Daily Archives

ବିଜେପି ପକ୍ଷରୁ ପଦ୍ମପୁର ବ୍ଲକ କାର୍ଯ୍ୟାଳୟ ଘେରାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ରାଜ୍ୟ ସରକାରଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ କରି ବିଜେପି ତରଫରୁ ସାରା ରାଜ୍ୟରେ ବ୍ଲକ କାର୍ଯ୍ୟାଳୟମାନେ ଘେରାଉ କରାଯାଉଥିବା ବେଳେ ଆଜି ଏହି ପରିପ୍ରେକ୍ଷୀରେ ପଦ୍ମପୁର ଠାରେ ମଧ୍ୟ ବ୍ଲକ କାର୍ଯ୍ୟାଳୟ
Read More...

ବରଗଡ ଜିଲ୍ଲାରେ ନୂତନ ଏସ୍‌ପି ରାହୁଲ ଜୈନ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏସ୍ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ଗୃହ ବିଭାଗର ଚିଠି ସଂଖ୍ୟା ୨୪୦୯୭/୯.୭.୨୧ ଅନୁଯାୟୀ ନୂଆପଡା ଜିଲ୍ଲା ଏସପି ଭାବେ କାର୍ଯ୍ୟରତ ରାହୁଲ ଜୈନଙ୍କୁ ବରଗଡ଼ ଜିଲ୍ଲା ଏସପି ଭାବେ ‌ବଦଳି ହୋଇଛି
Read More...

ବଲାଙ୍ଗିର ଜିଲ୍ଲାର ୭୮୪ ଗୋଟି ଅଙ୍ଗନବାଡ଼ି କେନ୍ଦ୍ରକୁ ରନ୍ଧନ ଗ୍ୟାସ ସିଲିଣ୍ଡର ଓ ଗ୍ୟାସ୍‌ ଚୁଲା ଯୋଗାଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଆୟୋଜିତ ଏକ ୱେବିନାର ଜରିଆରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁଙ୍କ ଉପସ୍ଥିତିରେ ଭର୍ଚୁଆଲ ମୋଡ଼୍‌ରେ ଜିଲ୍ଲାର ୭୮୪ ଗୋଟି ଅଙ୍ଗନବାଡ଼ି କେନ୍ଦ୍ରକୁ ରନ୍ଧନ ଗ୍ୟାସ ଓ ଗ୍ୟାସ ଚୁଲା
Read More...

ସଂସ୍କାର ନୈତିକତା, ନିଶାମୁକ୍ତି ଓ ସଦ୍‌ଭାବନା ଦେଶକୁ ବିକଶିତ କରିବ : ଜୈନ ମୁନି ଜିନେଶ କୁମାରଜୀ

ତେରାପନ୍ଥ ଜୈନ ଭବନରେ ସାମ୍ବାଦିକ ସମ୍ମିଳନୀଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ତେରାପନ୍ଥ ଜୈନ ଭବନରେ ଜୈନ ମୁନିଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ମୁନି ଜିନେଶ କୁମାରଜୀ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି କହିଲେ ଯେ, ଜୈନ ମୁନି ମାନଂକ ପଦଯାତ୍ରା ଜୀବନର ବ୍ରତ
Read More...

ବୀର ସୁରେନ୍ଦ୍ର ସାଏ କ୍ଲବ ଉଦଘାଟନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ନଅଗାଁ (ଖ) ଠାରେ ବୀର ସୁରେନ୍ଦ୍ର ସାଏ କ୍ଲବର ନୂତନ ଗୃହ ଉତଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ଡ଼ଃ ମୁକେଶ ମହାଳିଙ୍ଗ, ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ, ବରିଷ୍ଠ ନାଗରିକ ଲଳିତ ମୋହନ ସାହୁ, ଗୋପୀନାଥ ଦୀପ
Read More...

ଅନ୍ତଃରାଜ୍ୟ ବାଘ ଛାଲ ରାକେଟ : ଚାରି ଗିରଫ, ବାଘ ଛାଲ ଓ ବାଘ ଦାନ୍ତ ଜବତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ ଆଜି ଏକ ବଡ଼ ଧରଣର ବାଘ ଛାଲ ରାକେଟ ଧରା ପଡିଛି । ଏହି ରାକେଟରେ ତିନୋଟି ବାଘ ଛାଲ ଆଉ ଏକ ବାଘ ଦାନ୍ତ ଧରିଥିବା ବେଳେ ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରିଛି ବନ ବିଭାଗ । ତେବେ ସୂଚନା ମୁତାବକ ବାହାର ରାଜ୍ୟର ଜଣେ ଗ୍ରାହକ ପାଖରୁ
Read More...

ବୌଦ୍ଧ କଂଗ୍ରେସର ହରତାଳ : ଜିଲ୍ଲାର ଶହଶହ ପୁରୁଖା କଂଗ୍ରେସ ହେଲେ ଏକାଠି

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଂଗ୍ରେସର ସଭାପତି ନବକୁମାର ମିଶ୍ରଙ୍କ ନେତ୍ତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ନାରାଣ ପରିଜା, ସୁଧୀର କର୍ଣ୍ଣ, କେଶବ କ୍ଷେତୀ, ଯୁବନେତା ସରୋଜ ପ୍ରଧାନ ପ୍ରମୁଖ ଶତାଧିକ କଂଗ୍ରେସ ନେତା ଯୋଗଦେଇ ଆଜି ଦିବା୧୦ ଟାରୁ ୧୨ଟା ପର୍ଯ୍ୟନ୍ତ ଜିଲ୍ଲା ସଦର
Read More...

ରାଜ୍ୟରେ ଚାଲିଛି ଖୋଲାଖୋଲି ଗୋ ଚୋରା ଚାଲାଣ : କାହା ସ୍ୱାର୍ଥରେ କାମ କରୁଛି ପୋଲିସ ପ୍ରଶାସନ : କେଶରୀୟା ହିନ୍ଦୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟରେ ଖୋଲାଖୋଲି ଭାବେ ଗୋରୁ ଚୋରା ଚାଲାଣ ଚାଲିଛି । ଗୋରୁଙ୍କୁ କଂସେଇ କବଳରୁ ବଞ୍ଚାଉଥିବା ଗୋରୁ ପ୍ରେମୀମାନଙ୍କ ଉପରେ ବାରମ୍ବାର ଅତର୍କିତ ଆକ୍ରମଣ ହେଉଥିବା ବେଳେ ପୋଲିସ ପ୍ରଶାସନ ଓଲଟା ଗୋପ୍ରମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ତେବେ
Read More...

ଆବାସ ଯୋଜନାରେ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପିର ସଦର ବ୍ଲକ ଘେରାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟନ୍ୱୟରେ ବ୍ୟାପକ ଅନିୟମିତତା ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବଲାଙ୍ଗିର ଜିଲ୍ଲା ବିଜେପି ତରଫରୁ ବଲାଙ୍ଗିର ସଦର ବ୍ଲକ ଘେରାଉ କରାଯାଇଛି । ଆଜି ସକାଳୁ ଜିଲ୍ଲା ବିଜେପିର ଶତାଧିକା ମହିଳା ଓ ପୁରୁଷ
Read More...

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରେ କଂଟାବାଂଜି କଂଗ୍ରେସର ପ୍ରତିବାଦ

କଂଟାବାଂଜି, (ଗୁରୁଦୟାଲ ହଂସ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦିନକୁ ଦିନ ଦର ବୃଦ୍ଧି କରୁଥିବା ପ୍ରତିବାଦରେ ଶୁକ୍ରବାର ଦିନ କଂଟାବାଂଜି ନଗର କଂଗ୍ରେସ ତରଫରୁ ଏକ ପ୍ରତିବାଦ ସଭା କରାଯାଇଛି । ସକାଳ ପୂର୍ବାହ୍ନରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରୁ ଏକ ସାଇକଲ ରାଲି ନଗର ପରିକ୍ରମା
Read More...