Monthly Archives

January 2021

ରାଜ୍ୟରେ ଆଜି ୨୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୨୪୫ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୦୪ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ନିଆଁ ଲାଗି ବଜାରରେ ଥିବା ୧୦ ଟି ଦୋକାନ ଜଳିଗଲା

ଭଦ୍ରକ : ନିଆଁ ଲାଗି ବଜାରରେ ଥିବା ୧୦ ଟି ଦୋକାନ ଜଳିଗଲା ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲାର ତିହିଡି ବଜାରରେ ନିଆଁ ଲାଗି ବଜାରରେ ଥିବା ୧୦ ଟି ଦୋକାନ ଜଳିଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ବହୁ ସମ୍ପତ୍ତି କ୍ଷୟକ୍ଷତି ହୋଇଛି ବୋଲି
Read More...

ସାମୁହିକ ଅପହରଣ ମାମଲା : ରାଜସ୍ଥାନର ୩୮ ଆଦିବାସୀ ମହିଳାଙ୍କୁ ଅପହରଣ

କୋଟା : ମଧ୍ୟପ୍ରଦେଶର ଏକ ଗାଁର ୧୦୦ ରୁ ଅଧିକ ଲୋକଙ୍କ ଗୋଷ୍ଠୀ ସେମାନଙ୍କ ମୋଟରସାଇକେଲ ଚୋରି କରିବାରେ ସମ୍ପୃକ୍ତ ଥିବା ସନ୍ଦେହରେ ରାଜସ୍ଥାନର ୩୮ ଆଦିବାସୀ ମହିଳା ଏବଂ ଶିଶୁଙ୍କୁ ଅପହରଣ କରି ନେଇଥିଲେ । ଗୁରୁବାର ପୋଲିସ ଏହି ସୂଚନା ଦେଇଛି । ତେବେ ଅପରାଧର କିଛି ଘଣ୍ଟା ମଧ୍ୟରେ ରାଜସ୍ଥାନ
Read More...

ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓଙ୍କ ବିଭିନ୍ନ ଧାନ ବିକ୍ରୟ କେନ୍ଦ୍ର ପରିଦର୍ଶନ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହ ଦେଓ ବଲାଙ୍ଗୀର ସଦର ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏହା ସହ ବିଭିନ୍ନ ଧାନ ବିକ୍ରୟ କେନ୍ଦ୍ରକୁ ଯାଇ ଧାନ ମଣ୍ଡି ଗୁଡ଼ିକର ସ୍ଥିତି ପରଖି ଥିବା ଜଣାପଡ଼ିଛି ।
Read More...

କାୟଲାନା ହ୍ରଦରେ ଅଧିକାରୀ ନିଖୋଜ : ବୁଡ଼ିଯାଉଥିବା ବ୍ୟ‌କ୍ତି‌ଙ୍କୁ ବଂଚାଇବା ପାଇଁ କରୁଥିଲେ ଅଭ୍ୟାସ

ଯୋଧପୁର : ଯୋଧପୁରର କାୟଲାନା ହ୍ରଦରେବୁଡ଼ିଯାଉଥିବା ବ୍ୟ‌କ୍ତି‌ଙ୍କୁ ବଂଚାଇବା ପାଇଁ ରିହର୍ସାଲ ସମୟରେ ହେଲିକପ୍ଟରରୁ ପାଣି ଭିତରକୁ ଡେଇଁବା ପରେ ସେନାର ସ୍ପେଶାଲ ଫୋର୍ସ ୧୦ ପାରାର ୨୮ ବର୍ଷୀୟ କ୍ୟାପଟେନ ନିଖୋଜ ହୋଇଯାଇଛନ୍ତି । ତାଙ୍କ ସହିତ ପାଣିରେ ଡେଇଁ ପଡିଥିବା ଅବଶିଷ୍ଟ ତିନି ଜଣ
Read More...

ମର୍ଣ୍ଣିଙ୍ଗ୍‌ ଓ୍ଵାକ୍‌ରେ ଯାଉଥିବା ଯୁବତୀ‌ଙ୍କୁ ଦଳିଦେଲା ଟ୍ରକ୍‌ : ଘଟଣା ସ୍ଥଳରେ ମୃତ୍ୟୁ

ଯାଜପୁର : ଏକ ଦୁଃଖଦ ଖବର ସାରା ସହରକୁ ଶୋକାକୁଳ କରିଦେଇଛି । ମର୍ଣ୍ଣିଙ୍ଗ୍‌ ଓ୍ଵାକ୍‌ରେ ଯାଉଥିବା ଯୁବତୀ‌ଙ୍କୁ ଦଳିଦେଇଛି ଏକ ଟ୍ରକ୍ ।‌ ସୂଚନା ଅନୁସାରେ ଆଜି ସକାଳେ ସଦର ଥାନା ଅନ୍ତର୍ଗତ କେତକିଆ ଛକ ନିକଟରେ ଟ୍ରକ୍‌ ମାଡ଼ିଯିବାରୁ ମର୍ଣ୍ଣିଙ୍ଗ୍‌ ଓ୍ଵାକ୍‌ରେ ଯାଉଥିବା ଜଣେ ଯୁବତୀଙ୍କର
Read More...

ଆଜିିଠାରୁ ସ୍କୁଲରେ ପାଠପଢ଼ା : ଥର୍ମାଲ ସ୍କ୍ରିନିଂ ବ୍ୟବ‌ସ୍ଥା ସହ ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ଛାତ୍ରଛାତ୍ରୀ

ଭୁବନେ‌ଶ୍ୱର : ଆଜିଠୁ ଖୋଲିଛି ସ୍କୁଲ, କଲେଜ । ସ୍କୁଲ ଗୁଡିକରେ କରୋନା ଗାଇଡ଼୍‌ ଲାଇନ୍‌କୁ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ହାତ ସାନିଟାଇଜ କରିବା ଓ ସାମାଜିକ ଦୂରତା ପାଳନ କରିବା ଉପରେ ଗୁରୁତ୍ୱ ପ୍ରଦାନ
Read More...

ମାର୍କେଟ୍‌ରେ ଆଜି ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୧୫ ଟଙ୍କା, ଭେଣ୍ଡି - ୫୦ ଟଙ୍କା, ବିମ୍‌ - ୪୦ ଟଙ୍କା, ସିମ୍ବ - ୬୦ ଟଙ୍କା, ଆଳୁ - ୩୦ ଟଙ୍କା, ପିଆଜ - ୪୦ ଟଙ୍କା,
Read More...

ଅବହେଳିତ କଣ୍ଠେଶ୍ୱରପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଜମରତଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନ୍ତର୍ଲା ଏବଂ ବେହେରାଟାଲ ଗ୍ରାମର ଚାଷୀ ମାନେ ପଦ୍ମପୁର କ୍ଷୁଦ୍ର ଜଳସେଚନ ଯୋଜନାର ନିର୍ବାହୀ ଯନ୍ତ୍ରୀଙ୍କୁ ସାକ୍ଷାତ କରି ପ୍ରକଳ୍ପର ଅସଂପୂର୍ଣ୍ଣ କେନାଲ ଅନ୍ତର୍ଲା ପଟକୁ ହେଡ୍‌ରେ ଗୁଲେଟର ସରପ୍ଲସ
Read More...

ସାହାଯ୍ୟର ହାତ ବଢ଼ାଇଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗୀର, (କେପିଏନ୍ଏସ୍) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବଡ଼ଉଡେନ ଗାଁର ଅନିଲ ନାଏକଙ୍କ ଶରୀର ସମ୍ପୂର୍ଣ ପୋଡି ଯାଇଥିଲା । ତାଙ୍କ ସ୍ତ୍ରୀ ପାଟଣାଗଡ଼ ଡାକ୍ତରଖାନାକୁ ଆଣିବା ପରେ ସେଠାରୁ ବଲାଙ୍ଗୀରକୁ ଡାକ୍ତର ରେଫର କରିଥିଲେ । ତାଙ୍କ ସ୍ତ୍ରୀ ଏବଂ ଜଣେ ସମ୍ପର୍କୀୟ
Read More...