ନୃସିଂହନାଥରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବରଗଡ ଜିଲ୍ଲା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନୁଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଯାଇଛି । ମନ୍ଦିରର କୂଳ ପୁରୋହିତ ସୁନୀଲ କୁମାର ପୁରୋହିତଙ୍କ ଦ୍ୱାରା ଲଗ୍ନ ସ୍ଥିର ହୋଇଥିବା ବେଳେ ଆସନ୍ତା ୧୧/ ୯/ ୨୧ ରିଖ ଶନିବାର ଦିନ ଅମୃତ ବେଳା ୧୧.୩୦. ମିନିଟ ଠାରୁ ୧୧.୪୫ ମିନିଟ ମଧ୍ୟରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଓ ପାଶ୍ୱର୍ର ଦେବାଦେବୀଙ୍କ ଠାରେ ନବାନ୍ନ ଲାଗିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଜଣାଇଛନ୍ତି ।

Leave A Reply

Your email address will not be published.

eleven − 4 =

error: Content is protected !!