ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସରିଆଁରେ ବୃକ୍ଷରୋପଣ କାର୍ୟ୍ୟକ୍ରମ
କଲାହାଣ୍ଡି, (ପ୍ରଦୀପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସରିଆଁ ଠାରେ ଏକ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ଆସ ଆମେ ଗଛ ଲଗାଇବା ଗୋଟିଏ ଗଛ ନିଜ ପାଇଁ ତ ଅନ୍ୟଟି ସମାଜ ପାଇଁ ’ ଉକ୍ତିକୁ ପାଥେୟ କରି ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ଉପ!-->…
Read More...
Read More...