Daily Archives

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ଗିରିଶ କୁମାର ପାତ୍ର : ୧ କୋଟି ୧୯ ଲକ୍ଷରୁ ଅଧିକ ମୂଲ୍ୟର ସଂପତ୍ତି ଠାବ କଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଦେଓଗାଁ ବ୍ଲକ୍‌ର କନିଷ୍ଠ ଯନ୍ତୀ ଗିରିଶ କୁମାର ପାତ୍ରଙ୍କ ବାସଗୃହ ଓ ଅଫିସ୍‌ରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିବା ବେଳେ ତାଙ୍କଠାରେ ୧ କୋଟି ୧୯ ଲକ୍ଷରୁ ଅଧିକ ଟଙ୍କାର ସଂପତ୍ତି ଠାବ ହୋଇଥିବା ସୂଚନାରେ
Read More...

ନାବାଳିକା ପରୀର ହତ୍ୟାକାଣ୍ଡକୁ ନେଇ ନୟାଗଡରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ନୟାଗଡ : ଯଦୁପୁରର ନାବାଲିକା ପରୀର ହତ୍ୟାକାଣ୍ଡକୁ ନେଇ ନୟାଗଡ଼ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ସୂଚନା ଅନୁସାରେ ନାବାଳିକା ପରୀର ହତ୍ୟାକାଣ୍ଡର ଅଭିଯୁକ୍ତକୁ ପୁଲିସ୍‌ ସୁରକ୍ଷା ଦେଉଛି ବୋଲି ସଙ୍ଗୀନ ଅଭିଯୋଗ ଅଣା ଯାଇଥିବା ବେଳେ ମନ୍ତ୍ରୀ ତଥା ନୟାଗଡର ବିଧାୟକ
Read More...

ଭାରତ ବନ୍ଦକୁ ସମର୍ଥନ ପାଇଁ ଏସୟୁସିଆଇ(ସି) ଏବଂ ଏଆଇଡିଏସ୍‌ଓ ପକ୍ଷରୁ ମଶାଲ୍‌ ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶର ୧୦ଟି ଶ୍ରମିକ ସଂଗଠନ ଏବଂ ଫେଡେରେସନ୍‌ଙ୍କ ମିଳିତ ଉଦ୍ୟମରେ ଭାରତ ବନ୍ଦକୁ ସର୍ମଥନ ପାଇଁ ଏସ୍‌ୟୁସିଆଇ(ସି) ଏବଂ ଏଆଇଡିଏସ୍‌ଓ ପକ୍ଷରୁ ଆଜି ସନ୍ଧ୍ୟାରେ ବଲାଙ୍ଗିର ଟାଉନ ଭିତରେ ମଶାଲ୍‌ ରାଲି କରାଯାଇଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ
Read More...

୮ ବର୍ଷରେ ପଦାର୍ପଣ କଲା କାର୍ତ୍ତିକ ପୂଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ପରିସରରେ ଏକାଦଶୀ କାର୍ତ୍ତିକ ପୂଜା ଆରମ୍ଭ ବିଗତ ବର୍ଷରୁ ଏ ବର୍ଷ କୋଭିଡ୍‌-୧୯ ଗାଇଡ୍‌ ଲାଇନକୁ ମାନି ଚଳିତ ବଷ ର୍ ୮ ବର୍ଷରେ ପଦାର୍ପଣ କରିଥିଲା । ଏ ବର୍ଷ ନିଆରା ଢଙ୍ଗରେ ପୂଜା ପାଳିତ ହୋଇଯାଇଛି । ପୂଜା କର୍ତ୍ତା ଭାବେ ବିକ୍ରମ
Read More...

ଲାଞ୍ଜିଗଡ଼ ବ୍ଲକରେ ଶିକ୍ଷା ବ୍ୟବସ୍ଥା ସଜାଡ଼ିବାକୁ ପ୍ରଶାସନର ଉଦ୍ୟମ

● ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାନ୍ଵୟନ ବୈଠକ ଆରମ୍ଭ କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ ଶିକ୍ଷା ବ୍ୟବସ୍ଥା ସଜାଡ଼ିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ । କରୋନା ମହାମାରୀ ଯୋଗୁଁ ଦୀର୍ଘ ସାତ ମାସ ଧରି ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିଥିବାବେଳେ ବିଦ୍ୟାଳୟ
Read More...

ସବୁବେଳେ ସମସ୍ତଙ୍କ ସୁଖଦୁଃଖର ସାଥୀ ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୯ ମାସ ହେଲା ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ତଥା କରୋନା କଟକଣା ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ ବା ଛୋଟ ବଡ଼ କାର୍ଯ୍ୟକ୍ରମ କରି ନିଜର ପରିବାର ପ୍ରତିପୋଷଣ କରୁଥିବା କଳାକାର ଭାଇଭଉଣୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ତାଙ୍କୁ ଅନ୍ତତଃ
Read More...

ସାଂସଦଙ୍କୁ ସମ୍ବର୍ଦ୍ଧନା ସହ ଚାଷୀ ସମସ୍ୟା ଉପସ୍ଥାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ବରଗଡ଼ ସର୍‌କିଟ ହାଉସ୍‌ରେ ପାଇକମାଲ ବ୍ଲକ ଭେଙ୍ଗରାଜପୁର କୃଷକ ସଙ୍ଗଠନ ତରଫରୁ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ପୂଜାରୀ ଦିଲ୍ଲୀ ସ୍ଥିତ କୃଷି ଭବନରେ ଭେଙ୍ଗରାଜପୁର, ବାଦିକଟା, ଲଖମରା ପଞ୍ଚାୟତରେ ଚାଷୀ ସମସ୍ୟା
Read More...

ବରଗଡ଼ ଜିଲ୍ଲାରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ଏକ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ ଅଜିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଏକ ପ୍ରେସ ବିବୃତିରେ ଦର୍ଶାଇଛନ୍ତି । ସୂଚନା
Read More...

ବରଗଡ଼ ଭଟଲି ଛକ ନିକଟରେ ବାଘ ଛାଲ, ନଖ ଜବତ : ୩ ଅଟକ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ସଦର ମହକୁମା ଭଟଲି ଛକ ନିକଟରେ ବାଘ ଛାଲ ଓ ନଖ ଜବତ ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ଦ୍ୱାରା ଚଢ଼ାଉ କରାଯାଇ ଗୋଟିଏ ଚିତା ବାଘର ଛାଲ,୧୧ଟି ନଖ ଓ ୪ଟି ଦାନ୍ତ ଜବତ୍ କରିବା ସହ ୩ ଜଣକୁ ଅଟକ ରଖି ପଚରା ଉଚରା
Read More...

ବଜାର ଖାଲି କରିବାକୁ ଯାଇ ହରଡ଼ଘଣାରେ ପ୍ରଶାସନ: ନିର୍ବାକ ହୋଇ ମୁଣ୍ଡ ଆଉଁସି ଫେରିଲେ

ଟିଟିଲାଗଡ଼, (ଗୌରବ ଦର୍ଜୀ) :ଟିଟିଲାଗଡ ପ୍ରଶାସନ ବର୍ତ୍ତମାନ ଜୋର୍ ଯାର୍ ମୂଲକ୍ ତାର୍ ନୀତିରେ କାମ କରୁଛି । ନା କୌଣସି ସୂଚନା, ନା କୌଣସି ନୋଟିସ ଦେଇ ପହଞ୍ଚିଯାଉଛି ବିଭିନ୍ନ ସ୍ଥାନରେ ଉଚ୍ଛେଦ କରିବାକୁ । ଟିଟିଲାଗଡ ସହର ଏକ ଶାନ୍ତିପ୍ରିୟ ସହର ଭାବେ ରହୁଥିବାରୁ କେତେକାଂଶରେ ଲୋକେ
Read More...
error: Content is protected !!