Monthly Archives

September 2021

ଟିବି ନିରାକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଓଡିଶା ୨ୟ ସ୍ଥାନରେ ରହିବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଟିବି ନିରାକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଓଡିଶା ୨ୟ ସ୍ଥାନରେ ରହିବା ସହିତ କେନ୍ଦ୍ର ସ୍ୱସ୍ଥ୍ୟ ମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଛି । ନିକ୍ଷୟ ପୋଷଣ ଯୋଜନାରେ ୮୫ ପ୍ରତିଶତ ହିତାଧିକାରୀଙ୍କୁ ପୋଷଣୀୟ ଖାଦ୍ୟ ପାଇଁ ଅର୍ଥ ଯୋଗାଇ ଦିଆଯାଉଛି ।
Read More...

ବାଉଁଶ ହସ୍ତଶିଳ୍ପ ବିକାଶ ପୁଞ୍ଜ ଗଠନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ବାଉଁଶ ଉନ୍ନୟନ ସଂସ୍ଥାର ୭୨୧.୩୦ ଲକ୍ଷ ଟଙ୍କାର ଆର୍ଥିକ ସହଯୋଗରେ ବାଉଁଶ ହସ୍ତଶିଳ୍ପ ବିକାଶ ପୁଞ୍ଜ ଗଠନ କରାଯାଇଛି । ଏହି ହସ୍ତଶିଳ୍ପର ଅଧିକ ବିକାଶ ନିମନ୍ତେ ଗତକାଲି ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ବାଉଁଶ ଉନ୍ନୟନ ସଂସ୍ଥା
Read More...

ଗାଇସିଲେଟ୍‌ ବ୍ଲକର ଗଣ ବଳାତ୍କାର ଓ ଘର ପୋଡ଼ି ମାମଲା : ପୁଣି ଗର୍ଜିଲେ ଆନ୍ଦୋଳନକାରୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଗାଇସିଲେଟ୍‌ ଥାନା ଅଞ୍ଚଳରେ ଗତ ମାସ ୧୧ ତାରିଖ ଘଟିଥିବା ଦଳିତ ମହିଳାଙ୍କୁ ଗଣ ବଳାତ୍କାର ଏବଂ ଘର ପୋଡ଼ି ମାମଲାକୁ ନେଇ ଆନ୍ଦୋଳନ । ଆଜି ପୁଣି ଗର୍ଜିଲେ ଆନ୍ଦୋଳନକାରୀ । ଉକ୍ତ ମାମଲାର ୧୨ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ଏ ପର୍ଯ୍ୟନ୍ତ ୭
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୪ ଥିବା ସରକାରୀ ସୂତ୍ରରୁ ଜଣାପଡିଛି । ଆଗଲପୁର ବ୍ଲକ ଆଗଲପୁର ଗ୍ରା.ପ.ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୫ରୁ ୨ ଓ ୧୫ରୁ ଜଣେ ସଂକ୍ରମିତ
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଗୀତାଙ୍କ ପରିବାର ପାଇଲେ ସରକାରୀ ସହାୟତା

କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଡ଼ୁମେରମୁଣ୍ଡା ଗାଁର ମନୋଜ ନାଏକ ନିଜର ଅସମ୍ପୂର୍ଣ ଇନ୍ଦିରା ଆବାସ ଗୃହକୁ ସମ୍ପୂର୍ଣ୍ଣ କରିବା ପାଇଁ ଗତବର୍ଷ ଗୁଜୁରାଟର ରାଜକୋଟକୁ କାମ କରିବା ପାଇଁ ଯାଇଥିଲେ । ସେଠାରେ ରହି କିଛିମାସ କାମ କରିବା ପରେ ଦିନେ କାମ କରିବା ସମୟରେ ହିଁ ତାଙ୍କର
Read More...

ନୂଆଁଖାଇ ଦିନ +୩ ନାମ ଲେଖା ବାତିଲ ଦାବୀରେ କୋଶଳ ସେନା ଓ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଉପଜିଲ୍ଲାପାଳଙ୍କୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଏକ ପୁରୁଖା ତିହାର ଭାବେ ପ୍ରମୁଖ ପଶ୍ଚିମ ଓଡ଼ିଶାବାସୀ ବହୁ ଉତ୍ସାହରେ ପର୍ବ ପାଳନ କରାଯାଇଥାଏ । ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ପଞ୍ଚମୀ ତିଥି ନୂଆଁଖାଇ ପଡୁଥିବା ବେଳେ ସରକାରଙ୍କ +୩ ଛାତ୍ରଛାତ୍ରୀ
Read More...

ବଲାଙ୍ଗିର ତୁରେକେଲାଠାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ : ପାରିବାରିକ କଳହ ଚର୍ଚ୍ଚା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାଦୋବେଡା ଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି । କପା ଚାଷ ନଷ୍ଟ ହେବାରୁ ମାନସିକ ଚିନ୍ତାଗ୍ରସ୍ତ ହୋଇ କାଦୋବେଡା ଗାଁର ଭାଗ ଚାଷୀ ରିଚେକ ବନ୍‌ଛୋର ବିଷ ଖାଇ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ପୁଅ ଅଭିଯୋଗ
Read More...

୨ କୋଟି ଟଙ୍କାର ଗ୍ରୀଡ଼ ସବ୍‌ଷ୍ଟେସନ ଖତ ଖାଉଥିବା ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ସରକାର ୩୩/୦.୪ କେଭି ଗ୍ରୀଡ଼ ସବ୍‌ଷ୍ଟେସନ ସ୍ଥାପନ କରିଛନ୍ତି କିନ୍ତୁ ତାହା କାର୍ଯ୍ୟକ୍ଷମ ନହୋଇ ମୃତ ହୋଇ ପଡିରହିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ୭/୧୨/୨୦୧୩ ମସିହାରେ
Read More...

ନୃସିଂହନାଥରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବରଗଡ ଜିଲ୍ଲା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନୁଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଯାଇଛି । ମନ୍ଦିରର କୂଳ ପୁରୋହିତ ସୁନୀଲ କୁମାର ପୁରୋହିତଙ୍କ ଦ୍ୱାରା ଲଗ୍ନ ସ୍ଥିର ହୋଇଥିବା ବେଳେ ଆସନ୍ତା ୧୧/ ୯/ ୨୧ ରିଖ ଶନିବାର ଦିନ
Read More...

ନୂଆଁଖାଇ ଉପଲକ୍ଷେ ଭଏସ୍‌ ଅଫ୍‌ ଆଲୋକ ପକ୍ଷରୁ ରାମଲୀଳା ଆସର

ତମିଆଁ, (ରାଜେଶ ଦଣ୍ଡସେନା) : କଳାସଂସ୍କୃତିକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଥିବା ଫେସ୍‌ବୁକ୍‌ ପେଜ୍‌ ଭଏସ୍‌ ଅଫ୍‌ ଆଲୋକ ପକ୍ଷରୁ ଆଜି ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଅନ୍‌ଲାଇନ୍‌ ରାମଲୀଳା ଆସରର ଶୁଭାରମ୍ଭ ହୋଇଯାଇଛି । ବିଭିନ୍ନ ରାମଲୀଳା କଳାକାର ମାନେ ଏହି
Read More...