csstore

ରାମ ମନ୍ଦିର ଆଙ୍କିଲେ ଚିତ୍ରକଳା ଶିଳ୍ପୀ ବାସୁଦେବ ମେହେର

ବଲାଙ୍ଗିର, (କେପିଏନ୍ଏସ୍) : ରାମ ମନ୍ଦିର ଆଙ୍କୁଛନ୍ତି ଚିତ୍ରକଳା ଶିଳ୍ପୀ ବାସୁଦେବ ମେହେର । ଅବସରପ୍ରାପ୍ତ ଚିତ୍ରକଳା ଶିକ୍ଷକ ଶ୍ରୀ ମେହେର ଜଣେ ଉଚ୍ଚକୋଟୀର ଚିତ୍ର ଶିଳ୍ପୀ ହୋଇଥିବା ବେଳେ ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଉତ୍ସବରେ ଉତ୍ସାହିତ ହୋଇ ରାମ ମନ୍ଦିର ଆଙ୍କୁଛନ୍ତି । ଅନେକ ସମୟରେ ସେ ଅଯୋଧ୍ୟାକୁ ଭ୍ରମଣ ପାଇଁ ଯାଇଥିବା ବେଳେ ତାଙ୍କୁ ବେଶ୍ ମୁଗ୍ଧ କରିଥିଲା ଅଯୋଧ୍ୟାର ଦୃଶ୍ୟରାଜି ଏବଂ ତାହା ହିଁ ତୂଳୀ ଦେଇ ଓହ୍ଲେଇ ଆସୁଛି ଚିତ୍ରରେ ବୋଲି ବଲାଙ୍ଗିର ବରପାଲିପଡ଼ା ନିବାସୀ ଚିତ୍ରକଳା ଶିଳ୍ପୀ ବାସୁଦେବ ମେହେର ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.