ୍ଷୀଙ୍କ ବନ୍ଧୁ ସାଜିଛନ୍ତି କାହ୍ନା । ଆଜିର ଯାନ୍ତ୍ରିକ ସମୟରେ ମଣିଷ ପାଇଁ ମଣିଷ ଭିତରେ ଦରଜ ରହୁନଥିବା ବେଳେ ବିପଦରେ ପଡ଼ିଥିବା ପଶୁପକ୍ଷୀଙ୍କ ପାଇଁ କର୍ତ୍ତବ୍ୟ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା କାହ୍ନା ଶତପଥୀ ଦେବଦୂତ ସାଜିଛନ୍ତି । ତାଳୁଫଟା
Read More...

ସମାଜସେବୀଙ୍କ ସହଯୋଗ ପରେ ବୃଦ୍ଧ ପାଇଲେ ହୁଇଲ ଚେୟାର

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ କାଉଡୋଲା ଗାଁର ଜଣେ ପକ୍ଷଘାତ ରୋଗରେ ଆକ୍ରାନ୍ତ ବ୍ୟକ୍ତି ବହୁତ କଷ୍ଟରେ ରହୁଛନ୍ତି । ନିଜର ବୋଲି କେହି ନଥିବାରୁ ସେ ବାହାରକୁ ଯିବା ଆସିବା, ଲାଟ୍ରିନ ଯିବା ସମୟରେ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ
Read More...

ପଲସାଗୋରା ଅଞ୍ଚଳରେ ଛେଳି ମଡକ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଘୁଲୁଘୁଲାପଦର ଗ୍ରାମରେ ଦେଖା ଦେଇଛି ଛେଳି ମଡ଼କ । ଅଜଣା ରୋଗରେ ଅନେକ ଛେଳିଙ୍କ ମୃତ୍ୟୁ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଛେଳି ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଗ୍ରାମର ବାଳକ ନାଏକଙ୍କ ଇତି ମଧ୍ୟରେ ୭ଗୋଟି ଛେଳି
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨୪ବୃଦ୍ଧି ପାଇଛି । ମୃତକ ଜଣକ ଢ଼େଙ୍କାନାଳ ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର
Read More...

ମୁକ୍ତିଲାଭ କଲା ପଦ୍ମିନୀ କୋଲ୍‌ହାପୁରେଙ୍କ ଗୀତ ‘ୟେ ଗଲିୟାଁ ୟେ ଚୌବାରା’ : କଣ୍ଠଦାନ କଲେ ଅଭିନେତ୍ରୀ…

ମୁମ୍ବାଇ : 'ପ୍ରେମ୍ ରୋଗ' ଚଳଚିତ୍ରର ପଦ୍ମିନୀ କୋଲ୍‌ହାପୁରେଙ୍କ ଆଇକନିକ୍ ଗୀତ 'ୟେ ଗଲିୟାଁ ୟେ ଚୌବାରା'ର ନୂତନ ସଂସ୍କରଣ ମୁକ୍ତିଲାଭ କରିଛି । ଏହି ଗୀତଟିକୁ ଅଭିନେତ୍ରୀ ନିଜେ ତାଙ୍କ ସୁମଧୁର ସ୍ୱରରେ ଗାଇଛନ୍ତି । ପ୍ରିୟଙ୍କା ଶର୍ମାଙ୍କ ଲେବଲ୍ ୱାନ ହୃଦୟସ୍ପର୍ଶୀ ବିବାହ ସଂଗୀତ ମୁକ୍ତ
Read More...

ଗତ ୨୪ ଘଂଟାରେ ୧୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧୦୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୯ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଯଦି ତୁମେ ଏଠାରେ ଶ୍ୱାସରୁଦ୍ଧ ଅନୁଭବ କରୁଛ, ଭାରତ ଛାଡିଦିଅ : ଆର୍‌ଏସ୍‌ଏସ୍‌ ନେତା ଇନ୍ଦ୍ରେଶ କୁମାର କହିଲେ ଫାରୁକ…

ନୂଆଦିଲ୍ଲୀ : ବରିଷ୍ଠ ରାଷ୍ଟ୍ରୀୟ ସ୍ୱୟଂସେବାକ ସଂଗଠନ (ଆର୍‌ଏସ୍‌ଏସ୍‌) ନେତା ଇନ୍ଦ୍ରେଶ କୁମାର ସୋମବାର ଦିନ ଜାତୀୟ ସମ୍ମିଳନୀ ସଭାପତି ଫାରୁକ ଅବଦୁଲ୍ଲାଙ୍କ ବୟାନକୁ ନେଇ କହିଛନ୍ତି ଯେ ଜମ୍ମୁ-କଶ୍ମୀରବାସୀ ନିଜ ହକ୍‌ ପାଇବା ପାଇଁ ଆନ୍ଦୋଳନକାରୀ କୃଷକମାନଙ୍କ ଭଳି 'ବଳିଦାନ' କରିବାକୁ ହେବ
Read More...

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁତିନଙ୍କ ବୈଠକ : ଅନେକ ପ୍ରସଙ୍ଗ ଉପରେ ହେଲା ଆଲୋଚନା

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ସୋମବାର ଦିନ ନୂଆଦିଲ୍ଲୀରେ ସାକ୍ଷାତ କରି ଆଞ୍ଚଳିକ ତଥା ବିଶ୍ୱ ସ୍ତରୀୟ ବିକାଶ ସହିତ ମହାମାରୀ ପରେ ଆଫଗାନିସ୍ତାନର ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି । ଏକ ଉଚ୍ଚ ସ୍ତରୀୟ ପ୍ରତିନିଧିଙ୍କ
Read More...

ଉତ୍ତମ ଗୃହରକ୍ଷୀ ସମ୍ମାନ ପାଇଲେ ଗଞ୍ଜାମ ଥାନାର ସୋମନାଥ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ୫୯ ତମ ଗୃହରକ୍ଷୀ ଦିବସ ପାଳନ ଅବସରରେ ଗଞ୍ଜାମ ଥାନା ଗୃହରକ୍ଷୀ ସୋମନାଥ ରେଡିଙ୍କୁ ଉତ୍ତମ ଗୃହରକ୍ଷୀ ସମ୍ମାନରେ ସମ୍ମାନିତ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ । ନିଜର ନିଷ୍ଠା, କର୍ତ୍ତବ୍ୟ ପରାୟଣ, ବିଭିନ୍ନ କେସର ୱାରେଣ୍ଟିକୁ
Read More...
error: Content is protected !!