Monthly Archives

September 2021

ପାଟଣାଗଡ଼ ବନବିଭାଗ ଦ୍ୱାରା କେନ୍ଦୁଗଣ୍ଡି ଭର୍ତ୍ତି ଥିବା ଏକ ୪୦୭ ମିନି ଟ୍ରକ ଜବତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବନବିଭାଗ ଦ୍ୱାରା ଲରମ୍ଭା ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଏକ ୪୦୭ ଟ୍ରକକୁ ଜବତ କରାଯାଇଥିବା ଜଣାପଡ଼ିଛି । ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାର ଦେଇଥିବା ସୂଚନା ମୁତାବକ ପାଟଣାଗଡ଼ ରେଞ୍ଜର ରାଜକୃଷ୍ଣ ଭୋଇଙ୍କ ପ୍ରତ୍ୟକ୍ଷ
Read More...

ପାରାଲିମ୍ପିକ୍ସ ହାଇ ଜମ୍ପରେ ରୌପ୍ୟ ଆଣିଲେ ପ୍ରବୀଣ କୁମାର

ଟୋକିଓ : ପାରାଲିମ୍ପିକ୍ସ ପୁରୁଷ ହାଇଜମ୍ପ ଏଫ୍‌ ୬୪ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ପ୍ରବୀଣ କୁମାର । ୧୮ ବର୍ଷୀୟ ପ୍ରବୀଣ ୨.୦୭ ମିଟର ଡେଇଁଥିଲେ । ଏଥିସହ ନୂଆ ଏସିଆନ୍ ରେକର୍ଡ କରିଛନ୍ତି ପ୍ରବୀଣ । ଏହି ସଫଳତା ପରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏଥିସହ ଟୋକିଓ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୩୫କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୨ ଜଣ, ବାଲେଶ୍ୱର, କଟକ, ଢେଙ୍କାନାଳ, କେନ୍ଦ୍ରାପଡା ଓ ପୁରୀରୁ
Read More...

ଆସୁଛେ ବଡ୍‌ଖା ତିହାର୍‌ ନୂଆଁଖାଇ : ସଫା ସୁତ୍‌ରା, ସଜ୍‌ବାଜ୍‌ ଥି ଲାଗିଗଲେନ’ ଲୋକ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କାହିଁ କେନ୍‌ ଯୁଗୁଁ ପଶ୍ଚିମ ଓଡ଼ିଶା ଥି ଘରେ ଘରେ ପାଲନ୍‌ ହେଇ ଆସୁଛେ ନୂଆଁଖାଇ ପରବ୍‌ । ନୂଆଁଖାଇ ଆସିଗଲେ ପଶ୍ଚିମ ଓଡ଼ିଶା ଲାଗ୍‌ସି ଖୋବ୍‌ ନୂଆଁ ନୂଆଁ । ରାଗ୍‌ ରିସା, ବିଗଡ୍‌ ବାଗଡ୍‌, ଗାଲି ଝଗର୍‌ କେ ପଛେ ପକେଇ ଦେଇ ନୂଆଁଖାଇ କେ ବଡ଼ା ଶର୍‌ଧା ଥି
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୮୪୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୦ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୩୪୫ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୫୪ ଜଣ ଆଂଚଳିକ
Read More...

ମେଡିକାଲ କଲେଜର ଦାବୀ, ଭାରତୀୟ ଟୀକା ଉଭୟ ଡୋଜ୍‌ ନେବା ପରେ ୯୭% ଲୋକଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି

ଲକ୍ଷ୍‌ନୌ : ଭାରତୀୟ କୋଭିଡ଼ ଟୀକାକୁ ନେଇ ଏକ ଉତ୍‌ତ୍ସାହଜନକ ଖବର ସାମ୍ନାକୁ ଆସିଛି । ଲକ୍ଷ୍‌ନୌ ମେଡ଼ିକାଲ କଲେଜ ଏକ ଗବେଷଣାକୁ ଆଧାର କରି କହିଛି ଯେ, ଭୋତରୟ କୋଭିଡ଼ ଟୀକା ଆଣ୍ଟିବଡି ସୃଷ୍ଟି କରିବା ଦିଗରେ ବିଶେଷ ସଫଳତା ହାସଲ କରିଛି । ଭାରତୀୟ କୋଭିଡ଼ ଟୀକା କେତେଦୂର ପ୍ରଭାବଶାଳୀ
Read More...

ମ.ରାମପୁରକୁ ରାଜସ୍ୱ ସବ୍‌ଡ଼ିଭିଜନ ମାନ୍ୟତା ମିଳିବ କେବେ ?

ଦୀର୍ଘ ୨୭ ବର୍ଷର ଦାବୀ, ହେଲେ ବାଜୁନି ମୋହର : ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛିଅକ୍ଟୋବର ୨ରୁ ଆମରଣ ଅନଶନ ଚେତାବନୀ ମ.ରାମପୁର, (ହେମନ୍ତ ସାହୁ) : ୧୯୯୩ ମସିହା ସେପ୍ଟେମ୍ବର ୧୫ ତାରିଖ ଦିନ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ମ.ରାମପୁର ନିକଟ ଟୁର୍ଚ୍ଚିରେ ଉତେ୍‌ଇ
Read More...

ପ୍ରବଳ ବର୍ଷା ଯୋଗୁଁ ନ୍ୟୁୟର୍କରେ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଘରୁ ବାହାରକୁ ନ ଆସିବାକୁ ନିବେଦନ

ନ୍ୟୁୟର୍କ : ଆମେରିକା ପ୍ରବଳ ବର୍ଷାର ସମ୍ମୁଖୀନ ହୋଇଛି । ମୂଷଳ ଧାରାରେରେ ବର୍ଷା ଯୋଗୁଁ ସବୁଆଡେ ଜଳମୟ ହୋଇଯାଇଥିବା ଖବର ମିଳିଛି । ରାସ୍ତାରୁ ମେଟ୍ରୋ ପର୍ଯ୍ୟନ୍ତ ଜଳମଗ୍ନ ହୋଇଛି । ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ନ୍ୟୁୟର୍କର ମେୟର ସହରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା
Read More...

ଆଫଗାନିସ୍ତାନରେ ଗୃହଯୁଦ୍ଧ ସଂଭାବନାକୁ ନେଇ ପାକ୍ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶିଙ୍କ ଚେତାବନୀ

ଇସଲାମାବାଦ : ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ସାରା ଦେଶରେ ଏହି ଦେଶର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଏହି ସମୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ବୁଧବାର ଆଫଗାନିସ୍ତାନରୁ ବିଦେଶୀ ସୈନ୍ୟ ପ୍ରତ୍ୟାହାରକୁ ଏକ ଦାୟିତ୍ୱହୀନ ତଥା ବିଶୃଙ୍ଖଳିତ
Read More...

ଏକାତରା କେନ୍ଦୁପତ୍ର ଫଡ଼ିରୁ ୭ ଲକ୍ଷ ଟଙ୍କାର କେନ୍ଦୁପତ୍ର ଚୋରି ଅଭିଯୋଗ : ଟ୍ରକ ଆସିଲା, ୨୪ କୁଇଣ୍ଟାଲ କେନ୍ଦୁପତ୍ର…

ମ.ରାମପୁର, (ହେମନ୍ତ ସାହୁ) : ସରକାର କେନ୍ଦୁପତ୍ର ବିଭାଗରେ ଅନେକ ଅର୍ଥ ଖର୍ଚ୍ଚ କରନ୍ତି, ରାଜସ୍ୱ କେତେ ମିଳେ ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ଏହି ବିଭାଗରେ କର୍ମଚାରୀ ମାନେ କିନ୍ତୁ ବିଭିନ୍ନ ଉପାୟରେ ମାଲେମାଲ ହୁଅନ୍ତି । କେବେ କେନ୍ଦୁପତ୍ର ଶୁଖେଇଲା ବେଳେ ପବନରେ ଉଡ଼ିଯାଏ ତ
Read More...