Monthly Archives

September 2021

ଡୁମେରପିଟା ପଞ୍ଚାୟତରେ ଜୀବନବୀମା ଭୁକ୍ତ କାର୍ଯ୍ୟକ୍ରମ ମହିଳାଙ୍କ ଆର୍ଥିକ ଅନ୍ତର୍ଭୁକ୍ତ ସୁବିଧା ପାଇଁ ଲକ୍ଷ୍ୟ

ଦେଓଗାଁ, (ମନୀଷ କୁମାର ସାହୁ) : ଡୁମେରପିଟା ପଞ୍ଚାୟତରେ ସ୍ଵୟଂ ସହାୟକ ଗୋଷ୍ଠୀର ମା'ମାନଙ୍କୁ ନେଇ ବୀମାଭୁକ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ମା'ମାନଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏବେ ଶତ ପ୍ରତିଶତ ଭାବେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବୀମାଭୁକ୍ତ
Read More...

ଶିଳାନ୍ୟାସ କରି ଭୁଲି ଗଲେ ନେତା ବ୍ରିଜ ନିର୍ମାଣ କାମ, ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ଦାବୀରେ ଜଳ ସତ୍ୟାଗ୍ରହ କଲେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗମନାଗମନ ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଗ୍ରାମାଞ୍ଚଳରେ ଅନେକ ଉନ୍ନତି ହେଉଥିବା ଡିମ୍‌ ଡିମ୍‌ ପିଟୁଛନ୍ତି । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଏବେବି ଏମିତି ଅନେକ ଗାଁ ରହିଛି, ଯେଉଁ ଗାଁକୁ ଭଲ
Read More...

ନୂତନ ପୋଲିସ ଅଫିସ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପଛପଟେ ଏକ ନୂତନ ପୋଲିସ ଅଫିସ ଉଦ୍‌ଘାଟିତ ହୋଇଯାଇଛି । ଡିଜିପି ଅଭୟ ଭର୍ଚୁଏଲ ମୋଡରେ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏହି ସମୟରେ ଡିଆଇଜି ଡା. ଦୀପକ କୁମାର, ଜିଲ୍ଲାପାଳ ଚଂଚଲ ରାଣା, ପୋଲିସ ଆରକ୍ଷୀ
Read More...

ଖାଣ୍ଟି ଓଡିଆ ଖାଦ୍ୟ ଯୋଗାଇ ଦେବ ଓଟିଡିସିର ‘ନିମନ୍ତ୍ରଣ’ ରେଷ୍ଟୁରାଂଟ୍ : ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଆ ଖାଦ୍ୟର ପ୍ରସାର ପାଇଁ ଓଟିଡିସି ନୂଆ ପଦକ୍ଷେପ ନେଇଛି । ଓଡିଆ ପାରମ୍ପରିକ ଖାଦ୍ୟର ଲୋକପ୍ରିୟତା ବୃଦ୍ଧି ସହ ସୁବିଧାରେ ଏହାକୁ ଉପଲବ୍ଧ କରାଇବା ପାଇଁ ଓଟିଡିସି ପକ୍ଷରୁ ଭୁବନେଶ୍ୱର ସହିଦ ନଗରରେ 'ନିମନ୍ତ୍ରଣ'-ଖାଣ୍ଟି ଓଡିଆ ଖାଦ୍ୟ ରେଷ୍ଟୁରାଂଟ୍
Read More...

ଜିଏସଟି ଠକେଇ ଅଭିଯୋଗରେ ଚାର୍ଟାର୍ଡ ଆକାଉଟାଣ୍ଟ ସହ ଅନ୍ୟ ଅଭିଯୁକ୍ତ ଗିରଫ

ଝାରସୁଗୁଡା : ଜିଏସଟି ଠକେଇ ଅଭିଯୋଗରେ ଝାରସୁଗୁଡାର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଅମିତ ଅଗ୍ରୱାଲକୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଅନ୍ୟ ଜଣେ ଅଭିଯୁକ୍ତ ସଚିନ୍ଦ୍ର କୁମାର ଯାଦବକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଆଜି ଅପରାହ୍ନରେ ଶ୍ରୀ
Read More...

ଆସନ୍ତା ୪ ଓ ୯ ତାରିଖ ଜିଲ୍ଲାରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା ୦୪/୦୯/୨୧ ଓ ତା ୦୯/୦୯/୨୧ରିଖ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର ମ୍ୟୁନିସିପାଲିଟିର
Read More...

ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମର ଶରୀର ପଞ୍ଚତତ୍ତ୍ୱ ସହିତ ବିଲୀନ

ମୁମ୍ବାଇ : ଶୁକ୍ରବାର ଅପରାହ୍ନରେ ମୁମ୍ବାଇରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ଶବଦାହ କରାଯାଇଥିଲା । ତାଙ୍କର ଆକସ୍ମିକ ମୃତ୍ୟୁ ଖବର ତାଙ୍କ ପ୍ରଶଂସକଙ୍କୁ ହତଚକିତ କରିଛି । ଏହି ଖବର ସିନେମା ଜଗତକୁ କମ୍ପିତ କଲା । ତାଙ୍କ ମୃତଦେହକୁ ସିଧା ହସ୍ପିଟାଲରୁ ଫୁଲରେ ସୁସଜିତ ଆମ୍ବୁଲାନ୍ସରେ
Read More...

ଉଚ୍ଚ ଶିକ୍ଷା ସଚିବଙ୍କ ମନ୍ତବ୍ୟ ନିରୁତ୍ସାହଜନକ, ସରକାର ତାଙ୍କର ଆଭିମୂଖ୍ୟ ସ୍ପଷ୍ଟ କରନ୍ତୁ – ପୁରାତନ ଛାତ୍ର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉଚ୍ଚ ଶିକ୍ଷା ସଚିବ ଶାସ୍ୱତ ମିଶ୍ର ଗୁରବାର ଦିନ ତାଙ୍କର ବଲାଙ୍ଗିର ଗସ୍ତରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପାଇଁ କେବଳ ୫୦ ଏକର ଜମି ପର୍ଯ୍ୟାପ୍ତ ବୋଲି ମତ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ଜନ ପ୍ରତିନିଧି ଏହାକୁ ଏକ ବିଶ୍ୱ ସ୍ତରୀୟ
Read More...

ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ଓଏସ୍‌ଆର୍‌ଟିସିର ୧୧୦ ନୂଆ ବସ୍‌, ବଲାଙ୍ଗିର ଭାଗରେ ପଡ଼ିଲା ନୂଆ ୭ ବସ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପିତ କରିଛନ୍ତି ୧୧୦ଟି ନୂଆ ବସ୍ । ଏହି ନୂଆ ବସ ପ୍ରଦୂଷଣ ରହିତ ରହିଛି । ଏହି ବସ୍ ବିଏସ୍-୬ ଶ୍ରେଣୀର ମଧ୍ୟ । ନୂତନ ବସରେ ରୁଟ୍ ଟ୍ରାକିଂ ବ୍ୟବସ୍ଥା ରହିଛି । ଏହି ଓଏସ୍‌ଆର୍‌ଟିସି ବସରେ ରହିଛି ଜରୁରିକାଳୀନ
Read More...

ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୨ ଶିଶୁ

ମାଲକାନଗିରି : ପୋଖରୀରେ ବୁଡ଼ି ୨ ଜଣ ଶିଶୁ ମୃତ୍ୟୁବରଣ କରିଥିବା ଖବର ମିଳିଛି । ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କମାରଗୁଡା ଗ୍ରାମର ଦେବା ମାଡକାମିର ୩ ବର୍ଷର ଝିଅ ଅନିତା ମାଡକାମି ଓ ପଡୋଶୀ ଘର ପୁଅ ଆୟୁଷ କବାସୀ ଉଭୟ ଘର ଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା
Read More...