Daily Archives

ଘନ ଘନ ବିଦ୍ୟୁତ କାଟ ସାଙ୍ଗକୁ ବିଜୁଳି ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ବିଜେପି ତରଫରୁ ଦାବୀ ପତ୍ର ପ୍ରଦାନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନା ମହାମାରୀ ସମୟରେ ସର୍ବସାଧାରଣ ଖଟିଖିଆ ଦିନ ମଜୁରିଆଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଅନ୍ୟପଟେ ଘନଘନ ବିଦ୍ୟୁତ କାଟ ସାଙ୍ଗକୁ ବିଜୁଳି ଦରର ଅହେତୁକ ବୃଦ୍ଧି ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି । ଏ ନେଇ କନ୍ଧମାଳ
Read More...

ପ୍ରେସ୍ ଲେଖାଥିବା ଇନୋଭା କାର୍‌ରୁ ସୋହେଲା ପୋଲିସ ଦ୍ୱାରା ଦୁଇ କ୍ଵିଣ୍ଟାଲ ୩୩ କେଜି ଗଞ୍ଜେଇ ଜବତ, ୪ ଗିରଫ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଦୁଇଟି ଇନୋଭା କାରରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ଜଣକୁ ସୋହେଲା ପୋଲିସ ଗିରଫ କରିଛି । ତାଙ୍କ ଠାରୁ ଚୋରା ଚାଲାଣ କରୁଥିବା ୨ କ୍ଵିଣ୍ଟାଲ ୩୩ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବା ଆଜି ଜିଲ୍ଲା ଏସପି ରାହୁଲ ଜୈନ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ
Read More...

କୁଶଳେଶ୍ୱର କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍‌ର ସଦସ୍ୟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ଉଲବା ଗ୍ରାମ ପଞ୍ଚାୟତ ପ୍ରାଂଗଣରେ କୁଶଳେଶ୍ୱର କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍‌ର ସଦସ୍ୟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀ ନିର୍ଦ୍ଦେଶକ ତଥା ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବଂଧୁ ନାଏକ, ଆଇକାର୍ଡ ସଂସ୍ଥାର
Read More...

ଯୁବକଙ୍କୁ ଅତର୍କିତ ଭାବେ ହତ୍ୟା : ଦୁଇଜଣ ହତ୍ୟାକାରୀ ଚମ୍ପଟ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଧରକୋଟ ଥାନା ଅଧିନସ୍ଥ ଜାହାଡ଼ା ଗ୍ରାମରେ ପ୍ରତାପ ଖଟେଇ ନାମକ ଜଣେ ଯୁବକ ଗାଁର ଏକ ଦୋକାନରେ ରାଶନ କିଣୁଥିବା ବେଳେ ହଠାତ୍‌ ଦୁଇଜଣ ଯୁବକ ମାରଣାସ୍ତ୍ର ଧରି ଆସି ଅତର୍କିତ ଭାବେ ହତ୍ୟା କରି ଚାଲିଯାଇଥିବା ସୂଚନା ମିଳିଛି । ଦୁଇଜଣ
Read More...

ଆୟୁର୍ବେଦ ମହାବିଦ୍ୟାଳୟ ପରିଦର୍ଶନ କଲେ ନରସିଂହ : ବିଧାୟକ ପାଣ୍ଠିରୁ ଡିଜିଟାଲ ଷ୍ଟଡି ବୋର୍ଡ ପ୍ରଦାନ କରିବେ,…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଛାତ୍ରମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଶାରଦେଶ୍ୱରୀ ଆୟୁର୍ବେଦ ମହାବିଦ୍ୟାଳୟର ପରିଦର୍ଶନରେ ଯାଇଥିଲେ । ରାଜ୍ୟର ସର୍ବ ପୁରାତନ ଆୟୁର୍ବେଦ ମହାବିଦ୍ୟାଳୟ ବର୍ତ୍ତମାନ ଅନେକ ପ୍ରକାର ସମସ୍ୟା ଦେଇ ଗତି
Read More...

ବାହାଲଭଟଲିରେ ଗାଁ ସାଥୀ ଓ ଯୁବକମାନଙ୍କ ପ୍ରଶଂସନୀୟ ସଫେଇ କାର୍ଯ୍ୟ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଲୁହାସିଂହା ପଞ୍ଚାୟତ ବାହାଲଭଟଲି ଗ୍ରାମରେ ଗାଁ ସାଥୀ ସରୋଜ ସାହୁଙ୍କ ନେତୃତ୍ୱରେ ଗାଁର ଯୁବକମାନେ ବାହାରି ଗାଁ ରାସ୍ତା, ପୋଖରୀ ଗାଧୁଆ ତୁଠ, ନଳକୂପ ଆଦି ସ୍ଥାନ ଗୁଡିକରେ ବହୁ ଦିନରୁ ପଡ଼ି ରହିଥିବା ଅଳିଆ ଆବର୍ଜନା
Read More...

ନୂତନ ଘରୋଇ ବସଷ୍ଟାଣ୍ଡରୁ ଆସନ୍ତା ବାହୁଡ଼ାରୁ ବସ ଗଡିବ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବହୁ ବାଦ ବିବାଦର ଅନ୍ତ ଘଟିଛି । ଘରୋଇ ବସ୍ ମାଲିକ ସଂଘ ଏବଂ ପୈ।ର ପରିଷଦ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ଜଣାପଡିଛି । ଆସନ୍ତା ଜୁଲାଇ ୨୦ ତାରିଖରୁ ନୂତନ ଭାବେ ନିର୍ମିତ ଘରୋଇ ବସଷ୍ଟାଣ୍ଡରୁ ବସ ଯାତାୟାତ ଆରମ୍ଭ ହେବ ବୋଲି ଘରୋଇ ବସ୍ ମାଲିକ ସଂଘ
Read More...

ମାସ୍କୋ ଓ କାର୍ପ୍ ତରଫରୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଅଗ୍ରଣୀ ସ୍ୱେଚ୍ଛାସବୀ ଅନୁଷ୍ଠାନ ମାସ୍କୋ ଓ କାର୍ପ୍ ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ କଳିଙ୍ଗ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟିକୁ କଳିଙ୍ଗ ବିଦ୍ୟାମନ୍ଦିରର ସଭାପତି ଜୱାହାରଲାଲ୍
Read More...

ବଲାଙ୍ଗିର ବିଜୁ ଜନତା ଦଳର ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜୁ ଜନତା ଦଳର ନୂତନ ଭାବରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଦଳର ସୁପ୍ରୀମୋ ନବୀନ ପଟ୍ଟନାୟକ ବିଭିନ୍ନ ପଦରେ ନିଯୁକ୍ତ କରିଥିବା ପଦାଧିକାରୀ ମାନଙ୍କୁ ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ଶୈଳେଶ୍ରୀ ପେଲେସରେ ସମ୍ବର୍ଧିତ କରାଯାଇ ସମ୍ବର୍ଧନା ସଭା ଅନୁଷ୍ଠିତ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ନୂତନ ଟ୍ରାନ୍ସଫର୍‌ମର୍‌ ଲାଗିଲା

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ହରିଚନ୍ଦନପୁର ପଞ୍ଚାୟତ ସ୍ଥିତ ସମଲ ବ୍ୟାରେଜ ଦ୍ୱାରା ବାସଚ୍ୟୁତ ଚାଳିଶ ପରିବାର ବଲାଙ୍ଗି ବି କଲୋନୀରେ ବାସ କରନ୍ତି । ଏହି କଲୋନୀରେ ଲାଗିଥିବା ୬୩ କେ.ଭି. ଟ୍ରାନ୍ସଫରମର ମରାମତି କରିବାପାଇଁ ବିଭାଗୀୟ ଅଧିକାରୀ ୨ ବର୍ଷ ତଳେ ଖୋଲିନେଲେ । ବଦଳରେ
Read More...