ସିନ୍ଧେକେଲା ପୁଲିସ ପକ୍ଷରୁ ନୀରବ ପ୍ରାର୍ଥନା ଏବଂ ଶପଥ ପାଠ

ସିନ୍ଧେକେଲା,(କେପିଏନ୍ଏସ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅହ୍ୱାନ କ୍ରମେ ସିନ୍ଧେକେଲା ପୁଲିସ ପକ୍ଷରୁ ନୀରବ ପ୍ରାର୍ଥନା ଏବଂ ଶପଥ ପାଠ କରାଯାଇଥିଲା । ଆଇଆଇସି ଅନନ୍ତ କୁମାର ପଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଥାନାର ଅନ୍ୟ ଅଧିକାରୀ ତଥା କର୍ମଚାରୀମାନେ ତଥା ସ୍ଥାନୀୟ ସାମ୍ବାଦିକମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.