Monthly Archives

August 2021

ବିଜେପିର କାର୍ଯ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଚରପାଲି ଗ୍ରାମ ପଞ୍ଚାୟତ ବୈଠକ ଲମ୍ବରଜୁନା ଠାରେ ବରିକେଲ ମଣ୍ଡଳ ସଭାପତି ସୌକିଲାଲ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ ଜିଲ୍ଲା ପରିଷଦ ଅଧକ୍ଷା ମୁକ୍ତା ସାହୁ, ରାଜ ବୋଡାସମ୍ବର ବ୍ଲକ ଅଧ୍ୟକ୍ଷ
Read More...

ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଅକ୍ସିଜେନ କନସେନଟ୍ରେଟର ପ୍ରଦାନ

କଂଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନା ଜନିତ କଟକଣା ଏବଂ ଆଗାମୀ କରୋନାର ସମ୍ଭାବ୍ୟ ତୃତୀୟ ପର୍ଯ୍ୟାୟର ମୁକାବିଲା ପାଇଁ ପଲ୍ଲୀ ଆଲୋକ ପାଠାଗାର, ନଅଗାଁ(ଖ) ଏବଂ ୟୁନାଇଟେଡ୍ ଉଏ ଆଣ୍ଡ କ୍ରାପଟୋ ରିଲିଫ୍ ସଂସ୍ଥା ପକ୍ଷରୁ ରବିବାର ଡାକ୍ତରଖାନା ମାନଙ୍କୁ ଅକ୍ସିଜେନ କନସେନଟ୍ରେଟର ପ୍ରଦାନ
Read More...

ଡ.ସଦାନନ୍ଦ ଅଗ୍ରୱାଲଙ୍କ ୪ର୍ଥ ଶ୍ରାଦ୍ଧ ଦିବସରେ ‘ଶ୍ରୀ ଖାରବେଳ’ ପୁସ୍ତକ ଉନ୍ମୋଚିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶାର ବିଶିଷ୍ଠ ଐତିହାସିକ, ଗବେଷକ, ଲିପିତତ୍ତ୍ୱବିଦ, ନାଟ୍ୟକାର, ସଂଗୀତ ନିର୍ଦ୍ଦେଶକ ସ୍ୱର୍ଗତ ଡ.ସଦାନନ୍ଦ ଅଗ୍ରୱାଲଙ୍କ ୪ର୍ର୍ଥ ଶ୍ରାଦ୍ଧ ଦିବସ ଆଜି ତାଙ୍କ ପୈତୃକ ଗ୍ରାମ ମେଣ୍ଡାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡ.ସଦାନନ୍ଦ ଅଗ୍ରୱାଲ
Read More...

ଅବସରପ୍ରାପ୍ତ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କଲେ ନାରୀ ଶକ୍ତି ଫାଉଣ୍ଡେସନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିଛନ୍ତି ନାରୀ ଶକ୍ତି ଫାଉଣ୍ଡେସନ୍‌ । ଫାଉଣ୍ଡେସନ୍‌ର ସଭାନେତ୍ରୀ ତଥା ପୂର୍ବତନ କାଉନ୍‌ସିଲର୍‌ ସୁଶ୍ରୀ ସରିତା ଦାଶଙ୍କ ଆହ୍ୱାନରେ ଅନେକ ସଦସ୍ୟା ଆସି ଅବସରପ୍ରାପ୍ତ ସୈନିକ ସଂଘ କାର୍ଯ୍ୟାଳୟ
Read More...

ଏସ୍‌କେଏଫ୍ ପ୍ରଡକ୍ସନ ଦ୍ୱାରା ୟୁଟ୍ୟୁବ ଚେନାଲ୍‌ରେ ମୁକ୍ତିଲାଭ କଲା ‘ମାର୍‌ମି ଗୁଲି’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏସ୍‌କେଏଫ୍ ପ୍ରଡକ୍ସନ ଦ୍ୱାରା ଏକ ସମ୍ବଲପୁରୀ ଆଧୁନିକ ଗୀତ 'ମାରମି ଗୁଲି' ଦ୍ୱାରା ୟୁଟ୍ୟୁବ ଚେନାଲ୍‌ରେ ମୁକ୍ତିଲାଭ ହୋଇଯାଇଛି । ଗୀତର କାହାଣୀର ସୃଷ୍ଟିକର୍ତ୍ତା ହେଉଛନ୍ତି ସମୀର କୁମାର ବେହେରା । ଗୀତକୁ ଲେଖିଛନ୍ତି ଗୀତିକାର ଜନକ ସେଠ୍ ଏବଂ ସଂଗୀତ
Read More...

ସିର୍ଜିନା ସାହିତ୍ୟ ଆର ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ର ସମ୍ବଲପୁରୀ ଦିନ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସର୍ଗିବାହାଲ ସରସ୍ୱତୀ ଶିଶୁମନ୍ଦିରରେ ସମ୍ବଲପୁରୀ ଦିନ ପାଳନ କରାଯାଇଥିଲା । କବି ପ୍ରେମାନନ୍ଦ ବେହେରା ମୁଖ୍ୟଅତିଥି, ଅବନୀ କାନ୍ତ ସାହୁ ମୁଖ୍ୟବକ୍ତା ରୂପେ ଯୋଗଦାନ କରିଥିଲେ । ସମ୍ବଲପୁରୀ ସାହିତ୍ୟର ବିଭିନ୍ନ ଦିଗ ଓ ସତ୍ୟନାରାୟଣ
Read More...

ବିଜେପୁର ବ୍ଲକ କୃଷକ ସମସ୍ୟା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ କୃଷକ ସଙ୍ଗଠନର ସୁବାଷ ପଧାନଙ୍କ ସଭାପତିତ୍ୱରେ ତାଲପଦର ଠାରେ କୃଷକ ମାନଙ୍କର ବିଭିନ୍ନ ସମସ୍ୟା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବ୍ଲକର ୨୪ଟି ପଂଚାୟତର କୃଷକ ସଙ୍ଗଠନ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
Read More...

କଳା ବ୍ୟାଜ ପିନ୍ଧି ଲ୍ୟାବ ଟେକ୍ନିସିଆନଙ୍କ ପ୍ରତିବାଦ ପ୍ରଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଳା ବ୍ୟାଜ ପିନ୍ଧି ଲ୍ୟାବ ଟେକ୍ନିସିଆନ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ସେମାନେ କହିଛନ୍ତି ଯେ, ସରକାର ଆମର ଦାବୀ ଦୀର୍ଘ ଦିନ ହେଲା କର୍ଣ୍ଣପାତ କରୁନଥିବାରୁ ଆମେ ଆଜି କାର୍ଯ୍ୟ କରିବା ସହିତ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିବା ପାଇଁ ବାଧ୍ୟ ହୋଇଛୁ
Read More...

ମନ୍ତ୍ରୀ ଟୁକୁନି ସାହୁଙ୍କ ଲୋଇସିଂହା ଗସ୍ତ

ଲୋଇସିଂହା, (କେପିଏନ୍‌ଏସ୍‌) : ମହିଳା ଓ ଶିଶୁ ବିକାଶ କଲ୍ୟାଣ ବିଭାଗ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ରବିବାର ଲୋଇସିଂହା ବ୍ଲକ ଗସ୍ତରେ ଆସି ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି । ସ୍ଥାନୀୟ ସମନ୍ୱିତ ଶିଶୁ କଲ୍ୟାଣ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ପ୍ରତି
Read More...

ଆଡ଼ମିଶନ ଫିି ଛାଡ ଓ ମେଡିକାଲ କଲେଜରେ ୨୨.୫ ପ୍ରତିଶତ ସିଟ ସଂରକ୍ଷଣ ଦାବୀରେ ଜିଲ୍ଲା ଆଦିବାସୀ ସଂଘର ଜରୁରୀକାଳୀନ ବୈଠକ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ଆଦିବାସୀ ଭବନଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର ବ୍ଲକ ସଭାପତି ପଦ୍ମନ୍ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଦିବାସୀ ଛାତ୍ରଛାତ୍ରୀ ମାନଂକ +୨ରୁ ଉର୍ଦ୍ଧ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆଡ଼ମିଶନ
Read More...