Yearly Archives

2020

ଭିକ୍ ମାଗି କୁଟୁମ୍ ପୁଷୁଛନ୍‌ ସାଂରଗି କଲାକାର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ବ୍ଲକର କୁଟୁମଡୋଲା ପଂଚାୟତର ଦୁଆନପାଲି ଗାଁର୍ ଲୋକ୍ କଲାକାର୍ ବିରଂଚି ନାଏକ୍ ( ୬୦) ଇହାଦେ ଭିକ୍ ମାଗିକରି କୁଟୁମ ପୁସୁଛନ୍ । ଗଲା ତିରିଶ୍ ବଛର୍ ଧରି ଲୋକ୍ ବାଦ୍ୟ ସାରଂଗି ହେଇଛେ ତାକର୍ ଜୀବନ୍‌ ଜୀବିକାର୍‌ ଆଶାବାଡି । ସକାଲ୍ ସକାଲ୍ ଥିର
Read More...

କରୋନାର କରୁଣ ଚିତ୍ର : ସ୍କୁଲ ବନ୍ଦ ଯୋଗୁଁ ରାସ୍ତା କଡରେ ଛତୁ ବିକ୍ରି କରୁଛନ୍ତି ଛାତ୍ରଛାତ୍ରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଅସହାୟ, ଗରିବ ନୀରିହ ଭଳି ଅନେକ ଲୋକଙ୍କ ପାଇଁ ପାଲଟିଛି ଅଭିଶାପ । ପେଟ ନାଇଁ ନାଟ । କିଏ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇଛି ତ କିଏ ନିଜ ରାଜ୍ୟରେ କାମ କରୁଛି । ପାଠ ପଢ଼ା ବୟସରେ ବି ରାସ୍ତା କଡରେ ଛତୁ ବିକ୍ରି କରୁଥିବା ଏକ
Read More...

ବଲାଙ୍ଗିର ଜିଲ୍ଲାରେ ୧୦ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସରକାରୀ ରିପୋର୍ଟରେ କୁହାଯାଇଛି । ତେବେ ଆଜିର ଆକ୍ରାନ୍ତ ତାଲିକାରେ ବଲାଙ୍ଗିର ପୌରାଂଚଳର ଗୋଟିଏ ବି ପଜିଟିଭ୍‌ ନାହାନ୍ତି । ଗ୍ରାମାଂଚଳରୁ ପାଟଣାଗଡ଼ ବ୍ଲକ୍‌ ବିନ୍ଧନ୍‌ପଦରରୁ ୧,
Read More...

ଚୀନ୍‌ ସେନାକୁ ଉଚିତ ଜବାବ୍‌ ଦେଲେ ଭାରତୀୟ ଯବାନ୍‌

ନୂଆଦିଲ୍ଲୀ : ଲଦ୍ଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଉପରେ ଚୀନ ସେନା ଧସେଇ ପଶିବାକୁ ଷଡ଼ଯନ୍ତ୍ର କରୁଥିବା ବେଳେ ଭାରତୀୟ ଯବାନ୍‌ ସେମାନଙ୍କ ସମସ୍ତ ଯୋଜନାକୁ ପଣ୍ଡ କରି ଦେଇଛନ୍ତି । ଏଲ୍‌ଏସି.ର ବ୍ଲେକ୍‌ ଟାପ୍‌ ପୋଷ୍ଟକୁ ନିଜ ଅକ୍ତିଆରକୁ ନେବାରେ ସଫଳ ହୋଇଛନ୍ତି ଭାରତୀୟ ସେନା
Read More...

ବୌଦ୍ଧ ଜିଲ୍ଲାରେ ଆଜି ୩୬ ପଜିଟିଭ ଚିହ୍ନଟ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲାରେ ଆଜି ଗୋଟିଏ ଦିନରେ ୩୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୯ ଜଣ କରୋନା ଯୋଦ୍ଧା ରହିଛନ୍ତି । କୋରନା ଯୋଦ୍ଧା ମାନଙ୍କ ମଧ୍ୟରେ ଅଗ୍ନିଶମ ବାହିନୀର ୩ ଜଣ, କୋଭିଡ ସେଣ୍ଟରର
Read More...

ପୁଣି ରାହୁଲ ଗାନ୍ଧୀ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ବିଗତ ଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି ବିଶେଷ ଭାବରେ ଆଲୋଚନାର ପରିସରକୁ ଆସିଥିବା ରାହୁଲ ଗାନ୍ଧୀ ପୁଣି ଦେଶରେ ବଢ଼ି ଚାଳିଥିବା କରୋନା ସଂକ୍ରମଣ,
Read More...

ସାମ୍ବାଦିକଙ୍କୁ ବୀମା ସୁରକ୍ଷା ପ୍ରଦାନ ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ୟୁପି ସରକାରଙ୍କ ପାଖରେ ଦାବୀ

ଲଖ୍‌ନୌ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶ ସରକାରଙ୍କ ପାଖରେ ସାମ୍ବାଦିକମାନଙ୍କୁ ବୀମା ସୁରକ୍ଷା ପ୍ରଦାନ କରିବା ପାଇଁ ଦାବୀ ରଖିଛନ୍ତି । ସେ କହିଛନ୍ତି ଯେ, କରୋନା ମହାମାରୀ କାଳରେ ସାମ୍ବାଦିକମାନେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଲକ୍ଷେ୍ନøରେ
Read More...

ବ୍ଲକ୍‌ ଶିକ୍ଷା ଅଧିକାରୀ ଶ୍ରୀମତୀ ସନ୍ତୋଷିନୀ ସେଠୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବ୍ଲକ୍‌ର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଶ୍ରୀମତୀ ସନ୍ତୋଷିନୀ ସେଠୀ, ବ୍ଲକ୍‌ ଶିକ୍ଷାଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ପ୍ରଦୀପ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ପୁଣି ୩୨୧୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୨୧୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୬୬, ବାଲେଶ୍ୱରରୁ ୧୯୪, ବରଗଡ଼ରୁ ୧୮୫, ଭଦ୍ରକରୁ ୮୭, ବଲାଙ୍ଗିରରୁ
Read More...

ଭୀମସାରରେ ଚୁକ୍ତଭିତ୍ତିକ ୪୧ ଜଣ ନର୍ସଙ୍କୁ ସ୍ଥାୟୀ ନିଯୁକ୍ତି

ସମ୍ବଲପୁର, (ଦାମୋଦର ପଣ୍ଡା) : ଭୀମସାରରେ ଚୁକ୍ତଭିତ୍ତିକ ନିଯୁକ୍ତିରେ ଥିବା ୪୧ ଜଣ ନର୍ସଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଛି । ଦୀର୍ଘ ଛଅ ବର୍ଷରୁ ଅଧିକ ଚାକିରି କଲା ପରେ ମଧ୍ୟ ସ୍ଥାୟୀ ନିଯୁକ୍ତି ହୋଇ ନ ଥିବାରୁ ନର୍ସମାନେ ବହୁଥର ଆନ୍ଦୋଳନ କରିଥିଲେ । ଏହା ବାହାରେ ମଧ୍ୟ ଚୁକ୍ତଭିତ୍ତିକ
Read More...