ଗାଁକୁ ନାହିଁ ରାସ୍ତା : ଦୀର୍ଘ ଦୁଇ କିଲୋମିଟର ପର୍ଯ୍ୟନ୍ତ ଷ୍ଟ୍ରେଚରରେ ବୁହା ହେଲେ ରୋଗୀ
ବରଗଡ, (ନିରୋଜ କୁମାର ପାଣୀ) : ଗାଁକୁ ନାହିଁ ରାସ୍ତା ଫଳରେ ଦୀର୍ଘ ଦୁଇ କିଲୋମିଟର ପର୍ଯ୍ୟନ୍ତ ଷ୍ଟ୍ରେଚରରେ ବୁହା ହେଲେ ରୋଗୀ । ଏ କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ ଏ ହେଉଛି ବରଗଡ଼ ଜିଲ୍ଲା ବରଗଡ଼ ବ୍ଲକ ତୋରା ପଞ୍ଚାୟତର ବଡ଼ଟିକରା ଗ୍ରାମର ଅଭାବନୀୟ ଦୃଶ୍ୟ । ଗାଁ ଲୋକଙ୍କ କହିବା!-->…
Read More...
Read More...