pr

‘ଦୋଷୀ କେ ଦଣ୍ଡ, ପୀଡ଼ିତାଙ୍କୁ ନ୍ୟାୟ ଆମର୍ ଦାବୀ’ : ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ମହିଳା ଶାଖା

dr. purohit

ବରଗଡ, (ନିରୋଜ କୁମାର ପାଣୀ) : ବହୁ ଚର୍ଚ୍ଚିତ୍ ତଥା ଛାତି ଥରା ବରଗଡ୍ ଜିଲ୍ଲା ଗାଇସିଲେଟ୍ ବ୍ଲକ୍ କୁଦଲା ଗାଁର ଗଣଦୁଷ୍କର୍ମରେ ଦୋଷୀ କେ ଉଚିତ୍ ଦଣ୍ଡ ସାଙ୍ଗେ ପୀଡ଼ିତାକେ ପ୍ରକୃତ୍ ନ୍ୟାୟ ମିଲବାର୍ ଦାବୀରେ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀ ପତର୍ ଦେଇଛେ ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚର ମହିଳା ଶାଖା । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କର୍ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁମ୍ନ କୁମାର ମିଶ୍ରଙ୍କୁ ଦାବୀ ପତର୍ ଦେଇଛେ ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚର ମହିଳା ଶାଖା । ବର୍ତ୍ତମାନ୍ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ୍ ନିଆ ହେଇଥିବା ବେଳେ ପୀଡ଼ିତାକେ ସମ୍ପୂର୍ଣ୍ଣ ନ୍ୟାୟ ମିଲ୍‌ବା ବଲି ପ୍ରତିଶୃତି ଦେଇଛନ୍ ଅତିରିକ୍‌କ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମିଶ୍ର ।

nrusinghnath
Leave A Reply

Your email address will not be published.