pakka

ପ୍ରକାଶ ପାଇଲା + ୨ ବିଜ୍ଞାନ ପରୀକ୍ଷା ଫଳ : କଳାହାଣ୍ଡି ଜିଲ୍ଲା ଟପ୍ପର ହେଲେ ପ୍ରଗତି କଲେଜର ଖୁସ୍‌ବୁ ସାହୁ

କଳାହାଣ୍ଡି, (ପି.କେ. ସାହୁ) : ଉଚ୍ଚ ମାଧ୍ୟମିକ ପରିଷଦ ଓଡିଶା ତରଫରୁ + ୨ ବିଜ୍ଞାନ ପରୀକ୍ଷା ଫଳ ଶନିବାର ପ୍ରକାଶ ହୋଇଯାଇଛି । ତେବେ ଏଥିରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ପ୍ରଗତି କଲେଜର ଖୁସ୍‌ବୁ ସାହୁ ୫୭୭ ମାର୍କ ରଖି କଳହାଣ୍ଡି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ତାଙ୍କର ଏହି ସଫଳତା ଯୋଗୁଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି ।

Leave A Reply

Your email address will not be published.

fourteen − one =