Daily Archives

ଦେଶର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ହେଲେ ମନସୁଖ ମାଣ୍ଡଭ୍ୟ

ନୂଆଦିଲ୍ଲୀ : ଆଜି ମୋଦୀ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବା ସହିତ ଦେଶର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ମନସୁଖ ମାଣ୍ଡଭ୍ୟଙ୍କୁ ପାଇଛି । ମନସୁଖ ମାଣ୍ଡଭ୍ୟ ସ୍ୱାସ୍ଥ୍ୟ ବିଭାଗ ସହିତ ସାର ଓ ରସାୟନ ବିଭାଗର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ । ତେବେ ହର୍ଷବର୍ଦ୍ଧନଙ୍କ ଇସ୍ତଫା ପରେ କେନ୍ଦ୍ର
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ପ୍ରତିବାଦରେ ବିଜେପି ପାଇକମାଲ ବ୍ଲକ ଘେରାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପାଇକମାଲ ବ୍ଲକ ତରଫରୁ ସମ୍ପ୍ରତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ହୋଇଥିବା ହଜାରେ କୋଟିର ଦୁର୍ନୀତିର ପ୍ରତିବାଦ କରି ଶତାଧିକ କାର୍ଯ୍ୟକର୍ତ୍ତା ପାଇକମାଲ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ଏଥିରେ ସଂପୃକ୍ତ ସମସ୍ତ
Read More...

ବ୍ଳକ ଘେରିଲା ବିଜେପି : ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପୂର୍ବତନ ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ପାଟଣାଗଡ଼ ବ୍ଳକ ବିଜେପି ପକ୍ଷରୁ ପାଟଣାଗଡ଼ ବ୍ଳକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ପ୍ରଦେଶ ଭାରତୀୟ ଜନତା ପାର୍ଟି ସଭାପତି ସମିର
Read More...

କରାଟେ ସ୍କୁଲ ତରଫରୁ ବନ ମହୋତ୍ସବ

ଦେଓଗାଁ, (ମନିଷ କୁମାର ସାହୁ) : ଗଛ ବିନା ଆମେ ବଞ୍ଚିବା ଅସମ୍ଭବ । ଗଛ ନଷ୍ଟ କଲେ ପରିବେଶ ନଷ୍ଟ ହେବ । ମୃର୍ତ୍ତିକା କ୍ଷୟଠାରୁ ଆରମ୍ଭ କରି ଉତ୍ତାପ ବୃଦ୍ଧି, ପାଣି ପାଗର ଅନିୟମତା, ବନ୍ୟା, ବାତ୍ୟା ମରୁଡି ଭଳି ପ୍ରାକୃତିକ ବିପର୍ଯୟ ବଢି ଚାଲିବ । ଏହି ସବୁ ପ୍ରକୃତିକ ଦୂର୍ବିପାକରୁ
Read More...

ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ବ୍ଲକ ଘେରାଉ

ଆନ୍ଦୋଳନକାରିଙ୍କ ପ୍ରଶ୍ନରେ ଘାଇଲା ହେଲେ ବିଡ଼ିଓପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଦ୍ବାରା ଯୋଗାଇ ଦେଇଥିବା ୨୬ ଲକ୍ଷରୁ ଉର୍ଦ୍ଧ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବ୍ୟାପକ ଦୁର୍ନୀତି ହୋଇଥିବା
Read More...

କରୋନା ଯୋଦ୍ଧା ଭାବେ ସୁନିତା ସାଂସଦଙ୍କ ଦ୍ଵାରା ସମ୍ମାନିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା କାଳରେ ଅନେକ ଲୋକଙ୍କ ଜୀବନ ରକ୍ତ ନ ମିଳିବା ଦ୍ଵାରା ଯାଇଛି ଓ ସମାଜସେବୀ ମାନଙ୍କ ସହଯୋଗ ଦ୍ଵାରା ଅନେକ ଲୋକଙ୍କ ଜୀବନ ମଧ୍ୟ ବଞ୍ଚି ପାରିଛି । ତେବେ ଏଭଳି ମୁହୂର୍ତ୍ତରେ ଦିନ ରାତି ଲୋକଙ୍କ ସେବା କରି ଚର୍ଚ୍ଚାରେ ସୁନିତା ଭୋଇ । ସେ କଣ୍ଟାବାଞ୍ଜି
Read More...

ହରଭଙ୍ଗା ସ୍କୁଲ ତରଫରୁ ବନ ମହୋତ୍ସବ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୟୁଥ ଏଣ୍ଡ ଇକୋ କ୍ଲବ ତରଫରୁ କୋଭିଡ ଗାଇଡଲାଇନ ଅନୁପାଳନ କରି ୭୨ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋବିନ୍ଦ ସାହୁଙ୍କ ସଭାପତିତ୍ୱରେ ହୋଇଥିବା ବୃକ୍ଷ ରୋପଣ
Read More...

ବିଶ୍ୱାତ୍ମ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ୭୨ତମ ବନ ମହୋତ୍ସବ ପାଳନ : ଆଇନ ସଚେତନତା ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଜଜ୍‌ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣର ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଲାଙ୍ଗିର ଜିଲ୍ଲାର ଆନନ୍ଦ ନିକେତନ ସ୍ଥିତ ବିଶ୍ୱାତ୍ମ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ବଲାଙ୍ଗିର ଜିଲ୍ଲା ଖୁଣ୍ଟପାଲି ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଖପ୍ରାଖୋଲ ବ୍ଲକ ବେନ୍ଦେର ଓ ବାଘମୁଣ୍ଡ ଗ୍ରା.ପ.ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ
Read More...

କେନ୍ଦ୍ର ସରକାର ବିରୁଦ୍ଧରେ ବ୍ଲକ କଂଗ୍ରେସର ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ରର ମୋଦୀ ସରକାରଙ୍କ ଜନମାରଣ ନିତୀ ବିରୁଦ୍ଧରେ ସାରା ରାଜ୍ୟ ସମେତ ବଲାଙ୍ଗିର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ କଂଗ୍ରେସ ତରଫରୁ ବିକ୍ଷୋଭ ଓ ଧାରଣ ପ୍ରଦର୍ଶନ କରାଯାଇଛି । ସେହିକ୍ରମରେ ବଲାଙ୍ଗିର ସଦର ବ୍ଲକ କଂଗ୍ରେସ ଅଧ୍ୟକ୍ଷ ରାମପ୍ରସାଦ
Read More...