Daily Archives

କୁଡ଼ାସିଂହା ନୋଡାଲ ସ୍କୁଲରେ ମୋ ସ୍କୁଲ୍ ଅଭିଯାନ

ଦେଓଗାଁଁ, (ମନୀଷ କୁମାର ସାହୁ) : ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ସ୍ଥିତ ତିଳକ ରାମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 'ମୋ ସ୍କୁଲ' ଅଭିଯାନ ପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ସୁଶିଲ କୁମାର ଭୋଇଙ୍କ ସଭାପତିତ୍‌ତ୍ୱରେ ଏହି ସ୍କୁଲର ପୁରାତନ
Read More...

କାର ଧକ୍କାରେ ଯୁବକଙ୍କ ମୃତ୍ୟୁ : କ୍ଷତି ପୂରଣ ଦାବୀରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : କ୍ଷତି ପୂରଣରଣ ଦାବୀରେ ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ । ସଇଁନ୍ତଲା ବଙ୍ଗଳା ଛକର ୨୬ ନମ୍ବର ଜାତୀୟ ପଥକୁ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବୀରେ ରାସ୍ତାରୋକ କରାଯାଇଛି । ସୋମବାର ସକାଳେ
Read More...

ଅଚଳ ନଲକୂପ ମରାମତି ପାଇଁ ବିଡିଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଠେମରା ଗ୍ରାମରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଠେମରା ଏବଂ ଜାମତରା ଗ୍ରାମକୁ ନିକଟସ୍ଥ ଟଙ୍ଗଜୋରରୁ ପାନୀୟ ଜଳ ଯୋଗାଣ କରାଯାଉଥିବା ବେଳେ ଏକମାସ ପାନୀୟ ଜଳ
Read More...

ବଲାଙ୍ଗିରରେ ପ୍ରଥମ ଥର ପାଇଁ ଏକ ଅତ୍ୟାଧୁନିକ ଏଡଭେଞ୍ଚର ପାର୍କ ଏ୩ ୱାଲ୍ଡ ଉଦଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର): ବଲାଙ୍ଗିରରେ ପ୍ରଥମ ଥର ପାଇଁ ଏକ ଅତ୍ୟାଧୁନିକ ଏଡ୍‌ଭେଞ୍ଚର ପାର୍କ (ଦୁଃସାହସିକ ଉଦ୍ୟାନ) ଏ ଥ୍ରୀ ୱାଲ୍ଡ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ସହରରୁ ମାତ୍ର ୭ କିମି ଦୂର ଉଡାର ପଂଚାୟତ ଅଧିନରେ ଥିବା ଏକ ବନ ପାହାଡ ଘେରା ଜଲିଆ ଗ୍ରାମରେ ଏହାର ଶୁଭାରମ୍ଭ
Read More...

ସୁରକ୍ଷା କର୍ମୀ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ : କେତୋଟି ମାଓ କ୍ୟାମ୍ପ ଠାବ, ୨ ବନ୍ଧୁକ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲାଠୋର ନିକଟ ବେନ୍ଦେର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଲାଠୋର ଜଙ୍ଗଲରେ ଜବାନମାନେ ଆଜି ଅପରାହ୍ନ ୨ଟା ୪୫ ସମୟରେ କୁମ୍ବିଂ ଅପରେନସନ କରୁଥିଲେ । ଏହି ସମୟରେ
Read More...

ପୋଲିସ ହାଇସ୍କୁଲରେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମନୋହରପୁର ପୋଲିସ ହାଇସ୍କୁଲର ହିନ୍ଦୀ ଶିକ୍ଷକ ରାଜେନ୍ଦ୍ର କୁମାର ବନଛୋର ଓ ପୂର୍ବତନ ସଂସ୍କୃତ ଶିକ୍ଷକ ଭିକାରୀ ଚରଣ କର ଅବସର ଗ୍ରହଣ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯାଜ୍ଞସିନୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ
Read More...

କୋସଲୀ ଭାଷାରେ ପ୍ରାଇମର ସକାଶେ ପ୍ରସ୍ତୁତି

ବଲାଙ୍ଗୀର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି ୨୦୨୦ ଅନୁସାରେ ୨୦୨୨ ମସିହା ସୁଦ୍ଧା ଶିଶୁମାନଙ୍କୁ ପ୍ରାଥମିକ ସ୍ତରରେ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ ନିମନ୍ତେ ନିଷ୍ପତ୍ତି ହୋଇଛି । ପଶ୍ଚିମ ଓଡିଶାର ଅଧିବାସୀମାନଙ୍କ ମାତୃଭାଷା ହୋଉଛି କୋସଲୀ । ମାତ୍ର ଏ
Read More...

ରାକ୍ସିମୁଣ୍ଡା ସ୍କୁଲ ଜମି ହଡପ ଅଭିଯୋଗ

ବଲାଙ୍ଗିର : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ରାକ୍ସିମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲଟ ନଂ-୬୫ ଓ ୬୬ ଖାତା ନଂ-୦୩ ଅନ୍ତର୍ଗତ ଜମି ଯାହାକି ବିଦ୍ୟାଳୟ ନାମରେ ଅଛି, ସେହି ଗ୍ରାମର ଡମ୍ବରୁଧର ପୁଟେଲ, ପିତା - ସ୍ୱର୍ଣ୍ଣ ପୁଟେଲଙ୍କ ଦ୍ୱାରା ଉକ୍ତ ଜମିକୁ ହଡପ ହୋଇଥିବାର ଅଭିଯୋଗ ସ୍କୁଲ
Read More...

ବଲାଙ୍ଗିର ଜିଲ୍ଳା କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜାତୀୟ ପତାକାର ସମ୍ମାନ ରକ୍ଷା ଉଦ୍ଦେଶ୍ୟରେ ଶୋଭାଯାତ୍ରା ଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଳା କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜାତୀୟ ପତାକାର ସମ୍ମାନ ରକ୍ଷା ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଅଛି । ଗତ ୨୬ ତାରିଖ ଗଣତନ୍ତ୍ର ଦିବସ ଦିନ ଚାଷୀ ଆନ୍ଦୋଳନର ଆଳ ଦେଖାଇ ଖଲିସ୍ଥାନୀ ମାନେ ଭାରତର ଗୌରବ ଲାଲକିଲ୍ଲାରେ
Read More...

ତରଭା ଗଣ୍ଡାରାମ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ : କଳାପଥର ଦଳ ବିଜୟ

ତରଭା, (ଜିତେ‌ନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ସ୍ଥିତ ହାଇସ୍କୁଲ ଖେଳ ପଡିଆରେ ତରଭା ଗଣ୍ଡାରାମ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଅନ୍ତିମ ଦିବସ । ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ସଭ୍ୟ ତଥା ଜିଲ୍ଲା ବିଜେଡ଼ି ସଭାପତି ସରୋଜ କୁମାର
Read More...