Daily Archives

ରେଙ୍ଗାଲିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମପଞ୍ଚାୟତରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରେଙ୍ଗାଲି ପଞ୍ଚାୟତର ସୁପରଭାଇଜର୍ ସରପଞ୍ଚ ସବିତା ମେହେର ଭୀମଭୋଇଙ୍କୁ ପୂଜାର୍ଚ୍ଚନା କରିଥିଲେ
Read More...

ମାହେଶ୍ୱରୀ ପରିବାରର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାଶ୍ୱରୀ ସଂଗଠନର ଚତୁର୍ଥ ବାର୍ଷିକ ଉତ୍ସବ ସ୍ଥାନୀୟ ଆଇନ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମରେ ସ୍ଥାନୀୟ ଉପ-ଜିଲ୍ଲାପାଳ ମୁଖ୍ୟ ଅତିଥି ଏବଂ ମନୋରଞ୍ଜନ ଯୋଷୀ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଥିଲେ । ସଂଗଠନର ଉପଦେଷ୍ଟା ଲୋଟସ ଷଡଙ୍ଗୀ,
Read More...

ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ ଜାରି କଲେ ଓଡ଼ିଶା ସରକାର : ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରିବାକୁ ଅନୁମତି

ଭୁବନେଶ୍ୱର : ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ ଜାରି କଲେ ଓଡ଼ିଶା ସରକାର । ଯାତ୍ରା ଓ ଅପେରା ପାଇଁ ସର୍ବାଧିକ ୨୦୦୦ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରାଯାଇପାରିବ । ଏଥିପାଇଁ ଜିଲ୍ଲାପାଳ ଓ କମିଶନରଙ୍କ ଅନୁମତି ନେବାକୁ ପଡ଼ିବ । କରୋନାର ସମସ୍ତ ଗାଇଡଲାଇନ ମାନି ଯାତ୍ରା ପରିବେଷଣ
Read More...

୨୮ ଫେବୃୟାରୀରୁ ଆରମ୍ଭ ହେବ ଓଡିଶା ମହିଳା ଲିଗ୍ ଫୁଟବଲ ଟୁ‌ର୍ଣ୍ଣାମେଣ୍ଟ

ଭୁବନେଶ୍ୱର : ଓଡିଶା ଫୁଟବଲ ଆସୋସିଏଶନ ଏବଂ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ଓଡିଶା ମହିଳା ଲିଗ୍ ଫୁଟବଲ ଟୁ‌ର୍ଣ୍ଣାମେଣ୍ଟ ୨୮ ଫେବୃୟାରୀରୁ ଆରମ୍ଭ ହୋଇ ୨୭ ମାର୍ଚ୍ଚ ପର୍ୟ୍ୟନ୍ତ ଚାଲିବ । ସମସ୍ତ ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଅଭ୍ୟାସ ଗ୍ରାଉଣ୍ଡ ଏବଂ କ୍ୟାପିଟାଲ
Read More...

ଗ୍ୟାସ୍‌ରୁ ନିଆଁ ଲାଗି ଉଭୟ ସ୍ୱାମୀ-ସ୍ତ୍ରୀ ଗୁରୁତର

ଭଦ୍ରକ : ଭଦ୍ରକ ଜିଲ୍ଲା ଧୂସୁରି ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ପ୍ରମିଳା ଦାସ ଘରେ ରୋଷେଇ କରୁଥିବା ବେଳେ ହଠାତ୍‌ ଗ୍ୟାସରୁ ନିଆଁ ଲାଗି ଚାରିଆଡେ ବ୍ୟାପିବାକୁ ଲାଗିଥିଲା । ପରେ ପ୍ରମିଳା ନିଆଁରେ ପୋଡି ହୋଇ ଚିତ୍କାର କରିଥିଲେ। ପ୍ରମିଳାଙ୍କ ଚିତ୍କାର ଶୁଣି ସ୍ୱାମୀ ମହେନ୍ଦ୍ର ତାଙ୍କୁ
Read More...

ଦୈନିକ ଖବରକାଗଜ ‘ସକାଳ’ର ବରିଷ୍ଠ ସହ-ସମ୍ପାଦକ ବ୍ରଜ କିଶୋର ପରିଡ଼ା ଚାଲିଗଲେ

ଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତିରେ ଦୈନିକ ଖବରକାଗଜ 'ସକାଳ'ର ବରିଷ୍ଠ ସହ-ସମ୍ପାଦକ ବ୍ରଜ କିଶୋର ପରିଡ଼ାଙ୍କ ଦୋହାନ୍ତ ହୋଇଯାଇଛି ବୋଲି ଖବର ମଳିଛି । ଗତକାଲି ବିଳମ୍ବିତ ରାତିରେ ଅଫିସରୁ କାର୍ୟ୍ୟ ସାରି କଟକ ସ୍ଥିତ ବାସଭବନକୁ ଫେରୁଥିବା ବେଳେ ହଂସପାଳ ଛକରେ ଏକ ଅଜଣା ଗାଡ଼ି
Read More...

ଶ୍ରମିକ କର୍ମଚାରୀ ମହାସଂଘର ଦାୟିତ୍ୱ ଗ୍ରହଣ କଲେ ଦୀପକ ନାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଜାନୁଆରୀ ୧୭ ତାରିଖ ଦିନ ବିଶିଷ୍ଠ ସମାଜସେବୀ ଶ୍ରମିକ ନେତା ଲଳିତ କୁମାର ନାୟକଙ୍କ ଦେହାନ୍ତ ହୋଇଥିଲା । ଶ୍ରୀ ନାୟକଙ୍କ ଦ୍ୱାରା ଶତାଧିକ ସଂଗଠନକୁ ନେଇ ଶ୍ରମିକ କର୍ମଚାରୀ ମହାସଂଘ ଗଠିତ ହୋଇଥିଲା । ଆଜି ତାଙ୍କ ପୁତୁରା ଦୀପକ ନାୟକ ମହାସଂଘର ଦାଇତ୍ୱ
Read More...

ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି : ସଡିପିଓ ଏବଂ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ମଧ୍ୟରେ ରହିଥିବା ଦୁଇ ଦୁଇଟି ମନ୍ଦିରରୁ ଗୋଟିଏ ରାତିରେ ଚୋରୀ ହେଇଛି । ଏହାକୁ ନେଇ ପୁଲିସର ରାତ୍ରୀ ପାଟ୍ରୋଲିଂକୁ ନେଇ ପ୍ରଶ୍ନ ଉଠିଛି । ଶନିବାର ସକାଳୁ ସକାଳୁ ଜଗନ୍ନାଥ ମନ୍ଦିର ପୂଜକ ଓ ଦକ୍ଷିଣ କାଳୀ
Read More...

ବଲାଙ୍ଗିର ପୌର ପରିଷଦ ତରଫରୁ ୪ ଗୋଟି ବ୍ୟାଟେରି ଚାଳିତ ବାହାନର ଶୁଭାରମ୍ଭ : ଚଳାଇବେ କିନ୍ନରମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌର ପରିଷଦ କାର୍ଯ୍ୟାଳୟ ପରିସରରୁ ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପ୍ରଥମ ପର୍ଯ୍ୟାୟରେ ୪ ଗୋଟି ବ୍ୟାଟେରି ଚାଳିତ ବାହାନର ଲୋକାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ବଲାଙ୍ଗିର ଜିଲ୍ଲା ପୌର ପରିଷଦର
Read More...