Monthly Archives

September 2021

ସମ୍ବଲପୁର ୟୁନିଭର୍‌ସିଟି ବି.କମ୍‌ ପରୀକ୍ଷା ଫଳାଫଳରେ ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟର ସଫଳତା : ଟପ୍‌ ଟେନ୍‌ରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବଲପୁର ୟୁନିଭର୍‌ସିଟି ବିକମ୍‌ ପରୀକ୍ଷା ଫଳାଫଳରେ ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟ ବିଶେଷ ସଫଳତା ପ୍ରଦର୍ଶନ କରିଥିବା ବେଳେ ସିଏନ୍‌ସି.ର ଛାତ୍ରୀ ରିୟା ଅଗ୍ରୱାଲ୍‌ ଟପ୍‌ ଟେନ୍‌ରେ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି । ଛାତ୍ରୀ ରିୟା ୮୫% ମାର୍କ (ଇ
Read More...

ଭିନ୍ନକ୍ଷମ ଛାତ୍ରଙ୍କୁ ମିଳୁନି ନ୍ୟାୟ : ଥାନାକୁ ଦୌଡି ଦୌଡି ନିରାଶ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି-ପୁରୀ ଜିଲ୍ଲା ପିପିଲି ଥାନା ଅର୍ନ୍ତଗତ ତେଇସିପୁର ପଂଚାୟତ ପୋଡଙ୍ଗ ଗ୍ରାମର ଚନ୍ଦ୍ରଶେଖର ସେନାପତିଙ୍କ ଭିନ୍ନକ୍ଷମ ପୁଅ ରାଜେଶ ସେନାପତି ସମ୍ବଲପୁର ଜିଲ୍ଲା ଅର୍ନ୍ତଗତ କୃଷି ବିଶ୍ୱବିଦ୍ୟାଳୟ ଚିପିଲିମାର କୃଷି ବିଭାଗର ୨ୟବର୍ଷ ଛାତ୍ର ଭାବେ
Read More...

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ : ଅକ୍ଟୋବର ୩ରେ ଭୋଟ ଗଣତି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଆଜି ଭାରତୀୟ ନିର୍ବାଚନ କମିଶନର ଦୁଇ ଦୁଇ ଥର ସ୍ଥଗିତ ରହିଥିବା ପିପିଲି ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ରେ ନିର୍ବାଚନ ହେବା ସହ ଅକ୍ଟୋବର ୩ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ବୋଲି କମିଶନର ଘୋଷଣା କରିଛନ୍ତି । ପ୍ରକାଶ ଥାଉକି, ଗତ ବର୍ଷ ମନ୍ତ୍ରୀ
Read More...

ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ର ସମସ୍ୟା ସମାଧାନ ପାଇଁ ଦାବୀ କଲା ସିୱାଇଏସ୍‌ଏସ୍‌

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ର ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଆମ୍‌ ଆଦ୍‌ମୀ ପାର୍ଟିର ଛାତ୍ର ସଂଗଠନ ସିୱାଇଏସ୍‌ଏସ୍‌ ତରଫରୁ ଜିଲ୍ଲା ସଭାପତି ପୌଲସ୍ତ୍ୟ ସାହାଙ୍କ ଅଧ୍ୟକ୍ଷତାରେ ଏକ ଦାବୀପତ୍ର ପ୍ରଦାନ
Read More...

ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଆଣିଲେ

ବରଗଡ, (ନିରୋଜ କୁମାର ପାଣୀ) : ଜାପାନର ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ଫାଇନାଲରେ ବ୍ରିଟେନ ପ୍ରତିଦ୍ୱନ୍ଦ୍ୱୀ ଡାନ୍‌ ବେଥେଲଙ୍କୁ ହରାଇ ପ୍ରମୋଦ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ଫାଇନାଲ୍‌ରେ
Read More...

ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବରେ ସୁସ୍ଥ ଗଣ ଦୌଡ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭାରତ ସ୍ଵାଧିନତାର ୭୫ ବର୍ଷ ପୂର୍ତ୍ତିର ଅମୃତ ମହୋତ୍ସବ ପାଳନ ଅବସରରେ ଏକ ସୁସ୍ଥ ଗଣ ଦୌଡ ଆଜି ନେହେରୁ ଯୁବ କେନ୍ଦ୍ର ସୁବର୍ଣ୍ଣପୁର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରୋୟାଲ ପଡିଆ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ
Read More...

ତୁରେକେଲା ଠାରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ପ୍ରାଥମିକ ପ୍ରାଣୀ ଚିକିତ୍ସା କେନ୍ଦ୍ରଠାରେ ଆଜି ଏକ ୨୦୦୦ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ତଥା ବି.କେ.ଏନ୍‌ ଦୁଗ୍ଧ ସଂଘର
Read More...

ବିଜେପୁରଠାରେ ଜାତୀୟ ପୋଷଣ ସପ୍ତାହ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ବିଜେପୁର ଖେଳ ପଡିଆଠାରେ ଓଡିଶା ମିଲେଟ୍‌ ମିଶନ ପକ୍ଷରୁ ତଥା ଜିଲ୍ଲା କୃଷି ବିଭାଗ ସହାୟତାରେ ମହାଶକ୍ତି ଫାଉଣ୍ଡେସନ୍‌ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ଜାତୀୟ ପୋଷଣ ସପ୍ତାହ ପାଳିତ ହୋଇଯାଇଛି । ଏହାକୁ ବିଜେପୁର ତହସିଲଦାର ଅଶ୍ୱିନୀ କୁମାର ଦାଶ
Read More...

‘ଦୋଷୀ କେ ଦଣ୍ଡ, ପୀଡ଼ିତାଙ୍କୁ ନ୍ୟାୟ ଆମର୍ ଦାବୀ’ : ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ମହିଳା ଶାଖା

ବରଗଡ, (ନିରୋଜ କୁମାର ପାଣୀ) : ବହୁ ଚର୍ଚ୍ଚିତ୍ ତଥା ଛାତି ଥରା ବରଗଡ୍ ଜିଲ୍ଲା ଗାଇସିଲେଟ୍ ବ୍ଲକ୍ କୁଦଲା ଗାଁର ଗଣଦୁଷ୍କର୍ମରେ ଦୋଷୀ କେ ଉଚିତ୍ ଦଣ୍ଡ ସାଙ୍ଗେ ପୀଡ଼ିତାକେ ପ୍ରକୃତ୍ ନ୍ୟାୟ ମିଲବାର୍ ଦାବୀରେ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀ ପତର୍ ଦେଇଛେ ପଶ୍ଚିମ୍ ଓଡ଼ିଶା ଯୁବା
Read More...

ସଇଁନ୍ତଲା ପଞ୍ଚାୟତକୁ ମରୁଡି ଘୋଷଣା ଦାବୀରେ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚାଷ କାମ ଯାହାର କେଡ଼େ ସୁଖ ତାହାର ବୋଲି କୁହା ଯାଉଥିବା ବେଳେ ବର୍ତ୍ତମାନ ଯେଉଁ ଭଳି ପରିସ୍ଥିତି ଦେଖାଦେଇଛି ତାହା ନ କହିଲେ ଭଲ । ପାଣି ପାଇଁ ଲୋକଙ୍କର ହା ହା କାର ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ ଅଣଦେଖା ଯୋଗୁଁ ବର୍ତ୍ତମାନ
Read More...