Monthly Archives

September 2021

ନାବାଳିକା ଝିଅକୁ ପ୍ରେମ ପରେ ପ୍ରତାରଣା : ପ୍ରେମିକ ଗିରଫ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବଡ଼ମାଲ ଫାଣ୍ଡି ଫପସି ଅଞ୍ଚଳର ଜଣେ ଦଳିତ ବର୍ଗର ୧୭ ବର୍ଷୀୟ ନାବାଳିକା ଝିଅଙ୍କୁ ପ୍ରେମ ପରେ ପ୍ରତାରଣା କରିବା ପରେ ପ୍ରେମିକଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ, ଗତ ୧୧.୨.୨୦ରେ ପ୍ରେମୀକ
Read More...

ପାରୁଅଭାଡ଼ି ସରକାରୀ ପ୍ରାଥମିକ ସ୍କୁଲ ଠାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ପାରୁଅଭାଡ଼ି ସରକାରୀ ପ୍ରାଥମିକ ସ୍କୁଲ ଠାରେ ସୁଧୀର ଦେଓ ଓଉପେନ୍ଦ୍ର ମେହେରଙ୍କ ଆବାହନ କ୍ରମେ ଦେଓଗାଁ ବ୍ଲକ ଶିକ୍ଷା ଅଧିକାରୀ ସଂକୀର୍ତ୍ତନ ବାଗଙ୍କୁ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଶତାଧିକ ଶିକ୍ଷକଙ୍କ ଉପସ୍ଥିତିରେ ବିଇଓ ଅଫିସ
Read More...

ଓଲଟିଲା ଭ୍ୟାନ : ଅଳ୍ପକେ ବର୍ତ୍ତିଗଲେ ମଦନପୁର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଆଦର୍ଶ ବିଦ୍ୟାଳୟରେ ଭଡାସୂତ୍ରରେ ଲାଗିଥିବା ଏକ ଭ୍ୟାନ ଓଡ଼ି ୦୮ ଜେ ୯୦୬୦ ଓଲଟି ପଡିଥିଲା । ମିଳିଥିବା ସୂଚନା ଅନୁସାରେ ଗତକାଲି ୧୯ଜଣ ଛାତ୍ରଛାତ୍ରୀ ଆଦର୍ଶ ବିଦ୍ୟାଳୟରୁ ପାଠପଢି ମ. ରାମପୁର ଫେରୁଥିବା ବେଳ
Read More...

ପ୍ରତାପ ଚନ୍ଦ୍ର ନାୟକ ହେଲେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂପାଦକ

ବରଗଡ, (ନିରୋଜ କୁମାର ପାଣୀ) : ଯୁବନେତା ତଥା ସମାଜସେବୀ ପ୍ରତାପ ଚନ୍ଦ୍ର ନାୟକ ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂପାଦକ ଭାବରେ ମନୋନୀତ ହୋଇଛନ୍ତି । ଛାତ୍ର ଜୀବନରୁ କଂଗ୍ରେସ ଦଳରେ ସାମିଲ ହୋଇଥିବା ପ୍ରତାପ ମହାବିଦ୍ୟାଳୟରେ ଛାତ୍ର ଥିବା ବେଳେ ଛାତ୍ର କଂଗ୍ରେସରେ ରାଜନୀତି କରି
Read More...

ପାରିବାରିକ କଳହ ପାଇଁ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ : ଅଭିଯୁକ୍ତ ଫେରାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାରିବାରିକ କଳହରୁ ବୄଦ୍ଧଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଝାରବନ୍ଧ ଥାନା ପୁଟୁକିଡୁଙ୍ଗୁରୀ ଗ୍ରାମରେ ଘଟି ଯାଇଛି ଏଭଳି ଏକ ଅଘଟଣ । ଅଭିଯୋଗ ଅନୁସାରେ ସୁବାସ ସାହୁଙ୍କ ପରିବାର ସହ ସେହି ଗ୍ରାମର ନନ୍ଦକିଶୋର ସାହୁଙ୍କ ପୂର୍ବ ଶତ୍ରୁତା
Read More...

ବିକମ୍ ସିକ୍ସ୍ ସେମିଷ୍ଟାରେ ଜେଏସ୍‌ଏମ୍‌ କଲେଜର ଛାତ୍ରୀ ମୋନା ଅଗ୍ରୱାଲ୍ ବଲାଙ୍ଗିର ଜିଲ୍ଲା ଟପ୍ପର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଜେଏସ୍‌ଏମ୍‌ ବାଣିଜ୍ୟ କଲେଜର ଛାତ୍ରୀ ମୋନା ଅଗ୍ରୱାଲ୍ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିକମ୍ ସିକ୍ସ୍ ସେମିଷ୍ଟାରେ ସି.ଜି.ପି.ଏ ୯.୨୧ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ବଲାଙ୍ଗିର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତେବେ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୬୮୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୮ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୧୮୬ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୮୩ ଜଣ ଆଂଚଳିକ
Read More...

ବେଦାନ୍ତ ପାଇଁ ହଜାର ହଜାର ଏକର ଜମି ଦରକାର କିନ୍ତୁ ସରକାରୀ ବିଶ୍ୱବିଦ୍ୟାଳୟ ପାଇଁ ୬୦ ଏକର ଦରକାର ବୋଲି କହୁଛନ୍ତି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଦାନ୍ତ ପାଇଁ ହଜାର ହଜାର ଏକର ଜମି ଦରକାର ପଡ଼ୁଥିବା ବେଳେ ବଲାଙ୍ଗିର ସରକାରୀ ବିଶ୍ୱବିଦ୍ୟାଳୟ ପାଇଁ ୬୦ ଏକର ଦରକାର ବୋଲି କହୁଛନ୍ତି ସରକାର, ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ସେ କ୍ଷୋଭର ସହ ପ୍ରକାଶ
Read More...

ପୂଜାପାଠ ଆଳରେ ଶ୍ରଦ୍ଧାଳୁଙ୍କୁ ପୂଜକଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ : ଥାନାରେ ଏତଲା, ପୂଜକ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରଦ୍ଧାଳୁଙ୍କୁ ପୂଜକଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଥାନାରେ ଏତଲା, ପୂଜକ ଗିରଫ । ଆଧ୍ୟାତ୍ମିକ ଭାବନା ନେଇ ଲୋକେ ପୂଜାର୍ଚ୍ଚନା କରିଥାନ୍ତି । ପୂଜକମାନଙ୍କୁ ଶ୍ରଦ୍ଧାଳୁ ଦେବାଦେବୀଙ୍କ ଅତି ନିକଟ ଲୋକ ଭାବେ ସମ୍ମାନ ଦେଇଥାନ୍ତି । ହେଲେ ଜଣେ ପୂଜକ ଜଣେ
Read More...

କୋଲକାତାର ଦୁର୍ଗା ପୂଜାପୀଠରେ ମମତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିଷ୍ପତ୍ତି ନେଇ ବିବାଦ

କୋଲକାତା : ଦୁର୍ଗା ପୂଜାର ଜଣେ ସଂଗଠକ ଦୁର୍ଗା ମା’ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ପେଂଡ଼ାଲରେ ସ୍ଥାପନ କରିବାକୁ ନିଷ୍ପତ୍ତି ନେବା ପରେ ପଶ୍ଚିମବଙ୍ଗରେ ବିବାଦ ଦେଖାଦେଇଛି । ଏଥିରେ ଅସନ୍ତୋଷ ବ୍ୟକ୍ତ କରି ବିରୋଧୀ ଭାରତୀୟ ଜନତା ପାର୍ଟି
Read More...