Daily Archives

ମାର୍ଚ୍ଚରୁ ୫୦ ବର୍ଷରୁ ଅଧିକ ଲୋକ କରୋନା ଟୀକା ପାଇବେ : ସ୍ୱାସ୍ଥ୍ୟମନ୍ତ୍ରୀ ସଂକେତ ଦେଲେ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା କରୋନା ଟୀକାକରଣ ଅଭିଯାନ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ରବିବାର ଦିନ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଦିଲ୍ଲୀର ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ,
Read More...

କୁର୍ଣ୍ଣୁଲ ସଡକ ଦୁର୍ଘଟଣା ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଘଟିଥିବା ସଡକ ଦୁର୍ଘଟଣା ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଅନୁମୋଦନ କରିଛନ୍ତି । ଏକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ତରଫରୁ କୁହାଯାଇଛି, ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲଠାରେ
Read More...

ଛୋରିଆଗଡ ଠାରେ ଏଲ‌ପିଜି ପଞ୍ଚାୟତ ସଭା

ଜୁନାଗଡ, (ଦୁଷ୍ମନ୍ତ କୁମାର ନାଏକ) : ଜୁନାଗଡ ବ୍ଲକ୍ ଅନ୍ତର୍ଗତ ଛୋରିଆଗଡ ପଞ୍ଚାୟତ ସଭା ଗୃହରେ ଗଣପତି ଭାରତ ଗ୍ୟାସ, ଚିଲକପୂର୍ , ମୁଣ୍ଡରାଗୁଡ଼ା ସହଯୋରେ କୋଭିଡ୧୯ ନିୟମ ଅନୁଯାୟୀ ଏଲ‌ପିଜି ପଞ୍ଚାୟତ ସଭା ଅନୁଷ୍ଠିତ ହୋଇଯାଇଛି । ମହିଳାମାନେ କିପରି ଗ୍ୟାସ ବ୍ୟବହାର କରି ସୁରକ୍ଷିତ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଏବେ ଜିଲ୍ଲାରେ ୧୨ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ
Read More...

ଚାଲିଗଲେ ଅବସରପ୍ରାପ୍ତ ଟ୍ୟାଙ୍କ ମ୍ୟାନ୍ ମେଜର ଜେନେରାଲ ବସନ୍ତ ମହାପାତ୍ର

ଭୁବନେଶ୍ୱର : ଚାଲିଗଲେ ଅବସରପ୍ରାପ୍ତ ଟ୍ୟାଙ୍କ ମ୍ୟାନ୍ ମେଜର ଜେନେରାଲ ବସନ୍ତ ମହାପାତ୍ର । ଆଜି ଭୁବନେଶ୍ୱର ସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ହୃଦଘାତରେ ଦେହା‌ନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ମେଜର ଜେନେରାଲ ବସନ୍ତ କୁମାର
Read More...

ହୃଷିକେଶ ପାଢ଼ୀଙ୍କୁ ‘ପ୍ରକୃତି ବନ୍ଧୁ’

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଭାଲେଣ୍ଟାଇନ ଦିବସରେ ପ୍ରେମୀଯୁଗଳ ତାଙ୍କ ପ୍ରେମକୁ ସୁଦୃଢ କରିବା ପାଇଁ ମଜ୍ଜି ରହିଛ‌ନ୍ତି । ତେବେ ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧକ୍ଷ ଆଇନଜୀବୀ ହୃଷିକେଶ ପାଢ଼ୀ ପରିବେଶ ସୁରକ୍ଷା ବାର୍ତା ନେଇ ନିଜ ଗ୍ରାମ ବୋଲକଣାରୁ ଚନ୍ଦନପୁର ଅଭିମୁଖେ ଯାତ୍ରାରମ୍ଭ
Read More...

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୂଆପଡା ଜିଲ୍ଲାରେ ଜିଲ୍ଲାବ୍ୟାପୀ ବନ୍ଦ ପାଳିତ

ନୂଆପଡ଼ା : ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ବନ୍ଦ ପାଳିତ ହୋଇଛି । ନୂଆପଡା ଜିଲ୍ଲା ସଦର ମହକୁମାରେ ଜିଲ୍ଲା ସଭପତି ଘାସିରାମ ମାଝୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏକତା ଛକ ନିକଟରେ ଏକତ୍ରିତ ହୋଇ ଜାତୀୟ ରାଜପଥକୁ ବନ୍ଦ କରି ଦେବାରୁ
Read More...

କଂଟାବାଂଜି ଓ ତୁରେକେଲାରେ କଂଗ୍ରେସର ବନ୍ଦ ପାଳନ : ଡେଲି ମାର୍କେଟ ଓ ସାପ୍ତାହିକ ବଜାର ବ୍ୟତୀତ ସମସ୍ତ ଦୋକାନ ବଜାର…

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ସହରରେ କଂଗ୍ରେସର ଆହ୍ୱାନକ୍ରମେ ସୋମବାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ସୋମବାର ସାପ୍ତାହିକ ବଜାର ଥିବାରୁ ଉଭୟ ଡେଲି ମାର୍କେଟ ଓ ସାପ୍ତାହିକ ବଜାର ଉପରେ କୌଣସି ପ୍ରଭାବ ପଡି ନଥିଲା । ଏପରିକି ରେଲ ଚଳାଚଳରେ ମଧ୍ୟ ପ୍ରଭାବ ପଡି ନଥିଲା
Read More...

ଅଧ୍ୟାପକ ଦିନେଶ ଅଗ୍ରୱାଲାଙ୍କୁ ପ୍ରିୟ କବି ଲେଖକ ସମ୍ମାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବାଲେଶ୍ୱରର ଗାନ୍ଧୀ ସ୍ମୃତି ଭବନଠାରେ କେଦାର ଭାରତୀ ସାପ୍ତାହିକ ପତ୍ରିକାର ବାର୍ଷିକ ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି । ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ ବାର୍ଷିକ
Read More...

ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଧରିଲା ଏସଟିଏଫ୍ : ୨ ଗରିଫ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ପଳାଶପଡ଼ା ଛକରେ କଲର ପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚଢ଼ାଉ କଲା ଏସଟିଏଫ୍ । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କୁ ଗିରଫ କରିବା ସହ କଲର ପତରିଆ ବାଘ ଛାଲକୁ ଜବତ କରିଛି । ଗିରଫ
Read More...