Monthly Archives

August 2021

ଅନ୍ଧାରରେ ଟିକ୍ରାପଡ଼ା : ବିଦ୍ୟୁତ ଟ୍ରାନ୍ସଫର୍ମର ଲାଗିବ କେବେ ?

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ବିଦ୍ୟୁତର ଲୁଚକାଳି ଖେଳ ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ଫାଣ୍ଡି ସମ୍ମୁଖରେ ଦୀର୍ଘ ଦିନ ହେଲାଣି ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯାଇଥିବା ବେଳେ ସ୍ଥାନୀୟ ଜନ ସାଧାରଣ ସମେତ ବିଭିନ୍ନ
Read More...

ବରଗଡ଼ରେ ଡ୍ରେନେଜ ବ୍ୟବସ୍ଥା ବେହାଲ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପୌର ପରିଷଦ ଅଞ୍ଚଳରେ ବର୍ଷା ହେଲେ ଏବେ ଡ୍ରେନେଜ ଏକ ପ୍ରମୁଖ ସମସ୍ୟା ଭାବେ ଦେଖା ଦେଇଛି । ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ସହରର ଅନେକ ପଡା ଜଳମଗ୍ନ ହୋଇଥିବା ବେଳେ ଏବେ ସହରର ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଅନେକ
Read More...

ଉଲ୍‌ବାରେ ଭଇଁଷା ମଣ୍ଡଳ ସ୍ତରୀୟ ବିଜେପି କାର୍ଯ୍ୟକାରିଣୀ ବୈଠକ

ଆଗାମୀ ପଞ୍ଚାୟତ ନିର୍ବାଚନ ରେ ସମସ୍ତେ ଏକତ୍ରିତ ହେବା ନିଷ୍ପତ୍ତି ପାଟଣାଗଡ଼, (ଗୋରେଖନାଥ ବରିହା ) : ଭଇଁଷା ମଣ୍ଡଳ ସ୍ତରୀୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଉଲ୍‌ବା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭଇଁଷା ମଣ୍ଡଳ ସ୍ତରୀୟ ବିଜେପି ସଭାପତି ପଙ୍କଜ ଭୋଇଙ୍କ
Read More...

ବୃକ୍ଷର ମହାନତା ଜାଣିଲେ ମା’ବହଳ ତଲିଏନ ଡ୍ରାଇଭର ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : 'ମୋ ଜୀବନର ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ' ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରି ନିଜେ କରୋନା ମହାମାରୀ ସମୟରେ ଦୁଃଖରେ ରହି ମଧ୍ୟ ଏ ଦେଶ ଦୁନିଆର କଥା ବିଚାର କରି ଅକ୍ସିଜେନ ଅଭାବକୁ ଦୂର କରିବାକୁ ଯାଇ ପଦ୍ମପୁର ଉପଖଣ୍ଡ ଗାଇସିଲାଟର
Read More...

ବଲାଙ୍ଗିର ପୋଲିସକୁ ବଡ ସଫଳତା : ଆତ୍ମ ସମର୍ପଣ କଲେ କ୍ୟାଡର ମାଓବାଦୀ ସୁର୍‌ଜନ

ବାଲାଙ୍ଗିର, (ଦେବାଶିଷ ମିଶ୍ର) : ମାଓ ଅଧ୍ୟୁଷିତ ବଲାଙ୍ଗିର ଜିଲ୍ଲାରେ ପୋଲିସକୁ ବଡ ସଫଳତା ମିଳିଛି । ତା'ସହ ମାଓବାଦ ଦମନ ଓ ମାଓବାଦୀଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ନେଇ ବଲାଙ୍ଗିରରେ ନୂଆ ଆଶାର ସଞ୍ଚର ହୋଇଛି । ଆଜି ସିପିଆଇ (ମାଓବାଦୀ) ଦଳର ସକ୍ରିୟ ସଦସ୍ୟ ତଥା କେକେବିଏନ୍ ଡିଭିଜନର
Read More...

ବଲାଙ୍ଗିର ଜିଲ୍ଲାରେ କୋଭିଡ଼ ସଂକ୍ରମଣ : ୪ ନୂଆ ଆକ୍ରାନ୍ତ ଚିହ୍ନଟ

ବଲଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୫ ଓ ୧୫ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୫ରୁ ଜଣେ ଓ
Read More...

ସମ୍ବଲପୁରୀ ଦିନ ପାଳନ ସହ ସଂକଳନ ‘ଲେଦା’ ଉନ୍ମୋଚନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରବହମାନତାର ଧାରାରେ ଅଗଷ୍ଟ-୧ ସମ୍ବଲପୁରୀ ଦିନ ଏକ ଅନନ୍ୟ ପ୍ରୟାସ । ସମ୍ବଲପୁରୀ ଭାଷାର ଉନ୍ନତି ଦିଗରେ ଜୀବନ ସାରା ଅନେକ ପ୍ରଚେଷ୍ଟା କରିଥିବା ଗୁରୁ ସତ୍ୟନାରାୟଣ ବହିଦାର ଏବଂ ଗୁରୁ ଶ୍ରୀଧର
Read More...

ଅଙ୍ଗନୱାଡ଼ି ଖାଦ୍ୟ ବଂଟନର ତଦାରଖ କଲେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଙ୍ଗନୱାଡ଼ି ଖାଦ୍ୟ ବଂଟନର ତଦାରଖ କରିଛନ୍ତି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ । ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ କରୋନା ସଂକ୍ରମଣ ସମୟରେ ଡୋର୍‌ ଟୁ ଡୋର୍‌ ଖାଦ୍ୟ ବଂଟନ କିଭଳି ଭାବରେ କରାଯାଉଛି,
Read More...

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ତିଆଢିପା କ୍ଲଷ୍ଟର ଅନ୍ତର୍ଗତ ହଲନଦାଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଶିରାମ ଡୁଙ୍ଗୁରିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆଜି ଯୁଧିଷ୍ଠିର ସାହୁଙ୍କ ସଭାପତିତ୍ୱରେ ହଲନଦାଦର ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା
Read More...

ସମ୍ବଲପୁରୀ ଦିନ ଅବସରରେ ଓଡ଼ିଶା ମୋ ପାରିବାର ଓ ଜୀବନ ବିନ୍ଦୁ ତରଫରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କରୋନା ସମୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଆଜି ବରଡୋଲ ପିପଲି ପାଲିର ଟିକ୍ରାପଡାଠାରେ ବିବିସି କ୍ଲବ ଆନୁକୁଲ୍ୟରେ ସମ୍ବଲପୁରୀ ଦିନ ଅବସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି
Read More...