Monthly Archives

September 2021

କାମ ନ କରି ମୃତ ବ୍ୟକ୍ତିଙ୍କ ନାଁରେ ମନରେଗା ଯୋଜନାରେ ଉଠିଛି ଟଙ୍କା ପ୍ରସଙ୍ଗ : ଟୁଇଟ କଲେ ଦୀପା, ତଦନ୍ତ ହେବ ବୋଲି…

ସଇଁନ୍ତଲା, (ଅଜିତ କୁମାର ସାହୁ) : କାମ ନ କରି ମୃତ ବ୍ୟକ୍ତିଙ୍କ ନାଁରେ ମନରେଗା ଯୋଜନାରେ ଟଙ୍କା ଉଠିଥିବା ନେଇ ଖବର ପ୍ରସାରଣ ଓ ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ତଦନ୍ତ କରାଯାଉ ନ ଥିବା ବେଳେ ଏବେ ସନ୍ଧେହ ସୃଷ୍ଟି ହୋଇଛି । ଅନ୍ୟପଟେ ଅଙ୍ଗିରାଜ ସାହୁ, ଅଗସ୍ତି ସାହୁ,
Read More...

ଐତିହାସିକ ପୋତାଗଡ଼ ଦୁର୍ଗ ପରିଦର୍ଶନ କଲେ ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ରହିଥିବା ଐତିହାସିକ ପୋଡ଼ାଗଡ଼ ଦୁର୍ଗ ଗୁରୁବାର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ପୋତାଗଡ଼ ଦୁର୍ଗକୁ ସୌନ୍ଧର୍ଯ୍ୟକରଣ କରି ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଗଣିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ
Read More...

ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ଚାଲିଛି ମ.ରାମପୁର ଆହାର କେନ୍ଦ୍ର

ମ.ରାମପୁର, (ହେମନ୍ତ ସାହୁ) : ଭୋକିଲା ପେଟରେ ଗଣ୍ଡେ ଖାଇବା ଦେବାକୁ ନିଜର ଧର୍ମ ନିଶ୍ଚିତ । ଏଥିପାଇଁ ତ କିଛି ସହୃଦୟ ବ୍ୟକ୍ତି ଆଗେଇ ଆସିଛନ୍ତି ପ୍ରତିଦିନ ମାତ୍ର ଦଶଟଙ୍କାରେ ଆହାର ଯୋଗାଇଦେବାକୁ । ସରକାରଙ୍କ ଦ୍ୱାରା ବିଭିନ୍ନ ମୁଖ୍ୟାଳୟଗୁଡ଼ିକରେ ଆହାର କେନ୍ଦ୍ରମାନ କରାଯାଇ ଆହାର ଯୋଗାଇ
Read More...

ବିଭୂତି ମହାଖୁଡ଼ ହେଲେ ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ

ମ.ରାମପୁର, (ହେମନ୍ତ ସାହୁ) : ଯୁବନେତା ତଥା ସମାଜସେବୀ ବିଭୂତି ଭୂଷଣ ମହାଖୁଡ଼ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂପାଦକ ମନୋନୀତ ହୋଇଛନ୍ତି । ଛାତ୍ର ଜୀବନରୁ କଂଗ୍ରେସ ଦଳରେ ସାମିଲ ହେଇଥିବା ବିଭୂତି ମହାବିଦ୍ୟାଳୟରେ ଛାତ୍ର ଥିବା ବେଳେ କ୍ରୀଡ଼ା ସଂପାଦକ, ସାଂସ୍କୃତିକ
Read More...

ଚାଷୀ ଆତ୍ମହତ୍ୟାକୁ ନେଇ ବିଧାନସଭାରେ ଗର୍ଜିଲେ ବିଧାୟକ ସାଲୁଜା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚାଷୀ ଆତ୍ମହତ୍ୟାକୁ ନେଇ ବିଧାନସଭାରେ ଗର୍ଜିଛନ୍ତି କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ବଲାଙ୍ଗିର ତୁରେକେଲା ବ୍ଲକରେ ଚାଷୀ ଆତ୍ମହତ୍ୟା ପ୍ରସଂଗ ବିଧାନସଭାରେ ଗତକାଲି ଉଠିଥିବା ବେଳେ ତୁରେକେଲା ବ୍ଲକରେ ୧ ଶତକଡ଼ା ଜମି ମଧ୍ୟ ଜଳସେଚିତ ହୋଇ ନଥିବା
Read More...

ପୂଜା ପାଇଁ ଜାରି ହେଲା କରୋନା କଟକଣା : ଗଣେଶ ପୂଜା ହେବା ନେଇ ଦ୍ଵନ୍ଦରେ ମୂର୍ତ୍ତି କାରିଗର, ମୂର୍ତ୍ତି ନିର୍ମାଣ ସରି…

ଦେଓଗାଁ, (ମନୀଷ କୁମାର ସାହୁ) : ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ପାର୍ବଣ ଋତୁ । ଅଗ୍ରପୂଜ୍ୟ ଗଜାନନଙ୍କ ଠାରୁ ଆରମ୍ଭ କରି ବିଶ୍ୱକର୍ମା, ମାଁ ଦୁର୍ଗା, ମାଁ ଲକ୍ଷ୍ମୀ, ମାଁ କାଳୀଙ୍କ ପୂଜା ହେବ। ଗଣେଷ ପୂଜାକୁ ଆଉ କିଛି ଦିନ ବାକି ରହିଛି । ମୂର୍ତ୍ତି କାରିଗରମାନଙ୍କ
Read More...

ଉତ୍କଳ ଗୌରବ କଳାକାର ସଂଘର ସମ୍ବର୍ଦ୍ଧନା ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ କଲେଜ ରୋଡ଼ ସ୍ଥିତ ଉତ୍କଳ ଗୌରବ କଳାକାର ସଂଘ ପକ୍ଷରୁ ଆଜି ଓଡିଶା ସଂଗୀତ ନାଟକ ଏକାଡେ଼ମୀ ପକ୍ଷରୁ ସମ୍ମାନ ପ୍ରାପ୍ତ ନିର୍ଦ୍ଦେଶକ ହରିହର ମିଶ୍ର ଏବଂ ଅଭିନେତ୍ରୀ ସୁଶିଲା ନାୟାରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଂଘର ନିଜସ୍ଵ
Read More...

କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଶାଖାର କର୍ମକର୍ତ୍ତା ଘୋଷଣା : ଶିବ ତ୍ରିପାଠୀ ଜାତୀୟ ପରିଷଦ ସଦସ୍ୟ ମନୋନୀତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଉତ୍କଳ ସାମ୍ବାଦିକ ସଂଘ ଶାଖାର ନୂତନ କର୍ମକର୍ତ୍ତା ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ସ୍‌ସ୍ୱୀକୃତି ପରେ ବାଲିଗୁଡା ସ୍ଥିତ ପିଡବ୍ଲୁଡି ଡାକ ବଙ୍ଗଳା ପରିସରରେ ହୋଇଥିବା ବୈଠକରେ ଘୋଷଣା ହୋଇଯାଇଛି । ଜିଲ୍ଲା ସଭାପତି
Read More...

ଆଗାମୀ ନିର୍ବାଚନ ପାଇଁ ବିଜେଡି ମହିଳା ଶାଖାର କାର୍ଯ୍ୟକାରିଣୀ ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : କିଛି ମାସ ପରେ ପଞ୍ଚାୟତ ନିର୍ବାଚନ । ତେବେ ବିଜେଡି ଦଳ ପକ୍ଷରୁ ଅନେକ ସାଂଗଠନିକ ସଭା ସମେତ ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ମହିଳା ଶାଖାକୁ ଆଗାମୀ ଦିନରେ ସୁଦୃଢ କରିବା ପାଇଁ ଆଜି
Read More...

ବିଶିଷ୍ଟ ସମାଜସେବୀ ବିପିନ ବିହାରୀଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଚାଁଇପୁର ଗ୍ରାମ ପଞ୍ଚାୟତ ଏକ ମୁରବୀଙ୍କୁ ହରାଇବା ଖବର ଯୋଗୁଁ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସଡାଙ୍ଗୋଇ ଗ୍ରାମର ବିପିନ ବିହାରୀ ପରିଡା ୮୪ ବର୍ଷ ବୟସରେ ଆଜି ପୂର୍ବାହ୍‌ହ୍ନ ୧୦.୧୫ ସମୟରେ ଦେହତ୍ୟାଗ କରିଛନ୍ତି ।
Read More...