Monthly Archives

July 2021

ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଲୋକଙ୍କୁ ନକଲି ପୋଲିସ୍ ନୋଟିସ୍ ପଠାଇ ଠକେଇ : ଧରାପଡ଼ିଲା ଗ୍ୟାଙ୍ଗ୍

ନୂଆଦିଲ୍ଲୀ : ଦେଶରେ ଗୁପ୍ତରେ ଇଣ୍ଟରନେଟରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଲୋକଙ୍କ ସଂଖ୍ୟା ବହୁତ । ଏଭଳି ପରିସ୍ଥିତିରେ ଅନେକ ଗ୍ୟାଙ୍ଗ ଇଣ୍ଟରନେଟରେ ସକ୍ରିୟ ଅଛନ୍ତି, ଯେଉଁମାନେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଲୋକଙ୍କୁ ପ୍ରତାରଣା କରନ୍ତି । ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏହି ଠକେଇ…
Read More...

ଅଭିଯୋଗ : ପ୍ରଶାସନର ଅବହେଳା ଯୋଗୁଁ ଗରିବ ବଂଶୀ ପରାଭୁଏଙ୍କ ଚାଲିଗଲା ଜୀବନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଧଣ୍ଡାମୁଣ୍ଡା ଗାଁର ବଂଶୀ ପରାଭୁଏଙ୍କ ଦୁଃଖ ଭରା କାହାଣୀ ଗତ ଜୁନ ୨୨ ତାରିଖରେ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ବଂଶୀ ପରାଭୁଏ ଏକ ଅଜଣା ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କ ମା' ବିକଳାଙ୍ଗ ଦୁଇ ଝିଅ ଓ ତାଙ୍କ ସ୍ତ୍ରୀ ଏକ…
Read More...

ପଶ୍ଚିମ ଓଡ଼ିଶା ଲୋକ କଳା ପୁନଃ ଉଦ୍ଧାର ପରିଷଦର ଜିଲ୍ଲା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ଲୋକ କଳା ପୁନଃ ଉଦ୍ଧାର ପରିଷଦ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ପାଟଣାଗଡ଼ ବ୍ଳକ ଗଙ୍ଗା ସାଗର ଗ୍ରାମସ୍ଥିତ କୋଶଳେଶ୍ୱର ମନ୍ଦିରଠାରେ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ସୁନାରାମ ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ହୁଣ୍ଡାଇ କାର ସହ ୧୧୦ କ୍ଵୁଇଣ୍ଟାଲ ୬୦୦ଗ୍ରାମର ଗଞ୍ଜେଇ ଜବତ

ବାଲିଗୁଡା, (ସୁରେନ୍ଦ୍ର ପାଣିଗ୍ରାହୀ) : ଦିନକୁ ଦିନ ଗଞ୍ଜେଇ କାରବାର ବଢି ବଢି ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କାମପଡ଼ା ଠାରେ ବାଲିଗୁଡା ପୋଲିସ ତରଫରୁ ଗଞ୍ଜେଇ ସହ ଗଞ୍ଜେଇ ଚାଲାଣ ହେଉଥିବା ହୁଣ୍ଡାଇ କାର ଜବତ କରାଯାଇଛି । ବାଲିଗୁଡା ଥାନା ଡିଏସପି ସ୍ୱରାଜ…
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩,୬୫୪ ନୂତନ କରୋନା ସଂକ୍ରମଣ ଚିହ୍ନଟ : ୬୪୦ଜଣ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩,୬୫୪ ନୂତନ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଓ ୬୪୦ଜଣ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୧୪,୮୪,୬୦୫ ଓ ମୃତ୍ୟୁସଂଖ୍ୟା ୪,୨୨,୦୨୨ରେ ପହଞ୍ଚିଛି…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୭୦୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ…
Read More...

ବଜ୍ରଘାତରେ ପିତାମାତାଙ୍କୁ ହରେଇଥିବା ଚାରି ଅନାଥ ଶିଶୁ ଉଦ୍ଧାର ହେଲେ

ରାୟଗଡା : ରାୟଗଡା ଜିଲ୍ଲା ରମନାଗୁଡା ବ୍ଲକ ଗୁଲୁନଥି ପଞ୍ଚାୟତ ତାମିଲଗୁଡା ଗାଁର ପାତିକା ଓ ତାଙ୍କ ସ୍ତ୍ରୀ ପ୍ରିୟ ଗତ ୧ ତାରିଖ ଦିନ ବଜ୍ରଘାତରେ ଦୁହିଁଙ୍କ ଦେହାନ୍ତ ହୋଇଥିଲା । ବଜ୍ରଘାତରେ ଦୁହିଁଙ୍କ ଦେହାନ୍ତ ପରେ ତାଙ୍କର ଚାରି ଶିଶୁ ଦେଖୁ ଦେଖୁ ଅନାଥ ହୋଇଗଲେ । ବାପା ମା'ଙ୍କୁ ହରାଇ…
Read More...

ଦୀପାଙ୍କ ପ୍ରୟାସରେ ୭୪ ହଜାର ଟଙ୍କା ଫେରିପାଇଲେ ଦାଦନ ଶ୍ରମିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ କାଇଂସିର ଗ୍ରାମର ସାଗର ରଣା ଏବଂ ତାଙ୍କ ପରିବାର ସୁଦୂର ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡ୍ଡୀ ଜିଲ୍ଲା ଅନ୍ତର୍ଗତ ନନ୍ଦୋର ଗ୍ରାମର ଏକ ଇଟା ଭାଟିରେ କାମ କରିବା ପାଇଁ ଯାଇଥିଲେ । ସେଠାରେ ଦୀର୍ଘ ୬ ମାସ କାମ କଲାପରେ କେବଳ ୧୦…
Read More...

ବାସଭରାଜ ବୋମ୍ମାଇ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଜେପି ବିଧାନସଭା ଦଳ ମଙ୍ଗଳବାର ଦିନ ବାସଭାରାଜ ବୋମ୍ମାଇଙ୍କୁ ନୂତନ ନେତା ଭାବରେ ମନୋନୀତ କରିଛି ଏବଂ ସେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହେବେ । କିଛି ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶ୍ରୀ ବୋମ୍ମାଇ ବିଦାୟୀ ମୁଖ୍ୟମନ୍ତ୍ରୀ ବି.ଏସ୍…
Read More...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର : ଏହି ରାଜ୍ୟରେ ମହଙ୍ଗା ଭତ୍ତା ବଢ଼ିଲା

ରାଞ୍ଚି : ଝାଡଖଣ୍ଡର ହେମନ୍ତ ସୋରେନ୍ ସରକାର ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେଇଛନ୍ତି । ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଚଳିତ ବର୍ଷ ଜୁଲାଇ ୧ରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିବାକୁ…
Read More...