Daily Archives

ନିଁପୁର ଗାଁ ଦାଣ୍ଡରେ ଆଁଣ୍ଠୁଏ ପାଣି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବର୍ଷାଜଳରେ ଡେଲାଙ୍ଗ ବ୍ଲକ ସିଂହବ୍ରହ୍ମପୁର ପଞ୍ଚାୟତର ନିଁପୁର ଗାଁର ମୁଖ୍ୟ ରାସ୍ତା ଜଳାର୍ଣ୍ଣବ ହୋଇପଡିଛି । ଅସରାଏ ବର୍ଷା ହେଲେ ଗାଁ ଦାଣ୍ଡରେ ଆଁଣ୍ଠୁଏ ଉଚ୍ଚରେ ପାଣି ଲହଡି ମାରେ, ଯାହାଫଳରେ ଅଞ୍ଚଳବାସୀ ଯାତାୟତରେ ନାହିଁ ନଥିବା ଅସୁବିଧା
Read More...

ଏପ୍ରିଲରୁ ଝଟ୍‌କା : ୧୫ ବର୍ଷ ପୁରୁଣା କାର୍‌ ପଞ୍ଜିକରଣ ନବୀକରଣ ପାଇଁ ୫୦୦୦ ଟଙ୍କା ଦେବାକୁ ହେବ

ନୂଆଦିଲ୍ଲୀ : ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଜାତୀୟ ଯାନ କବାଡ଼ି ନୀତି ସମ୍ବନ୍ଧରେ ପ୍ରୋତ୍ସାହନ ଏବଂ ଅସନ୍ତୋଷ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି । ସରକାରଙ୍କ ଏହି ନୀତିରେ ଯାନ ମାଲିକମାନେ ପୁରୁଣା ତଥା ପ୍ରଦୂଷିତ ଯାନଗୁଡ଼ିକୁ କବାଡ଼ିରେ ପକାଇବାକୁ ଉତ୍ସାହିତ
Read More...

ଲୋକପ୍ରିୟ ଧାରାବାହିକ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ

ନୂଆଦିଲ୍ଲୀ : ଲୋକପ୍ରିୟ ଧାରାବାହିକ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ରୋଗାଗ୍ରସ୍ତ ଥିବା ବେଳେ ଗତକାଲି ରାତିରେ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ମୁମ୍ବାଇର
Read More...

କଂଗ୍ରେସ ନଗର ସମ୍ପାଦକଙ୍କ ମାତୃ ବିୟୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ କଂଗ୍ରେସ ସମ୍ପାଦକ ଯଜେ୍ଞଶ୍ୱର ଶତପଥୀ(ଟୁନା)ଙ୍କ ମାତୃ ବିୟୋଗ ଘଟିଥିବା ଜଣାପଡ଼ିଛି । ତାଙ୍କ ମାତା ଶୈଳବାଳା ଶତପଥୀ(୮୦)ଙ୍କ ଗଞ୍ଜାମ ସହର ସ୍ଥିତ ୩ ନମ୍ବର ୱାର୍ଡ ଦୁର୍ଗାଦେବୀସାହିର ନିଜ ବାସଭବନରେ ଗତକାଲି ପରଲୋକ ଘଟିଥିବା ଜଣାପଡ଼ିଛି । ସେ
Read More...

ଆଜି ମହାଳୟା : ମା’ ସମଲେଇଙ୍କ ଧବଳମୁଖୀ ବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମହାଳୟା । ମା’ ସମଲେଇଙ୍କ ଧବଳମୁଖୀ ବେଶ । ସ୍ୱଭାବତଃ ମା’ଙ୍କ ବର୍ଣ୍ଣ ଲୋହିତ ହୋଇଥିବା ବେଳେ ଆଜି କିନ୍ତୁ ମା’ ଶ୍ୱେତ ବର୍ଣ୍ଣ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେବେ । ବାଗ୍‌ଦେବୀ ସରସ୍ୱତୀ ତଥା ସର୍ବ ପାପହାରିଣୀ ମା’ ଗଙ୍ଗାଙ୍କ ବେଶ ବୋଲି
Read More...

ୟୁପି ଲଖିମ୍‌ପୁରଠାରେ କୃଷକଙ୍କ ହତ୍ୟା ଘଟଣାକୁ ମିଳିତ କୃଷକ ସଂଗଠନର ନିନ୍ଦା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍ତର ପ୍ରଦେଶର ଲଖିମ୍‌ପୁରଠାରେ ଆନ୍ଦୋଳନରତ କୃଷକଙ୍କ ଉପରେ ଗୁଳିଚାଳନା ଓ ଗାଡିରେ ଦଳିଦେଇ ହତ୍ୟା ଘଟଣାକୁ ଅବିଭକ୍ତ ବଲାଙ୍ଗିର ଜିଲ୍ଲାର ମିଳିତ କୃଷକ ସଙ୍ଗଠନ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ବିଜେପି ମନ୍ତ୍ରୀଙ୍କ ପୁଅ ଏବଂ ଗୁଣ୍ଡା ସମର୍ଥକମାନେ
Read More...

ମଧ୍ୟାହ୍ନ ଭୋଜନ ଚାଉଳ ତଥା ଅର୍ଥ ଆତ୍ମସାତ ଅଭିଯୋଗ କରି ଧାରଣା

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଟିଟିଲାଗଡ଼ ଉପଖଣ୍ଡ ଅଧିନସ୍ଥ ମାକ୍ରିପଡା ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବ୍ୟାପକ ପରିମାଣରେ ଅର୍ଥ ହେରଫେର କରିବା, ମଧ୍ୟାହ୍ନ ଭୋଜନର ଅର୍ଥ ତଥା ଚାଉଳ ବାଟମାରଣା କରିଥିବା ଅଭିଯୋଗ କରି ସ୍କୁଲ ଛାତ୍ରଛାତ୍ରୀ ତଥା ଅବିଭାବକମାନେ
Read More...

କରୋନା କଟକଣାରେ ହେବ ମା’ଙ୍କ ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁରେ ଚଳିତ ବର୍ଷ କରୋନା କଟକଣାରେ ମା'ଙ୍କ ପୂଜା ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି । ଆଜିଠାରୁ ମାତ୍ର ଆଉ ୬ ଦିନ ବାକି ରହିଲା ମା'ଙ୍କ ପୂଜା ଆରମ୍ଭ ହେବା ପାଇଁ । ଏହାକୁ ଦୃଷ୍ଟିରେ ରଖି
Read More...

ଜଗତଜନନୀ ମା’ ଦୁର୍ଗାଙ୍କ ନବରାତ୍ରି ପୂଜନୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଶହରା ଶୁକ୍ଳ ପକ୍ଷ ପ୍ରତିପଦାରୁ ଆରମ୍ଭ ହୁଏ ମା’ ଜଗତଜନନୀ ମା’ ଦୁର୍ଗାଙ୍କ ନବରାତ୍ରି ପୂବନୋତ୍ସବ । ଶାସ୍ତ୍ରାନୁସାରେ ଏହି ପୂଜନୋତ୍ସବର ବିଶେଷ ଗୁରୁତ୍ୱ ରହିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଏହି ସମୟରେ ମା’ଙ୍କୁ ପୂଜାର୍ଚ୍ଚନା କରି ଅନେକ ଶୁଭଫଳ ପ୍ରାପ୍ତ
Read More...