Daily Archives

ଜଳପାଙ୍କେଲ ଗ୍ରାମରେ ଅନୁଷ୍ଠିତ ଜୟ ଗଣେଶ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଜଳପାଙ୍କେଲ ଗ୍ରାମ ମୁସ୍କାନ୍ ଖେଳ ପଡିଆରେ ଚାଲିଥିବା ଜୟ ଗଣେଶ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ କ୍ରିଷ୍ଣା ସେଠୀ ଏବଂ ସମ୍ମାନିତ ଅତିଥି ଭାବେ ସମାଜସେବୀ ହେମ ଦାସ, ନେହେରୁ
Read More...

ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଏବେଠୁ ଖରାର ପ୍ରକୋପ ବଢିବାକୁ ଲାଗିଲାଣି । ତେବେ ଗତ କିଛି ଦିନ ହେବ ତାପମାତ୍ରା ୩୯ରୁ ୪୦ ଡିଗ୍ରୀ ଉପରେ ରହୁଛି ଏବଂ ମାର୍ଚ୍ଚ ମାସ ବେଳକୁ ଅସହ୍ୟ ଖରା ହେବ ବୋଲି ପାଣିପାଗ ବିଭାଗ ମଧ୍ୟ କହିସାରିଛି । ତେବେ ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି
Read More...

ଓସିଏ ଭିଜନ ୨୦୨୪ : ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ତୃତୀୟ ଦିବସରେ ନାଏକ କ୍ରିକେଟ ଏକାଡେମୀ ଓ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନାଏକ ଦଳ ପ୍ରଥମେ ବ୍ୟାଟିଂ କରି
Read More...

କରକଚିଆ ଗ୍ରାମରେ ମାସ୍କ ବଣ୍ଟନ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ବଡ଼ଟିକା ପ‌ଞ୍ଚାୟତର କରକଚିଆ ଗ୍ରାମ ଅଙ୍ଗନବାଡି କେନ୍ଦ୍ର ଠାରେ ଅଙ୍ଗନବାଡି କର୍ମୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁପରଭାଇଜର ପ୍ରଫୁଲ୍ଲ ଦୋରାଙ୍କ ଉପସ୍ଥିତିରେ ଗୋପବନ୍ଧୁ ସେବାପରିଷଦ ପୁରୀ ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁର
Read More...

ବଲାଙ୍ଗିର ମାଟିର ପୁଅ ଡ. ଅନ୍‌ମୋଲ ମିଶ୍ର ପାଇଲେ ଗୋଲ୍‌ଡ଼ ମେଡ଼ାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ପୁଅ ଡ. ଅନମୋଲ ମିଶ୍ର କଲିକତା ମେଡ଼ିକାଲ କଲେଜରେ ଜେନେରାଲ ସର୍ଜରୀ ବିଭାଗରେ ସର୍ବୋଚ୍ଚ ମାର୍କ ରଖି ଗୋଲ୍‌ଡ଼ ମେଡ଼ାଲ୍‌ ପାଇଥିବା ସୂଚନା ମିଳିଛି । ବଲାଙ୍ଗିର ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ଡ. ଅନ୍‌ମୋଲ ମିଶ୍ର । ବଲାଙ୍ଗିର ସହରର
Read More...

ରୋଶନ ମିଶ୍ର ହେଲେ ଛାତ୍ର କଂଗ୍ରେସର ରାଜ୍ୟ ଗଣମାଧ୍ୟମ ସଂଯୋଜକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛାତ୍ର କଂଗ୍ରେସ ସଭାପତି ନିରଜ କୁନ୍ଦନଙ୍କ ଅନୁମୋଦନ କ୍ରମେ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସର ସୋସିଆଲ ମିଡ଼ିଆ କର୍ମକର୍ତ୍ତା ମନୋନୀତ କରାଯାଇଛି । ଏହି କ୍ରମରେ ବଲାଙ୍ଗିର ଛାତ୍ର କଂଗ୍ରେସର ରୋଶନ ମିଶ୍ରଙ୍କୁ ରାଜ୍ୟ ଗଣମାଧ୍ୟମ ସଂଯୋଜକ ରୂପେ ମନୋନୀତ
Read More...

ବନ୍ଧୁକଧାରୀମାନେ ସ୍କୁଲ ଉପରେ ଆକ୍ରମଣ କଲେ, ୩୦୦ରୁ ଅଧିକ ଛାତ୍ରୀ ଅପହରଣ ଆଶଂକା

ନାଇଜେରିଆ: ନାଇଜେରିଆର ଜାମଫ୍ରା ଠାରେ ଶହ ଶହ ସ୍କୁଲ ଛାତ୍ରୀଙ୍କୁ ଅପହରଣ ହୋଇଥିବା ଆଶଂକା କରାଯାଉଛି । ଜଣେ ଶିକ୍ଷକ ବିସିସିଆଇକୁ କହିଛନ୍ତି ଯେ, ଶୁକ୍ରବାର ସକାଳେ ବନ୍ଧୁକଧାରୀ‌ଙ୍କ ଆକ୍ରମଣ ପରେ ପ୍ରାୟ ୩୦୦ ବାଳିକାଙ୍କ ଏପର୍ୟ୍ୟନ୍ତ ଖୋଜ୍‌ଖବର ମିଳିନାହିଁ । ସରକାରୀ ମୁଖପାତ୍ର ଏହି
Read More...

ଶୀତ କମିଲେ ପେଟ୍ରୋଲର ମୂଲ୍ୟ ମଧ୍ୟ ହ୍ରାସ ପାଇବ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦି‌ଲ୍ଲୀ : ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଶୀତଦିନେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇଛି, ଶୀତଦିନ ଶେଷ ହେବା ପରେ ମୂଲ୍ୟ ମଧ୍ୟ ହ୍ରାସ ପାଇବ । ସେ କହିଛନ୍ତି- "ବର୍ତମାନ ସମୟରେ ଆନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଦର ବୃଦ୍ଧି ହେତୁ
Read More...

ସଇଁନ୍ତଲାରେ କୋଶଲ କରାଟେ ସ୍କୁଲର ବେଲ୍ଟ ଗ୍ରେଡ଼ିଂ ଉତ୍ସବ

ସଇଁନ୍ତଲା, (ଅଜିତ କୁମାର ସାହୁ) : କୋଶଲ କରାଟେ ସ୍କୁଲ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ପରିସରରେ ଗୋଜୁ ରିୟୁ କରାଟେ ସ୍କୁଲ ଇଣ୍ଡିଆ ପକ୍ଷରୁ ବେଲ୍ଟ ଗ୍ରେଡ଼ିଂ ଶିବିର ଉଦଯାପିତ ହୋଇଯାଇଛି । ତେବେ ଜିକେଏସଆଇ ମୁଖ୍ୟ ପ୍ରଶିକ୍ଷକ ସିହାନ ଅଶୋକ ନାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ
Read More...

ବିଧାନସଭା ନିର୍ବାଚନ : ତାମିଲନାଡୁ, କେରଳ, ପୁଡୁଚେରୀରେ ଭୋଟ୍ ଏପ୍ରିଲ ୬ ରେ, ପଶ୍ଚିମବଙ୍ଗରେ ଆଠଟି ପର୍ୟ୍ୟାୟରେ…

ନୂଆଦି‌ଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋଡ଼ା ଶୁକ୍ରବାର ଦିନ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ, ପୁଡୁଚେରୀ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଏହି ପାଞ୍ଚଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ କେବଳ ଭାରତୀୟ ଜନତା ପାର୍ଟି ସରକାର ଆସାମରେ
Read More...