୮ ବର୍ଷରେ ପଦାର୍ପଣ କଲା କାର୍ତ୍ତିକ ପୂଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ପରିସରରେ ଏକାଦଶୀ କାର୍ତ୍ତିକ ପୂଜା ଆରମ୍ଭ ବିଗତ ବର୍ଷରୁ ଏ ବର୍ଷ କୋଭିଡ୍‌-୧୯ ଗାଇଡ୍‌ ଲାଇନକୁ ମାନି ଚଳିତ ବଷ ର୍ ୮ ବର୍ଷରେ ପଦାର୍ପଣ କରିଥିଲା । ଏ ବର୍ଷ ନିଆରା ଢଙ୍ଗରେ ପୂଜା ପାଳିତ ହୋଇଯାଇଛି । ପୂଜା କର୍ତ୍ତା ଭାବେ ବିକ୍ରମ ମିଶ୍ର, ପୁରୋହିତ ଗିରିଶ ଚନ୍ଦ୍ର ମିଶ୍ର ନିର୍ବାହ କରୁଛନ୍ତି । ୬ ଦିନ ଧରି ନିୟମ ନିଷ୍ଠାରେ ପୂଜା ପାଳିତ ପାଇଁ ନିର୍ଦ୍ଧାରିତ ହୋଇଛି । ଆକୁଳ ବଗର୍ତ୍ତି ପରଚାଳନା କମିଟି, ଅର୍ଜୁନ ତରିଆ, ମୁକେଶ ସାହୁ, ଘାସିରାମ ଦୀପ, ଆକୁଳ ରାଉତ, ସୁଜିତ ପଟ୍ଟନାୟକ, ରାମଚନ୍ଦ୍ର କବାଟ, ଅରୁଣ ସାହୁ, ପ୍ରଶାନ୍ତ ବଗର୍ତ୍ତି ସହଯୋଗ କରିଥିଲେ ।

Leave A Reply

Your email address will not be published.