୧୧ ବର୍ଷ ଧରି ଯୁବତୀ ବଳାତ୍କାରର ଶିକାର ହୋଇ ଆସୁଥିଲେ : ଏବେ ଦୁବାଇରେ ବିକ୍ରୟ ପାଇଁ ପ୍ରସ୍ତୁତି ଚାଲିଥିଲା
ଚଣ୍ଡିଗଡ଼ : ୧୧ ବର୍ଷ ଧରି ଜଣେ ଯୁବତୀ ବଳାତ୍କାରର ଶିକାର ହୋଇ ଆସୁଥିଲେ । ଭୟ ହେତୁ ସହ୍ୟ କରିଥିଲେ ସବୁ ନିର୍ଯ୍ୟାତନା । ଏବେ ଅଭିଯୁକ୍ତ ତାଙ୍କୁ ଦୁବାଇରେ ବିକ୍ରୟ କରିବାକୁ ପ୍ରସ୍ତୁତି ଚଳାଇଥିଲେ । କୌଣସି ପ୍ରକାରେ ସେମାନଙ୍କ କବଳରୁ ମୁକ୍ତ ହୋଇ ପୀଡିତା ପୋଲିସ ପାଖରେ ପହଞ୍ଚିଥିଲେ ।!-->…
Read More...
Read More...