Monthly Archives

July 2021

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଟିଟିଲାଗଡ ବ୍ଲକ ବିଜେପୁର ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟିଟିଲାଗଡ ପୌରାଂଚଳ ୱାର୍ଡ ନଂ. ୮ରୁ ଜଣେ ଏବଂ ମୁରିବାହାଲ ବ୍ଲକ…
Read More...

ଭାରତୀୟ ଜନତା ଯୁବମୋର୍ଚ୍ଚାର ସାଙ୍ଗଠାନିକ ବୈଠକ

ପଦ୍ମପୁର, (ନିରେଜ କୁମରେ ପାଣୀ) : ଆଜି ପଦ୍ମପୁରଠାରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ମନୋନୀତ ହୋଇଥିବା ସମସ୍ତ ଜିଲ୍ଲା ପଦାଧିକାରୀ, ସମସ୍ତ ମଣ୍ଡଳ ସଭାପତିମାନଙ୍କୁ ନେଇ ଏକ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ ଜିଲ୍ଲା ଯୁବମୋର୍ଚ୍ଚା…
Read More...

କଳାହାଣ୍ଡି ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ହେଲେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରୀତେଶ ବହିଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସବୁ ରାଜନୈତିକ ଦଳ ମାନଙ୍କରେ ଯୁବକ ମାନଙ୍କ ପ୍ରଧାନ୍ୟତା ବଢ଼ିବାରେ ଲାଗିଥିବା ବେଳେ ଦଳର ବିଭିନ୍ନ ଉତ୍ତର ଦାୟିତ୍ୱରେ ମଧ୍ୟ ପାଦ ଦେଉଥିବା ସହ ସାଙ୍ଗଠନିକ ସୁଦୃଢତାକୁ ଆହୁରି ମଜବୁତ କରିବା ପାଇଁ ଯୁବମୋର୍ଚ୍ଚା ଉପରେ ଦଳ ନିଜର ଆସ୍ଥା ଓ…
Read More...

ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଅକ୍ସିଜେନ କନସେନଟ୍ରେଟର ବଣ୍ଟନ

ଆଗଲପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ପକ୍ଷରୁ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୬ ଗୋଟି ଅକ୍ସିଜେନ କନସେନଟ୍ରେଟର ସମେତ ୨ ହଜାର ଏନ ୯୫ ମାସ୍କ ପ୍ରଦାନ କରାଯାଇଛି । ଏହି ଅବସରରେ ଅଯୋଜିତ କାର୍ଯ୍ୟକ୍ରମରେ ବ୍ଲକ…
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସିର ପ୍ରତ୍ୟାଖ୍ୟାନ ପ୍ରସଙ୍ଗ : ଛାତ୍ର କଂଗ୍ରେସ ପକ୍ଷରୁ କୁଳପତିଙ୍କୁ ଦାବୀପତ୍ର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ କରିବାକୁ ୟୁଜିସିର ପ୍ରତ୍ୟାଖ୍ୟାନ ବିରୁଦ୍ଧରେ ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ କୁଳପତିଙ୍କୁ ଦେଖା କରିବା ସହ ଏକ ଦାବୀପତ୍ର ପ୍ରଦାନ କରିଛି । ଯଥା…
Read More...

ବିଜେପିର ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଉପରବାହାଲଠାରେ କୁଶମେଲ ମଣ୍ଡଳ ସଭାପତି କିଶୋର ପଟେଲଙ୍କ ସଭାପତିତ୍ୱରେ ବିଜେପିର ମଣ୍ଡଳ ସ୍ତରୀୟ ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗଙ୍କ ସମେତ ବୈଠକ ପ୍ରଭାରୀ ଜୌତିରଂଜନ…
Read More...

ପଶ୍ଚିମ ଓଡ଼ିଶାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ଦାବୀ ପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ବିଜେପି ପକ୍ଷରୁ ଦାବୀ କରାଯାଇଛି ଯେ, ଓଡ଼ିଶା ସରକାରଙ୍କ ରାଜନୈତିକ ଷଡଯନ୍ତ୍ର, ଅବହେଳା ଓ ବୈମାତୃକ ଆଭିମୁଖ୍ୟ…
Read More...

ଜମ୍ମୁ-କାଶ୍ମୀରରେ ଘନଘୋର ବର୍ଷା : ୫ ମୃତ, ୪୦ ନିଖୋଜ ସୂଚନା

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ଘନଘୋର ବର୍ଷା ଯୋଗୁଁ ଭୂସ୍ଖଳନ ହେବା ସହ ବିଭିନ୍ନ ସ୍ଥାନରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୁଧବାର କିଶତ୍ୱର ଜିଲାର ଗୁଲବର୍ଗ ଅଞ୍ଚଳର ଏକ ଗାଁରେ ପ୍ରଚଂଡ଼ ବର୍ଷା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ନିଖୋଜ ହୋଇଥିବା ସୂଚନା…
Read More...

ମୌସୁମୀ ଅଧିବେଶନ : ବିରୋଧୀ ଦଳର ସାଂସଦମାନେ ଲୋକସଭାରେ ପାମ୍ପଲେଟ୍ ଉଡ଼ାଇଲେ, ପେଗାସସ୍‌ ପ୍ରସଙ୍ଗକୁ ନେଇ ଉତ୍ତେଜନା

ନୂଆଦିଲ୍ଲୀ : ଆଜି ସଂସଦର ମୌସୁମୀ ଅଧିବେଶନର ଅଷ୍ଟମ ଦିନ । ଆଜି ବି ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳର ସାଂସଦଙ୍କ ହଂଗାମା ଜାରି ରହିଛି । ପେଗାସସ୍ ଗୁପ୍ତଚର ଦୁର୍ନୀତି, କରୋନାର ଦୁଃଖଦ ପ୍ରସଙ୍ଗରେ ବିରୋଧୀଙ୍କ ଆଭିମୁଖ୍ୟ ତୀକ୍ଷ୍ଣ ରୂପ ନେଇଛି । ଏଥି ସହିତ କଂଗ୍ରେସ ସମେତ ୧୪ ଟି ବିରୋଧୀ…
Read More...

ସ୍ୱାମୀଙ୍କ ହତ୍ୟାକାରୀଙ୍କ ସହିତ ବିବାହ କଲେ, ପରେ ଚଳଚ୍ଚିତ୍ର ଷ୍ଟାଇଲ୍‌ରେ ପ୍ରତିଶୋଧ ନେଲେ

ଇସ୍‌ଲାମାବାଦ : ପ୍ରତିଶୋଧ ନେବା ପାଇଁ ସ୍ୱାମୀଙ୍କ ହତ୍ୟାକାରୀକୁ ଜଣେ ମହିଳା ବିବାହ କରି ଏପରି କିଛି କରିଛନ୍ତି, ଯାହାକୁ ଲୋକେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପ୍ରତିଶୋଧ ନେବାକୁ ହିିଁ ମହିଳା ଜଣକ ଏପରି ଜାଲ ବୁଣିଥିଲେ । ସେ ତିନି ବର୍ଷ ଧରି ସ୍ୱାମୀଙ୍କ ହତ୍ୟାକାରୀଙ୍କଠାରୁ ପ୍ରତିଶୋଧ…
Read More...