ବରାହ ଆକ୍ରମଣରେ ଛେଳି ଚରାଉଥିବା ବୃଦ୍ଧାଙ୍କ ଗୋଡ଼ରେ ପଡ଼ିଲା ୧୭ଟି ଷ୍ଟିଚ: କାମ କରିବାକୁ ଅକ୍ଷମ, ସହାୟତା ଦାବୀ
ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ୧୧ଟା ସମୟରେ ଦେଓଗାଁ କଛାରପାଲି (କନ୍ଧପାଲି)ର ରମ୍ଭା ଭୂଏ ଦେଓଗାଁ ପ୍ରୋଜେକ୍ସ ନିକଟରେ ଥିବା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଠିକ ସମୟରେ ଜଙ୍ଗଲରେ ଥିବା ଏକ ବରାହ ବସାରେ ତାର ଦୁଇଟି ଶାବକକୁ ରଖିଥିବା ବେଳେ ତାର ନିକଟକୁ ଅଜାଣତରେ ଯିବାରୁ!-->…
Read More...
Read More...