Yearly Archives

2020

ବିଗୁଡ଼ୁଛି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବା ଜଣାପଡିଛି । ହ୍ୱାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍ ମାର୍କ ମୋଡେଜ କହିଛନ୍ତି ଏବେ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ଅବସ୍ଥାରେ ରହିଛି । ସୂଚନାଯୋଗ୍ୟ, ଦୁଇଦିନ ତଳେ ତାଙ୍କର କରୋନା ଟେଷ୍ଟ
Read More...

ଗିରଫ ହେଲା ଆଇଏସ୍‌ଆଇ ଏଜେଣ୍ଟ

କୋଟା : ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇର ଜଣେ ଏଜଣ୍ଟକୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଭାରତୀୟ ସେନା ଶିବିର ଅଚଂଳରୁ ଗିରଫ କରାଯାଇଛି ସଂପୃକ୍ତ ସନ୍ଦିଗ୍ଧ ବ୍ୟକ୍ତିକୁ । ଏହି ଗୁପ୍ତଚର ଜଣକ ସେନାର ଗୁପ୍ତତଥ୍ୟ ନେଇ ପାକିସ୍ତାନର ଗୁପ୍ତଚର ସଂସ୍ଥା
Read More...

ଦିଲ୍ଲୀରେ ଏବେ ୩୧ ଅକ୍ଟୋବର ଯାଏଁ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ : ସାରା ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ତେବେ ନୂଆଦିଲ୍ଲୀରେ ମଧ୍ୟ ସଂକ୍ରମଣ ହାତ କମିନାହିଁ । ଏଭଳି ପରିସ୍ଥତିରେ ଅନାବଶ୍ୟକ ଭାବେ ବାହାରକୁ ବାହାରିବା ବିପଦମୁକ୍ତ ନୁହେଁ । ଏଣୁ ଦିଲ୍ଲୀ ସରକାର ସମସ୍ତ ସ୍କୁଲକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତ୍ତି
Read More...

ସ୍ୱେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତରଫରୁ ଗୁରୁକୁଳ ସପ୍ତର୍ଷି ସେବାଶ୍ରମକୁ ସହାୟତା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତାର ସପ୍ତମ ବର୍ଷ ପୁର୍ତ୍ତି ଅବସରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ ଜନହିତକର କାର୍ୟ୍ୟକ୍ରମ ହାତକୁ ନେଇଛି । ଏହି କ୍ରମରେ ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ
Read More...

ବିରାଟ ଶୋଭାଯାତ୍ରାରେ ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର ପହଂଚିଲା ସ୍ୱର୍ଗଦ୍ୱାର

ଭୁବନେଶ୍ୱର : ପିପିଲିରୁ ଏକ ବିରାଟ ଶୋଭାଯାତ୍ରାରେ ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର ପହଂଚିଛି ପୁରୀ ସ୍ୱର୍ଗଦ୍ୱାରରେ । ହସ୍‌ପିଟାଲ୍‌ରୁ ସ୍ୱର୍ଗତ୍‌ ମହାରଥୀଙ୍କ ମର ଶରୀରକୁ ସିଧା ବିଧାନସଭା ପରିସରକୁ ଅଣାଯିବା ପରେ ପିପିଲିର ତାଙ୍କ ବାସଗୃହକୁ ଅଣାଯାଇଥିଲା । ସେଠାରୁ ଏକ ବିରାଟ
Read More...

ଟାଙ୍ଗିଆ ଏବଂ ଭୁଜାଲିରେ ଆକ୍ରମଣ : ଲୁଟିନେଲେ ଲକ୍ଷାଧିକ ଟଙ୍କା, ସୁନାଗହଣା

ବାଲେଶ୍ୱର : ଟାଙ୍ଗିଆ ଏବଂ ଭୁଜାଲି ଦ୍ୱାରା ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେବାଭଳି ଏକ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପାଇକାଳପୁର ଗାଁରେ ଘଟିଛି । ସୂଚନା ଅନୁସାରେ ଏହି ଗାଁର ସୁଦାମ ଚରଣ ସାହୁ ସାରଡାଙ୍ଗ ବଜାରରେ ଶମ୍ଭୁନାଥ ଜୁଏଲାରୀ ଦୋକାନ ଖୋଲିଥିଲେ ।
Read More...

କରୋନାରେ ରୀତିମତ ଗଡ଼ୁଛି ମୁଣ୍ଡ : ସଂଗୀତ ଅଗ୍ରୱାଲଙ୍କ ପ୍ରାଣହାନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନାରେ ରୀତିମତ ଗଡ଼ୁଛି ମୁଣ୍ଡ । ସହରବାସୀ ଏଭଳି ସ୍ଥିତିକୁ ଦେଖି ଆତଙ୍କିତ ହୋଇ ପଡ଼ିଥିବା ବେଳେ ସହରର ଜଣେ ଉଦ୍ୟୋଗପତି ସଂଜୀବ ଅଗ୍ରୱାଲ(୪୯) କରୋନା ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଥିବା ସୂଚନା ମିଳିଛି । ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ସେ
Read More...

ହାଥ୍‌ରସ୍‌ ମାମଲାରେ କେବଳ ପୁଲିସ ଉପରେ ଏକ୍ସନ, ଡିଏମ୍‌ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଶୂନ୍‌ : ଆଇପିଏସ୍‌…

ଲଖ୍‌ନଉ : ହାଥ୍‌ରସ୍‌ ମାମଲାରେ କେବଳ ପୁଲିସ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଡିଏମ୍‌ଙ୍କ ଉପରେ ଏକ୍ସନ ଶୂନ୍‌ ରହିଥିବା ବେଳେ ଆଇପିଏସ୍‌ ଏସୋସିଏସନ୍‌ ଅସନ୍ତୋଷ ପ୍ରକାଶ କରିଛି । ଏସୋସିଏସନ୍‌ ପକ୍ଷରୁ କୁହାଯାଇଛି ଯେ, ଯଦି ଏସ୍‌ପି.ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ
Read More...

ପୁଣି ଲଜ୍ଜାଜନକ ଘଟଣା : ୪ ଯୁବକଙ୍କ ଦ୍ୱାରା ମହିଳା ଗଣ ଦୁଷ୍କର୍ମର ଶିକାର, ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ

ନୂଆଦିଲ୍ଲୀ : ପୁଣି ଘଟିଲା ଲଜ୍ଜାଜନକ ଘଟଣା । ହାଥ୍‌ରସ୍‌ ଗଣ ଦୁଷ୍କର୍ମ ଘଟଣା ସାରା ଦେଶକୁ ବିଚଳିତ କରି ଦେଇଥିବା ବେଳେ ଦିଲ୍ଲୀ ନିକଟବର୍ତ୍ତୀ ଗୁରୁଗ୍ରାମରେ ୩୨ ବର୍ଷୀୟ ଜଣେ ମହିଳାଙ୍କ ସହ ୪ ଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ଖବର ଏବେ ସାରା ଦେଶରେ ପୁଣି ଚର୍ଚ୍ଚାର ନିଆଁରେ ଘିଅ ଢ଼ାଳିଛି
Read More...

ପେଟର ଜ୍ୱାଳାରେ ପୁଣି ଦାଦନମୁହାଁ ହେଲେଣି ପ୍ରବାସୀ : ଘୋଷଣାରେ ସୀମିତ ପ୍ରବାସୀଙ୍କୁ କାମ, ଗାଁ ଗାଁରେ ଘୁରି ବୁଲୁଛି…

ଦେଓଗାଁ, (ମନୀଷ କୁମାର ସାହୁ) : ପରିବାର ପ୍ରତିପୋଷଣ ନିମନ୍ତେ ଦେଓଗାଁ ଅଞ୍ଚଳର ବହୁ ଯୁବକ ଯୁବତୀ ବାହାର ରାଜ୍ୟର ବିଭିନ୍ନ କଳକାରଖାନା ତଥା ଘରୋଇ ଅନୁଷ୍ଠାନମାନଙ୍କରେ କାର୍ୟ୍ୟ କରିଥାନ୍ତି । ନିଜ ଅଞ୍ଚଳରେ କାମ ପାଉ ନଥିବାରୁ ବାହାର ରାଜ୍ୟକୁ ଯାଇ ରୋଜଗାରକ୍ଷମ ହେବା ସହିତ ନିଜ ପରିବାରର
Read More...