Daily Archives

ଦେଓଗାଁ ବ୍ଳକ ୪ଟି ପଞ୍ଚାୟତ ଆନୁକୂଲ୍ୟରେ ପୁଷ୍‌ ‌ପୁନି ଭେଟଘାଟ ଉତ୍ସବ ଉଦଯାପିତ : ଦୁଲଦୁଲି, କରମା, କରମସାନୀ ସହ ବହୁ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅନ୍ତର୍ଗତ ସିଂହାମୁଣ୍ଡା, ରାମଚନ୍ଦ୍ରପୁର, ଦେଷଣ୍ଢ ଓ ଡୁମ୍ବେରପିଟା ୪ଟି ପଞ୍ଚାୟତର କଳାକାରମାନଙ୍କ ଉଦ୍ୟମରେ ଗୁରୁବାର ସକାଳ ପ୍ରାୟ ୧୦ଟାରୁ ଅପରାହ୍ନ ପର୍ୟ୍ୟନ୍ତ ପୁଷ୍‌ ପୁନି ଭେଟଘାଟ ସିଂହାମୁଣ୍ଡା ପଞ୍ଚାୟତର ଖଲିଆପାଲି ଗାଁରେ ଅନୁ‌ଷ୍ଠିତ
Read More...

ଧାନକ୍ରୟରେ ବାଦିମୁଣ୍ଡା ପେକ୍ସରେ ଅନିୟମିତତା ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବାଦିମୁଣ୍ଡା ମଣ୍ଡିରେ ଧାନ କ୍ରୟରେ ବହୁବିଧ ସମସ୍ୟା ଦେଖାଦେଇଛି । ଏହି ପେକ୍ସରେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ପଡି ରହିଥିବା ଦେଖିବାକୁ ମିଳିଛି । ମାସାଧିକ ସମୟ ଧରି ସ୍ଥାନୀୟ ଚାଷୀମାନେ ମଣ୍ଡିରେ ଭୋକ ଉପାସରେ ଧାନ ବସ୍ତା ଗୁଡିକୁ ଜଗି
Read More...

ଶିଶୁ ସମ୍ପର୍କ ଯାତ୍ରା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ଝରଣୀପାଲି ଓ ଭରସୁଜା ଗ୍ରାମ ପଂଚାୟତର ସମ୍ମିଳନୀ କକ୍ଷରେ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ତରଫରୁ ଶିଶୁ ସମ୍ପର୍କ ଯାତ୍ରା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭରସୁଜା ସରପଞ୍ଚ ଗଣେଶ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ
Read More...

ବଲାଙ୍ଗିର ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାମସ୍ୱାମୀ ମନ୍ଦିର ପରିସରରେ ମାଲପଡା ନାଗରିକ କମିଟିର ବୈଠକ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତଃ ଏହି ପଡାର ନାଳ ନର୍ଦ୍ଦମା ସଫେଇ
Read More...

ଦର୍ପନ ଟେଲି ଫିଲ୍ମର ଅଡିସନ ଅନୁ‌ଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ଠାରେ କୋଶଲି ଟେଲି ଫିଲ୍ମ ‘ଦର୍ପନ’ର ଅଡିସନ ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ ସାହିତ୍ୟ ଓ ସଂସ୍କୃତିକୁ ନେଇ ଗଠିତ ଏହି ଟେଲି ଫିଲ୍ମରେ ଅଡିସନରେ ବ୍ରହ୍ମାନନ୍ଦ ବନଛୋରଙ୍କ ଅକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ପ୍ରଯୋଜକ ବିନ୍ଦୁ ନାଏକ,
Read More...

ଅଭିଶପ୍ତ ଶୈଶବ : ସହାୟତା ମିଳିଲେ ହସିବ ଉର୍ମେଶୀ

ମ.ରାମପୁର, (ହେମନ୍ତ ସାହୁ) : ମାତ୍ର ନ ବର୍ଷର ଝିଅଟିଏ । ତୃତୀୟ ଶ୍ରେଣୀ ପରେ ପରେ ଚତୁର୍ଥରେ ନାମ ଲେଖାଇଥିଲା ଏବଂ ଲକଡ଼ାଉନ ପ୍ରଭାବରେ ବିଦ୍ୟାଳୟ ବନ୍ଦ ରହିବା କାରଣରୁ ଘରେ ରହି ପାଠପଢୁଥିଲା ଉର୍ମେଶୀ ମାଝୀ । ଆଜକୁ ଚାରିମାସ ତଳେ ଦିନେ ହଠାତ ତାର ଡ଼ାହାଣ ଗୋଡ଼ରେ କଷ୍ଟ ଅନୁଭବ କଲା । ରକା
Read More...

ବିଜ୍ଞାନ ଶିକ୍ଷକଙ୍କ କର୍ମଶାଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବାଲାଜି କଲେଜ ଠାରେ ବିଜ୍ଞାନ ଶିକ୍ଷକ କର୍ମଶାଳା ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଜ୍ଞାନ ପରିଷଦ ଭାରତ ସରକାରଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ୫୦ଜଣ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଭାଗ ନେଇଥିଲେ ।
Read More...

ବାଲିଗୁଡାର କୁଡୁପାକିଆରେ ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଉଦଘାଟିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଲ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କୁଡପାକିଆ ଠାରେ ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଗ୍ରାମାଞ୍ଚଳରେ ଥିବା ଖେଳାଳୀ ମାନଙ୍କର ଲୁକ୍କାୟିତ ଯୁବ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ
Read More...

ନୂଆ କୃଷି ଆଇନକୁ ବିରୋଧ କରି ଆସନ୍ତା୧୮ରେ ଚାଷୀଙ୍କ ଦେଶବ୍ୟାପୀ ରେଳରୋକ

ନୂଆଦି‌ଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନକୁ ଅଢ଼େଇ ମାସ ବିତିଗଲାଣି । ତେବେ ଏହି ଅଢେଇ ମାସ ଭିତରେ ଚାଷୀମାନେ କେତେବେଳେ ଟ୍ରାକ୍ଟର ରାଲି କରି ତ ଆଉ କେତେବେଳେ ଚକାଜାମ୍ କରି କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବୀ କରି ଆସୁଥିବା ବେଳେ ଏବେ ପୁଣି
Read More...

ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସହାୟତା ରାଶି ପାଇଁ ଦାବୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡରେ କିଛି ଦିନ ମଧ୍ୟରେ ଅନେକ ସଡକ ଦୁର୍ଘଟଣା ଘଟିଛି । ଏମିତିକି ଗତ ମଙ୍ଗଳବାର ଦିନ ଟିଟିଲାଗଡ ପୋଲିସ ଷ୍ଟେସନ ନିକଟରେ ଏକ ସଡକ ଦୁର୍ଘଟଣାରେ ଗୋଟିଏ ବୋଲେରୋ ପିକ ଅପ୍ ଗାଡ଼ି ମାଡ଼ିଯିବାରୁ ଅନେକ ଲୋକ ଆଘାତ ହେବା ସହ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା
Read More...