Yearly Archives

2020

ଖପ୍ରାଖୋଲ ବ୍ଲକ ଝାଲବାହାଲ ଗାଁ କୋଶଳପଡାରେ ଏପର୍ଯ୍ୟନ୍ତ ସରକାରୀ ସୁବିଧା ପହଞ୍ଚି ପାରିନାହିଁ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର୍ ପଞ୍ଚାୟତ ଝାଲବାହାଲ ଗାଁର କୋଶଳପଡ଼ାରେ ଏପର୍ୟ୍ୟନ୍ତ କୌଣସି ସରକାରୀ ବାବୁ ଙ୍କ ପାଦ ତଥା କୈାଣସି ସରକାରୀ ସୁବିଧା ପହଞ୍ଚି ପାରିନାହିଁ । ଏଠାରେ ୧୫ ପରିବାର ବସବାସ କରନ୍ତି । କିନ୍ତୁ ଦୁଃଖର ବିଷୟ ଏଠାକୁ ଯିବା
Read More...

ସୁବର୍ଣ୍ଣପୁରର ମହକ : ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସଂଜୀବ କୁମାର କର୍ମୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ମାଟିର ଗର୍ବ ଗୌରବ ସ୍ପେରିର ମୁଖ୍ୟ ବୈଜ୍ଞାନିକ ଡ. ସଂଜୀବ କୁମାର କର୍ମୀ ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ରହିଛନ୍ତି । ଏହି ଖବରରେ ସୁବର୍ଣ୍ଣପୁରରେ ଖୁସିର ଲହରି ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଆମେରିକାର ଷ୍ଟାନଫୋଡର଼୍
Read More...

ଏଲ୍‌ଏନ୍‌ଜି ବ୍ୟବହାର ବଢିଲେ ଯାନବାହାନ ପ୍ରଦୂଷଣକୁ ହ୍ରାସ କରାଯାଇପାରିବ : ଧର୍ମେନ୍ଦ୍ର ପ୍ରଧାନ

• ଦେଶରେ ଏଲ୍‌ଏନ୍‌ଜି ବଜାରର ସମ୍ପ୍ରସାରଣ କରିବା ପାଇଁ ନିଦ୍ଦିଷ୍ଟ କ୍ଷେତ୍ରକୁ ଚିହ୍ନଟ କରାଯାଉ• ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ଉପରେ ଗୁରୁତ୍ୱ• ୨୦୩୦ ସୁଦ୍ଧା ପ୍ରାକୃତିକ ଗ୍ୟାସ ଭାଗକୁ ୬.୩% ରୁ ୧୫% କରିବା ଲକ୍ଷ୍ୟ ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରାୟତ
Read More...

ଆଇପିଏଲ୍‌ : ବାଙ୍ଗାଲୋରକୁ ୬ ୱିକେଟରେ ହରାଇ କ୍ୱାଲିଫାୟର-୨ରେ ହାଇଦ୍ରାବାଦ୍

ଆବୁଧାବି : ଆଇପିଏଲର ୧୩ତମ ସଂସ୍କରଣର ଏଲିମିନେଟର ମ୍ୟାଚରେ ରୟାଲ ଚାଲେଂଜର୍ସ ବାଙ୍ଗାଲୋରକୁ ୬ ଓ୍ୱିକେଟରେ ପରାସ୍ତ କରି ସନରାଇଜର୍ସ ହାଇଦ୍ରାବାଦ୍ କ୍ବାଲିଫାୟର-୨କୁ ପ୍ରବେଶ କରିଛି। ଆସନ୍ତା ରବିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ହାଇଦ୍ରାବାଦ୍ । ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ
Read More...

ଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଚାଉଲବାଞ୍ଜି ଗାଁରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଯାଇଛି । ସୂଚନା ଅନୁସାରେ ଏବେ ଧାନ ଅମଳ ସମୟ ହୋଇଯାଇଛି । ନିଜ ପରିଶ୍ରମର ଫଳ ଦେଖି ଚାଷୀ ମନରେ ବହୁତ ଖୁସି । ଭାଗ୍ୟକୁ ଅଞ୍ଚଳରେ ଏ ବର୍ଷ ଧାନ ଭଲ
Read More...

ଟିଟିଲାଗଡ଼ର ଶୋଭିତ ପଟେଲ ଓଜେଇଇ ବିଟେକ୍‌ ଟପ୍ପର

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ର ଶୋଭିତ ପଟେଲ ଓଜେଇଇ ବିଟେକ୍‌ ପରୀକ୍ଷାରେ ଟପ୍ପର ହୋଇଛନ୍ତି । ୮୯.୨ ପ୍ରତିଶତ ମାର୍କ ରଖି ଟପ୍ପର ହେବା ସହ ଟିଟିଲାଗଡ଼ ତଥା ବଲାଙ୍ଗିର ଜିଲ୍ଲାର ଗୌରବ ବୃଦ୍ଧିରେ ଯୋଗଦାନ କରିଛନ୍ତି ଶୋଭିତ । ଟିଟିଲାଗଡ଼ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ
Read More...

କ୍ରମାଗତ ଭାବେ ବିଗତ ୫ ସପ୍ତାହରେ ସୁସ୍ଥଙ୍କ ସଂଖ୍ୟା ନୂତନ ମାମଲାଠାରୁ ଅଧିକ

● କରୋନା ସକ୍ରିୟ ମାମଲା ନିମ୍ନମୁଖୀ, ଆଜି ଏହା ୫.୨ ଲକ୍ଷରେ ପହଞ୍ଚିଛି ନୂଆଦିଲ୍ଲୀ, (ପିଆଇବି) : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ ନୂଆ ପଜିଟିଭ୍ ମାମଲା ଆସିଥିବା ବେଳେ ନୂଆ ସୁସ୍ଥଙ୍କ ସଂଖ୍ୟା ୫୪ ହଜାରକୁ ଅତିକ୍ରମ କରିଛି । ଗତ ୫ ସପ୍ତାହ ଧରି ଦେଶରେ ପ୍ରତିଦିନ ସୁସ୍ଥ
Read More...

ପାଟଣାଗଡ ପୋଲିସର ବଡ ସଫଳତା : ଅଂଚଳରେ ଲୁଟ ମଚାଇଥିବା ଗ୍ୟାଙ୍ଗ ଗିରଫ

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ପାଟଣାଗଡ ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ଅଂଚଳରେ ଲୁଟ ତରାଜ ମଚାଇଥିବା ଏକ ବଡ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ । ଗତ ୧୫.୧୦.୨୦୨୦ରେ ପାଟଣାଗଡ ମେହେରପଡାର ଅନିଲ ମେହେର ନାମକ ଜଣେ ବ୍ୟକ୍ତି ତାଙ୍କ ଘରକୁ ୨ଜଣ ଦୁର୍ବୃତ୍‌ତ୍ତ ଆସି ଖେଲଣା
Read More...

ଆସନ୍ତାକାଲି ବିଦ୍ୟୁତ ଯୋଗାଣ ବନ୍ଦ ନେଇ ବଲାଙ୍ଗିର ୱେସ୍କୋ ୟୁଟିଲିଟି ପକ୍ଷରୁ ଘୋଷଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ୭ ତାରିଖ ଦିନ ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବନ୍ଦ ନେଇ ବଲାଙ୍ଗିର ୱେସ୍କୋ ୟୁଟିଲିଟି ପକ୍ଷରୁ ଘୋଷଣା କରାଯାଇଛି । ଦିଆଯାଇଥିବା ସୂଚନା ଅନୁସାରେ ସହରର ଆର୍‌ଟିଓ ଛକ, ଶାସ୍ତ୍ରୀନଗର, ରାଜେନ୍ଦ୍ରପଡ଼ା, ଇଚ୍ଛାପଡ଼ା,
Read More...

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ପ୍ରକୃତ ହିତାଧିକାରୀ ଚିହ୍ନଟ କରି ୨୦୧୩ରୁ ୪.୩୯ କୋଟି ନକଲି ରାସନ କାର୍ଡ ହୋଇଛି…

● ରଦ୍ଦ ରାସନ କାର୍ଡ ବଦଳରେ ପ୍ରକୃତ ଓ ଯୋଗ୍ୟ ହିତାଧିକାରୀ/ପରିବାରକୁ ନିୟମିତ ଭାବେ ନୂଆ କାର୍ଡ ପ୍ରଦାନ କରାଯାଇଛି ନୂଆଦିଲ୍ଲୀ, (ପିଆଇବି) : ପ୍ରଯୁକ୍ତି ସମ୍ବଳିତ ପିଡିଏସ ସଂସ୍କାର ଆଣିବାକୁ ଆରମ୍ଭ ହୋଇଥିବା ଅଭିଯାନ ଅନୁଯାୟୀ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଲାଗୁ ପାଇଁ
Read More...