Yearly Archives

2020

ଆଇଟିଆଇ ଅନ୍‌ଲାଇନ୍‌ ପରୀକ୍ଷା ବ‌ନ୍ଦ କରିବାକୁ ଦାବୀ କଲା ଦେଶର ଘରୋଇ ଆଇଟିଆଇ ସଂଘ

ନୂଆଦି‌ଲ୍ଲୀ : ଦିଲ୍ଲୀ ସ୍ଥିତ ଜନ୍ତରମନ୍ତର ଠାରେ ଓଡିଶା ଘରୋଇ ଆଇଟିଆଇ ସଂଘ ନେତୃତ୍ବରେ ସର୍ବଭାରତୀୟ ଘରୋଇ ଆଇଟିଆଇ ଗୁଡ଼ିକୁ ନେଇ ଅନ୍‌ଲାଇନ୍‌ ପରୀକ୍ଷାକୁ ବ‌ନ୍ଦ କରିବା ପାଇଁ ଏକ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦିଆଯିବା ସହ ବିଭାଗୀୟ ମନ୍ତ୍ରୀ ମହେନ୍ଦ୍ରନାଥ ପଣ୍ଡେଙ୍କୁ ଏକ ଦାବୀ ପତ୍ର
Read More...

ଚାଷୀଙ୍କୁ ଦଳିଦେଲା ଦନ୍ତା ହାତୀ

ପାଲଲହଡା : ଗତକାଲି ରାତିରେ ଜଣେ ଚାଷୀଙ୍କୁ ଦନ୍ତା ହାତୀ ଦଳି ଦେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଶ୍ରୀରାମପୁର ଗାଁର ଅନାଦି ହାଣ୍ଡିଆରୀ ୧୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନିଜ କ୍ଷେତ ଜଗିବାକୁ ଯାଉଥିଲେ । ମୃତ ଚାଷୀ ଜଣକ ଫସଲ ଜଗିବାକୁ ଯାଉଥିବା ବେଳେ ଅନ୍ଧାର ରାତିରେ
Read More...

ଫରେଷ୍ଟ ଗାର୍ଡ ନିଖୋଜ ଘଟଣା : ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ପରିବାର ଲୋକ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଫରେଷ୍ଟ ଗାର୍ଡ ସୁହାଗ ରଞ୍ଜନ ପଣ୍ଡା ନିଖୋଜ ହେବାର ଦୀର୍ଘ ଦିନ ହୋଇଗଲା । କିନ୍ତୁ ଏଯାଏଁ ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ । ଏନେଇ ବନ ବିଭାଗ ଓ ପୋଲିସଙ୍କ ପକ୍ଷରୁ ଖୋଜା ଖୋଜି ଚାଲିଛି । ତେବେ ସୁହାଗଙ୍କୁ ନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳି ପାରୁ
Read More...

ପାନୀୟ ଜଳର ମାନ ପରୀକ୍ଷଣ ଶିବିର

ଲୋଇସିଂହା, (କେପିଏନଏସ): ଲୋଇସିଂହା ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପାନୀୟ ଜଳର ଗୁଣବତ୍ତା ଓ ମାନ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଲୋଇସିଂହା ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ବିଭାଗୀୟ କନିଷ୍ଠ
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗୁଜରାଟର କେୱଡିଆଠାରେ ଆରୋଗ୍ୟ ବନ, ଆରୋଗ୍ୟ କୁଟୀର, ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମନ୍ଵିତ ବିକାଶ ପ୍ରକଳ୍ପ ଅଧୀନରେ ଗୁଜରାଟର କେୱଡିଆଠାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଶ୍ରୀ ମୋଦୀ ଆରୋଗ୍ୟ ବନ ଏବଂ ଆରୋଗ୍ୟ କୁଟୀର ସହ ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ ମଧ୍ୟ ଉଦଘାଟନ କରିଛନ୍ତି । ୧୭ ଏକର ପରିମିତ
Read More...

ଡୋନାଲ୍ଡ ଟ୍ରମ୍ପ ଆମେରିକୀୟମାନଙ୍କୁ ପରସ୍ପର ବିରୁଦ୍ଧରେ ଠିଆ କରିଛନ୍ତି : ବାଇଡେନ

ୱାଶିଂଟନ୍ : ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜାତି, ଜନଜାତି ଏବଂ ଜାତୀୟ ସଂଗୀତ ଆଧାରରେ ଆମେରିକାର ଲୋକଙ୍କୁ ପରସ୍ପର ବିରୁଦ୍ଧରେ ଠିଆ କରି ଦେଇଥିବା ଅଭିଯୋଗ କରିଛନ୍ତି । ଶୁକ୍ରବାର ଦିନ ମିନେସୋଟା ଠାରେ ଏକ ରାଲିରେ
Read More...

ମୁସଲମାନ ଜଗତରେ ଫ୍ରାନ୍ସ ବିରୋଧରେ ବୃଦ୍ଧି ପାଇଲା ଆକ୍ରୋଶ : ହଜାର ହଜାର ଲୋକ ବିଭିନ୍ନ ଦେଶରେ ରାସ୍ତାକୁ ଓ‌ହ୍ଲାଇଲେ

ଦୁବାଇ : ପାକିସ୍ତାନ, ଲେବାନନ୍ ଏବଂ ପାଲେଷ୍ଟାଇନ ଅଞ୍ଚଳ ସମେତ ଅନ୍ୟାନ୍ୟ ସ୍ଥାନରେ ଫ୍ରାନ୍ସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଫ୍ରାନ୍ସର ରାଷ୍ଟ୍ରପତି ଭବିଷ୍ୟତ‌ବକ୍ତା ପେଂଗବର୍‌ଙ୍କ କାର୍ଟୁନ୍‌ ଛାପିବା ସଂପର୍କରେ ଅଭିବ୍ୟକ୍ତିର ଅଧିକାରକୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି
Read More...

ସର୍ଦ୍ଦାର ସରୋବର ନଦୀବନ୍ଧର ଉଜ୍ଜ୍ଵଳ ଆଲୋକିକରଣ ବ୍ୟବସ୍ଥାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

• ମିଳିତ ଜାତିସଙ୍ଘରେ ଅଧିସୂଚିତ ସମସ୍ତ ଭାଷାରେ ଷ୍ଟାଚ୍ୟୁ ଅଫ ୟୁନିଟିର ୱେବସାଇଟ ଉନ୍ମୋଚିତ• କେୱଡିଆ ମୋବାଇଲ ଆପ ଉନ୍ମୋଚିତ• ୟୁନିଟି ଗ୍ଲୋ ଗାର୍ଡେନ ଉଦ୍ଘାଟନ ଓ ପରିଦର୍ଶନ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ସରୋବର ନଦୀବନ୍ଧର ଉଜ୍ଜ୍ଵଳ
Read More...

ଭାରତ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି

● ୮୫ ଦିନ ପରେ ପ୍ରଥମ ଥର କରୋନା ସକ୍ରିୟ ମାମଲା ୬ ଲକ୍ଷ ତଳକୁ ଖସିଛି● ମୋଟ ପଜିଟିଭ୍ ମାମଲାର ମାତ୍ର ୭.୩୫ % ରହିଛି ସକ୍ରିୟ ମାମଲା ନୂଆଦିଲ୍ଲୀ, (ପିଆଇବି) : କୋଭିଡ ଯୁଦ୍ଧରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ପ୍ରାୟ ୩ ମାସ (୮୫ ଦିନ) ପରେ ଭାରତରେ ସକ୍ରିୟ
Read More...

ଆଇପିଏଲ୍‌ : କର ବା ମର ମ୍ୟାଚରେ ପଞ୍ଜାବକୁ ୭ ୱିକେଟରେ ହରାଇ ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଲା ରାଜସ୍ଥାନ

ଆବୁଧାବି : ପଞ୍ଜାବର ବିଜୟ ଧାରାକୁ ରୋକି ନିଜ ପ୍ଲେ ଅଫ୍ ଆଶାକୁ ଉଜ୍ଜୀବିତ କରିଛି ରାଜସ୍ଥାନ ରୟାଲ୍ସ। ମାତ୍ର ଗୋଟିଏ ରନ୍‌ ପାଇଁ ଶତକରୁ ବଞ୍ଚିତ କ୍ରିସ୍‌ ‌ଗେଲଙ୍କ ପାଳିକୁ ଫିକା ପକାଇ ରାଜସ୍ଥାନ ରୟାଲ୍ସ ‘କର ବା ମର’ ମ୍ୟାଚ୍‌କୁ ଅତି ସହଜରେ ୭ ୱିକେଟରେ ଜିତି ନେଇଛି। କ୍ରମାଗତ ୫ ବିଜୟ
Read More...