Yearly Archives

2020

କବିତା : ଅପେକ୍ଷା

ଗୌରାଂଗ ଚଂଦ୍ର ଦାଶ ମୋର ଏକାଗ୍ରତାଅଭିଷ୍ଟ ମନକୁ ନେଇମୁଁ ଭାବନାରେ ଫୁଟେଇ ଦେଇ ପାରିବିପଦ୍ମଫୁଲ । ଆଂକି ଦେବି ଦୂର ପାହାଡ଼ସୁନ୍ଦର ବଗିଚାରାତିକ ପାଇଁ ହେଲେ ବି ରଚି ଦେବିତମ ମନ ମୁତାବକ ରଙ୍ଗଶାଳା । ଶୀତଳ ଆଶ୍ୱାସନାଙ୍କୁଜହ୍ନର ଶୀତଳ ଆଲୁଅରେ ଭରିଦେବିପିଆଇ ଦେବି ସୁବାସିତ ଜଳ
Read More...

ବନ୍ଦ ରହିଥିବା ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ପାଇଁ ବିକ୍ଷୋଭ ଓ ଦାବୀପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାରି ହଜାର କୋଟି ଟଙ୍କା ବଜେଟ୍‌ର ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପ କାମ ୨ ବର୍ଷ ଧରି ବନ୍ଦ ରହିଥିବା ବେଳେ ଏହାକୁ ଆରମ୍ଭ କରିବା ପାଇଁ ଭିଲେଜର୍ସ ଇଣ୍ଡିଆ ପାର୍ଟି ପ୍ରଦେଶ ଅଧ୍ୟକ୍ଷ ଡ. ବିପିନ କୁଶୁଲିଆଙ୍କ ନେତୃତ୍ୱରେ ଶତାଧିକ ମହିଳାଙ୍କ ସହ
Read More...

“ଗାନ୍ଧିଜୀ ସିପାହୀ -ଅଲେଖ ପାତ୍ର” ପୁସ୍ତକ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକ ନୃସିଂହନାଥ ସ୍ଥିତ ନିସର୍ଗ ନିବାସରେ ସ୍ବାଧୀନତା ସଂଗ୍ରାମୀ ସର୍ବୋଦୟ କର୍ମୀ ଅଲେଖ ପାତ୍ରଙ୍କର ୨୧ତମ ଶ୍ରାଦ୍ଧବାର୍ଷିକୀ ସଭା ଅନୁଷ୍ଠିତ ହୋଇଯାଇଛି । ନୃସିଂହନାଥ ସର୍ବୋଦୟ ମଣ୍ଡଳର ସଭାପତି ଚିତ୍ତରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ
Read More...

ସ୍ୱଚ୍ଛତା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନର ନିଆରା ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱଚ୍ଛତା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଦିଆଯାଇଥିବା ସୂଚନା ଅନୁସାରେ ବଲାଙ୍ଗିର ପୌର ପରିଷଦ, ଟିଟିଲାଗଡ଼ ପୌର ପରିଷଦ, ପାଟଣାଗଡ଼ ଏନ୍‌ଏସି, କଂଟାବାଂଜି ଏନ୍‌ଏସି ଓ ତୁଷୁରା
Read More...

ନୂତନ ଭାରତ ନିର୍ମାଣରେ ନେହେରୁଙ୍କ ଭୂମିକାକୁ ନେଇ ଆଲୋଚନା ଚକ୍ର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ ମଙ୍ଗଳବାର କଣ୍ଟାମାଳ କଲ୍ୟାଣ ମଣ୍ଡପ ଠାରେ ନୂତନ ଭାରତ ନିର୍ମାଣରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଭୂମିକା ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର
Read More...

ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଲା, କିନ୍ତୁ ଘର ମିଳିଲା ନାହିଁ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତର ବିଭିନ୍ନ ଗାଁରେ ଦିଆଯାଇଥିବା ହିତାଧିକାରୀମାନଙ୍କୁ ଆବାସ ଘରର କାର୍ଯ୍ୟାଦେଶ ଦେଇ ବର୍ଷ ବର୍ଷ ହେଇ ଯାଇଥିଲେ ମଧ୍ୟ ଘର ମିଲୁନଥିବା ଦେଖିବାକୁ ମିଲିଛି । ଟଙ୍କପାଣି ଗାଁର ଘୁସାମଣୀ ବାଗଙ୍କୁ
Read More...

ପଂଚାୟତିରାଜ ବିଭାଗ ତାଲିମ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଗ୍ରାମରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଆଜି ଆଶା ଅନୁଷ୍ଠାନ ଟିଟିଲାଗଡ ଆନୁକୂଲ୍ୟରେ ଓ ସିବିଏମ୍‌ (ସମାହିତ ଓଡିଶା)ର ସହଯୋଗରେ ବ୍ଲକର ଗନ୍ଧର୍ଲା, ଜାମଖୁଣ୍ଟା, ଚାନ୍ଦୋତରା,
Read More...

ସଇଁନ୍ତଲା ବ୍ଲକ୍‌ କ୍ରପ୍‌ କଟିଂ ରିପୋର୍ଟରେ ଚଞ୍ଚକତା ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : କ୍ରପ୍‌ କଟିଂ ରିପୋର୍ଟରେ ଚଞ୍ଚକତା କରାଯାଇଛି ବୋଲି ସଇଁନ୍ତଲା ବ୍ଲକ୍‌ ଘୁନସର ପଂଚାୟତର ଚାଷୀମାନେ ଅଭିଯୋଗ କରିଛନ୍ତି । ଏନେଇ ଅଭିଯୋଗ ହେବା ପରେ ବିଭାଗୀୟ ଅଧିକାରୀମାନେ ପୁଣି ଥରେ ଚାଷୀଙ୍କ ବିଲରେ ପହଞ୍ଚି ପୂର୍ବ ରିପୋର୍ଟ ଠିକ୍‌ ଥିବା
Read More...

ଭଦ୍ରା ପଞ୍ଚାୟତର ଯୋଗାଣ ସହାୟକ ଚାକିରୀରୁ ବହିସ୍କୃତ : ଇଓଙ୍କୁ ଚେତାବନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭଦ୍ରା ପଞ୍ଚାୟତରେ ଗତ ଜୁନ ଓ ଜୁଲାଇ ମାସରେ କିରୋସିନ ଚଢା ଦରରେ ବିକ୍ରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା ଓ ସୂଚନା ଅଧିକାର କର୍ମୀ ବଳଦେବ କୁମାର ସୂଚନା ଅଧିକାର ଆଇନ ଅନୁଯାୟୀ ତଥ୍ୟ ମାଗି ଥିଲେ ଯେ କାହିଁକି ଚଢ଼ା ଦରରେ
Read More...

ସଇଁନ୍ତଲାରେ ସମିତି ବୈଠକ : ବିଭିନ୍ନ ସମସ୍ୟାର ସମାଧାନ କରାନ ଗଲେ ଆନ୍ଦୋଳନ : କୁଟ୍ରାମୁଣ୍ଡା ସ୍କୁଲ କେବେ ନିର୍ମାଣ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ୟା ଆଶ୍ରମ ସ୍କୁଲରେ ସଇଁନ୍ତଲା ପଞ୍ଚାୟତ ସମିତି ବୈଠକ ବ୍ଳକ ଅଧ୍ୟକ୍ଷ। ଅହଲ୍ୟା ମଲ୍ଲିକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିନିଧି ଚନ୍ଦ୍ର ବର୍ଦ୍ଧନ
Read More...