Daily Archives

ଷ୍ଟ୍ରେଚର ନ ମିଳିବାରୁ ଶେଷରେ କାନ୍ଧରେ ବୁହାହେଲେ ରୋଗୀ

ସମ୍ବଲପୁର : ଷ୍ଟ୍ରେଚର ନ ମିଳିବାରୁ ଶେଷରେ କାନ୍ଧରେ ବୁହାହେଲେ ରୋଗୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ବୁର୍ଲା ମେଡିକାଲରେ । ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ଏହି ମେଡିକାଲରେ ଏଭଳି ଚରମ ଅବହେଳାକୁ ନେଇ ଉଠିଛି ପ୍ରଶ୍ନ । ରୋଗୀ ଜଣକ ଅସ୍ଥିଶଲ୍ୟ
Read More...

ମାଓବାଦୀ ନାଁ ନେଇ ମାଗୁଥିଲା ଟଙ୍କା : ଗିରଫ କଲା ପୋଲିସ

ଲକ୍ଷ୍ମୀପୁର : ମାଓବାଦୀ ନାଁ ନେଇ ଅଭିଯୁ‌କ୍ତ ଜଣକ ମାଗୁଥିଲା ଟଙ୍କା, ତେବେ ଅଭିଯୁ‌କ୍ତ ଗିରଫ କରିଛି ପୋଲିସ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ସୁନାବେଡା ଲକ୍ଷ୍ମୀପୁର ବ୍ଲକ ପଞ୍ଚଡା ପଞ୍ଚାୟତ ଆମ୍ବଳି ଆମ୍ବଗୁଡା ଗାଁ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷୟିତ୍ରୀ
Read More...

ଭାରତୀୟ ଜନତା ପାର୍ଟି ତରଫରୁ ଚାଷୀଙ୍କ ସମସ୍ୟାକୁ ନେଇ ଧର୍ମଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…

କଳାହାଣ୍ଡି, (ପି.କେ ସାହୁ) : ଭାରତୀୟ ଜନତା ପାର୍ଟି ତରଫରୁ ଚାଷୀଙ୍କ ସମସ୍ୟାକୁ ନେଇ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଏକ ବିଶାଳ ରାଲିରେ ଧର୍ମଗଡ଼ ପରିକ୍ରମା କରିବା ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ରାଜ୍ୟ ସରକାରଙ୍କ ଚାଷୀ ମାରଣ
Read More...

କବିତା : କଥାରେ କଥାରେ

ଶ୍ରଦ୍ଧାଞ୍ଜଳି ପଣ୍ଡା କଥାରେ କଥାରେ ତୁମେଗଢି ଦେଇପାରଚନ୍ଦ୍ରଲୋକରେ, ଇନ୍ଦ୍ର-ମହଲ ଟିଏସାତତାଳ ପାଣି ଭିତରେହୀରା ନୀଳା ମୋତି ମାଣିକ୍ୟରରାଜ ଉଆସ ଟିଏ । ହେଲେ କେବେବୁଝିବାକୁ ଚେଷ୍ଟା କରିଛଗଛ ତଳେ କିମ୍ବା ତମ୍ବୁ ଭିତରେଶୋଇ ରାତିରେ ତାରା ଗଣୁଥିବାଗରିବ ପରିବାରର କଷ୍ଟକୁ ? କଥାରେ
Read More...

ପୁଷ୍ ପୁନି ଦିନ ଛେର୍ ଛେର୍ ଛେର୍ ଛେରା’ ଧ୍ବନିରେ ଫାଟି ପଡ଼ିଲା ଗାଁ ଦାଣ୍ଡ : ଗ୍ରାମାଞ୍ଚଳରେ ଛୁଆଠୁ ବୁଢ଼ା,…

ଦେଓଗାଁ, (ମନୀଷ କୁମାର ସାହୁ) : ଛେର୍ ଛେର୍ ଛେର୍ ଛେରା, ଇ' ଘରର୍ ବୁଢ଼ୀ କାହିଁଗଲା, କୁଁଡ଼ା ଖାଇ ଖାଇ ଛେରେଇ ହେଲା…… ଦିଅ ଗୋ' ମା ଛେର୍ ଛେରା… ବୋଲି ଫାଟିପଡେ ପୁଷପୁନି ଦିନ ଗାଁ ଦାଣ୍ଡ । ସକାଳ ପାହିଲା ମାତ୍ରେ ହାତରେ ବ୍ୟାଗ ଗୋଟେ ଧରି ଛୁଆଠୁ ବୁଢା ପର୍ଯ୍ୟନ୍ତ ଘର ଘର ବୁଲି ଛେର୍
Read More...

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଉପରଝରରେ ନିଧି ସଂଗ୍ରହ ଅଭିଯାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗ୍ରାମରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ସକାଶେ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀମାନେ ଓ ଉପରଝରର ଯୁବ ସଙ୍ଗଠନର ସୂର୍ଯ୍ୟମଣି ବୁଦ୍ଧିଆ, ଇଶ୍ଵର ପଧାନ, ରୋହିତ ବାରିକ, ସଞ୍ଜୁ
Read More...

ରାଜ୍ୟ ସରକାରର ଚାଷୀମାରଣ ନୀତିକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ସହ ଗଣ ଧାରଣା ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଜ୍ୟ ସରକାରର ଚାଷୀମାରଣ ନୀତି ଓ କୃଷକ ଅଧିକାରକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଆଜି ଏକ ବିକ୍ଷୋଭ ସହ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ
Read More...

ବସ୍ ସହିତ ଗ୍ୟାସ ବୋଝେଇ ଟ୍ରକ ଧକ୍କା : ଜଳିଗଲେ ୫୩ଜଣ, ୨୯ ଗୁରୁତର

ନୂଆଦିଲ୍ଲୀ : ଆଫ୍ରିକାର କେମ୍ରୁନର ପଶ୍ଚିମ ସହର ଡଚାଙ୍ଗରେ ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ହୋଇଛି । ଇନ୍ଧନ ଭର୍ତ୍ତି ଟ୍ରକଟି ଦୁର୍ଘଟଣା ହେବାରୁ, ଟ୍ରକ ଓ ବସ୍‌ରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ଯାତ୍ରୀ ଚାପି ହୋଇଥିବା ବେଳେ ଆଉ କିଛି ନିଆଁରେ ପୋଡି ମୃତ୍ୟୁବରଣ
Read More...

ସମ୍ମାନଜନକ ବେନିମାଧବ ସମ୍ମାନ ପାଇବେ ଦୁଃଖନାଶନ ବେହେରା

ସମ୍ବଲପୁର, (ପୁସ୍ତମ ଯୁଆଡି ): ପଶ୍ଚିମ ଓଡିଶାର କଳା, ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର, କଳାକାର ମାନଙ୍କୁ ସମ୍ମାନ ଜଣାଇବା ପାଇଁ 'ଗଙ୍ଗାଧର ବିଶି ପ୍ରକାଶନୀ' ପକ୍ଷରୁ ବେନିମାଧବ ସମ୍ମାନ' ଗତବର୍ଷଠାରୁ ପ୍ରଦାନ କରାଯାଉଛି । ଏହି ସମ୍ମାନ ସ୍ୱରୂପ ଏକଲକ୍ଷ ଟଙ୍କାର ପୁରସ୍କାର ରାଶି ସହ
Read More...

ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ମେଡିକାଲ ଅଫିସର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ହେମଗିରି ସିଏସିର ମେଡିକାଲ୍ ଅଫିସର ଇନଚାର୍ଜ ଡାକ୍ତର ଶ୍ରଦ୍ଧାକର ଗଡତିଆ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ହେମଗିରି ହସ୍ପିଟାଲର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ କଳ୍ପନା ପଟେଲଙ୍କଠାରୁ ଛୁଟି ମଞ୍ଜୁର କରିବା ପାଇଁ ସେ ପାଞ୍ଚ ହଜାର ଟଙ୍କା
Read More...
error: Content is protected !!