Monthly Archives

July 2021

ଗତ ୨୪ ଘଂଟାରେ ରାଜ୍ୟରେ ୧୭୦୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୭୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୭୪୧୧କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୮୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୭୧୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ବିଳାସିନୀଙ୍କ ଟ୍ୱିଟ ପରେ ତିନି ଅନାଥ ଶିଶୁ ଉଦ୍ଧାର ହୋଇ ପାଇଲେ ସରକାରୀ ସହାୟତା

ଭଦ୍ରକ : ପ୍ରକାଶ ଥାଉକି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚଳ ପଞ୍ଚାୟତ ନନ୍ଦପୁର ଗାଁର ଶୁକଦେବ ନାଥ ଜଣେ ଅଟୋ ଡ୍ରାଇଭର । ଗତବର୍ଷ ତାଙ୍କ ସ୍ତ୍ରୀଙ୍କ କରୋନାରେ ଦେହାନ୍ତ ହେବା ପରେ ସେ ହିଁ ୩ ଛୁଆଙ୍କୁ ପୋଷୁଥିଲେ । ସେ ଅଟୋ ଚଳାଇ ଯାହା ରାଜଗାର କରୁଥିଲେ ସେତିକିରେ ପରିବାର ଚଳି ଯାଉଥିଲା ।
Read More...

ଓମ୍‌ ଭ୍ୟାଲି ସ୍କୁଲ ଅଭିଭାବକ ସଂଘର ସାମ୍ବାଦିକ ସମ୍ମିଳନୀ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ଼ ସହରରେ ଥିବା ବେସରକାରୀ ଶିକ୍ଷାନୁଷ୍ଠାନ ଓମ୍‌ ଭ୍ୟାଲି ସ୍କୁଲ ଏବଂ ଅଭିଭାବକ ମଧ୍ୟରେ ସ୍କୁଲର ଫି'କୁ ନେଇ ଚାଲିଛି ଆରୋପ ପ୍ରତ୍ୟାରୋପ । ସ୍କୁଲ କମିଟି ବର୍ଦ୍ଧିତ ସ୍କୁଲ ଫି'କୁ ନେଇ ସ୍ପଷ୍ଟୀକରଣ ମାଧ୍ୟମରେ ଏହା ଫି' ବୃଦ୍ଧି ନୁହେଁ ବରଂ ଫି'ର
Read More...

ଜିଲ୍ଲା ଗ୍ରନ୍ଥାଗାରିକଙ୍କ ପଦୋନ୍ନତି ଓ କୃତୀତ୍ୱକୁ ସମ୍ମାନ ଜଣାଇ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସ୍ଥିତ ରିଡିଙ୍ଗ ରୁମ୍ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲା ଗ୍ରନ୍ଥାଗାରିକ ଅମିୟ କୁମାର ଧଳଙ୍କୁ ତାଙ୍କ କାର୍ଯ୍ୟକାଳର ବଳିଷ୍ଠ ଯୋଗଦାନ ଓ କୃତୀତ୍ୱକୁ ସମ୍ମାନ ଜଣାଇ ପୁଷ୍ପଗୁଚ୍ଛ, ଉପଢୌକନ ସହ ମାନପତ୍ର
Read More...

ସିଏନ୍‌ସି ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ନିଆରା କାର୍ଯ୍ୟକ୍ରମ : ଗଛ ଲଗାଅ, ଗଛର ଯତ୍ନ ନେଇ ପୁରସ୍କାର ପାଅ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ବାଣିଜ୍ୟ ମହାବିଦ୍ୟାଳୟ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗଛ ଲଗାଇବା ସହ ଗଛର ଯତ୍ନ ନେବାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିବା ପାଇଁ ସିଏନ୍‌ସି ପକ୍ଷରୁ ଘୋଷଣା
Read More...

କଲେଜ ସମସ୍ୟାର ସମାଧାନ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କୁ ଦାବୀପତ୍ର ଦେଲା ଛାତ୍ର କ୍ରିୟାନୁଷ୍ଠାନ…

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତକାଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଚେୟାରମ୍ୟାନ୍ ଅସିତ୍ ତ୍ରିପାଠୀଙ୍କ ଟିଟିଲାଗଡ ଗସ୍ତ ସମୟରେ ସ୍ଥାନୀୟ ଡିଏଭି କଲେଜର ଛାତ୍ରୀନିବାସ ଉଦଘାଟନ ସମୟରେ ତାଙ୍କୁ ସାକ୍ଷାତ କରିଥିଲେ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ । କମିଟିର ସାଧାରଣ
Read More...

ମାନବିକତା ଦେଖାଇ ରକ୍ତଦାନ କଲେ ମହେନ୍ଦ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ରକ୍ତଦାନ ମହାପୁଣ୍ୟ । ଅନେକ ଲୋକେ ରକ୍ତ ଅଭାବରୁ ଅନେକ ଅସୁବିଧାର ସମ୍ମୁଖିନ ମଧ୍ୟ କରି ଥାଆନ୍ତି । କିନ୍ତୁ ଜଣେ ରୋଗୀଙ୍କୁ ରକ୍ତର ଆବଶ୍ୟକତା ରହିଥିବା ନେଇ ଖବର ପାଇବା ପାଇଁ ମାନବିକତା ଦେଖାଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ରକ୍ତ ଭଣ୍ଡାରକୁ ଯାଇ
Read More...

ଆଶୀର୍ବାଦ ଯୋଜନାର ଅଭିମୁଖୀକରଣ ବୈଠକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି, ଜିଲ୍ଲା ସ୍ତରୀୟ ଟାକ୍ସଫୋର୍ସ(ବାଲ୍ୟ ବିବାହ) ତଥା ଆଶୀର୍ବାଦ ଯୋଜନା ଅଭିମୁଖୀକରଣ ବୈଠକ ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ
Read More...

ଅଧ୍ୟୟନ କେନ୍ଦ୍ର ଖୋଲିବା ପାଇଁ ମନ୍ତ୍ରୀ ଟୁକୁନି ଓ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଡିଏଭି ସ୍ଵୟଂ ଶାସିତ ମହାବିଦ୍ୟାଳୟ, ଟିଟିଲାଗଡ଼ ଠାରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ସମ୍ବଲପୁରର ଏକ ଅଧ୍ୟୟନ କେନ୍ଦ୍ର ଖୋଲିବା ପାଇଁ ଆଜି ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ଟିଟିଲାଗଡ଼ ଉପଜିଲ୍ଲାପାଳ ମହାଜନ ମନୋଜ ସତ୍ୟବାନଙ୍କୁ
Read More...

ମର୍ମନ୍ତୁଦ ଦୁର୍ଘଟଣା : ମାଆ ସହ ୨ ଶିଶୁଙ୍କ ମୃତ୍ୟୁ, ୨ ଗୁରୁତର

କଳାହାଣ୍ଡି, (କେ.ପି ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମାଆ ସହ ୨ ଶିଶୁ ମୃତ୍ୟୁ ବରଣ କରିଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଭବାନୀପାଟଣାରୁ ଟିଟିଲାଗଡ଼ ନିଜ ଘରକୁ ଏକ ସୁଇଫ୍ଟ ଡିଜାୟର କାର୍‌ରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ କାରଟି
Read More...