pakka

ପାରାଲିମ୍ପିକ୍ସ ହାଇ ଜମ୍ପରେ ରୌପ୍ୟ ଆଣିଲେ ପ୍ରବୀଣ କୁମାର

ଟୋକିଓ : ପାରାଲିମ୍ପିକ୍ସ ପୁରୁଷ ହାଇଜମ୍ପ ଏଫ୍‌ ୬୪ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ପ୍ରବୀଣ କୁମାର । ୧୮ ବର୍ଷୀୟ ପ୍ରବୀଣ ୨.୦୭ ମିଟର ଡେଇଁଥିଲେ । ଏଥିସହ ନୂଆ ଏସିଆନ୍ ରେକର୍ଡ କରିଛନ୍ତି ପ୍ରବୀଣ । ଏହି ସଫଳତା ପରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏଥିସହ ଟୋକିଓ ପାରିଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

3 + fourteen =