Daily Archives

ଆଦର୍ଶ ଶିକ୍ଷକ ସ୍ୱର୍ଗତଃ ଧ୍ରୁବ ଚରଣ ପାଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ନାଚିନ୍ଦା ଗ୍ରାମପଞ୍ଚାୟତ ଅଧୀନସ୍ଥ ଉଲୁଡା ଗ୍ରାମରେ ଆଦର୍ଶ ଶିକ୍ଷକ ସ୍ୱର୍ଗତଃ ଧ୍ରୁବ ଚରଣ ପାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକିରେ ସ୍ମୃତି ଚାରଣ ସଭା ସାଙ୍ଗକୁ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏଥିରେ ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ
Read More...

ବରଗଡ଼ ପଞ୍ଚମ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ୫ମ ଜିଲ୍ଲା ପରିଷଦର ୮ମ ବୈଠକ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗତ ପରିଷଦ ବୈଠକରେ ଆଲୋଚିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇ ପ୍ରସ୍ତାବ ଗ୍ରହଣ
Read More...

ପୋଲିସ ଭରିବ ୫ ଲକ୍ଷ କ୍ଷତି ପୂରଣ

ପଦ୍ମପୁର,(ନିରୋଜ କୁମାର ପାଣୀ) :ବିନା ତଦନ୍ତରେ ମୃତ୍ୟୁ ଘୋଷଣା କରି ଜଣଙ୍କୁ ଅଭିଯୁକ୍ତ ଭାବରେ ଜେଲ ପଠାଇ ଥିଲା ପୋଲିସ । ମୃତ ଯୁବକ ଫେରିବା ପରେ ପଦାରେ ପଡିଥିଲା ପୋଲିସର ତଦନ୍ତ ସତ୍ୟତା । ବର୍ତ୍ତମାନ ଅଭିଯୁକ୍ତ ଭାବରେ ଜେଲ ଯାଇଥିବା ଦୁଇ ଜଣଙ୍କୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପାଇଁ
Read More...

ପାଟଣାଗଡ଼ ହତ୍ୟାକାଣ୍ଡ ଘଟଣାରେ ପୂର୍ବ ଶତ୍ରୁତା ହିଁ ମୂଳ କାରଣ : ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପାଟଣାଗଡ଼ରେ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା ଘଟଣା ପଛର ମୂଳ କାରଣ ହେଉଛି ପୂର୍ବ ଶତ୍ରୁତା । ମୃତ ବୁଲୁ ଜାନୀଙ୍କ ଦୂର ସମ୍ପର୍କୀୟ ବାବୁଲା ଜାନୀଙ୍କ ୨ ପୁଅ ବାପାମାଆଙ୍କୁ ହତ୍ୟା କରିଛନ୍ତି ବୋଲି ପୋଲିସକୁ କହିଛନ୍ତି ବୁଲୁ ଜାନୀଙ୍କ ୩ ପୁଅ
Read More...

ଭୋଗରାଇ ନ୍ୟାୟଧୀଶଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ଗ୍ରାମ୍ଯ ନ୍ୟାୟାଳୟର ନ୍ୟାୟଧୀଶ ସୁଶ୍ରୀ ସ୍ନିଗ୍ଧା ପଣ୍ଡାଙ୍କ ଅନ୍ୟତ୍ର ବଦଳି ଜନିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆଜି ଭୋଗରାଇ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭୋଗରାଇ ଆଇନଜୀବୀ ପରିଷଦର ସଭାପତି ଗୌରହରି ଘୋଷଙ୍କ ସଭାପତିତ୍ୱରେ
Read More...

ଅଂଗନଦୀରେ ପୋଲ ଦାବୀ : ସ୍ଥଳ ପରିଦର୍ଶନ କଲେ ନିର୍ବାହୀ ଯନ୍ତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପ ଖଣ୍ତ ଲଖମରା ଚର୍ଦାପାଲି ଠାରେ ଯୋଗାଯୋଗରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଅଂଗନଦୀରେ ପୋଲ ନିର୍ମାଣ ପାଇଁ ଅନେକ ଆନ୍ଦୋଳନ, ଅନଶନ, ଗଣଧାରଣା, ଗଣମାଧ୍ୟମ ପ୍ରତିନିଧି, ଜନ ପ୍ରତିନିଧିଙ୍କ ସହ ଆଲୋଚନା କରାଯାଇଛି । ବର୍ତ୍ତମାନ କେତେକ ଯୁବ
Read More...

ପଂଚାୟତସ୍ତରୀୟ ତାଲିମ୍‌ ପାଇଁ ପରାମର୍ଶ ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଂଚାୟତ କାର୍ଯ୍ୟାଳୟ ଠାରେ ପଂଚାୟତସ୍ତରୀୟ ତାଲିମ ପାଇଁ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓରମାସ ଓ ଓଡିଶା ଜୀବିକା ମିଶନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା ।
Read More...

ବିଜୁ ଏକ୍ସପ୍ରେସ ୱେ ନିର୍ମାଣର ଅଗ୍ରଗତି ସଂପର୍କୀତ ସମୀକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ଠାରୁ ପାଇକମାଲ ବ୍ଲକ ସୀମା ପର୍ୟ୍ୟନ୍ତ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ସଂପର୍କୀତ ଅଗ୍ରଗତି ଉପରେ ଏକ ସମୀକ୍ଷା ବୈଠକ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ବରଗଡ଼ ଜିଲ୍ଲାପାଳ ଦିପକ ରଞ୍ଜନ ଦାଶ ଯୋଗଦାନ କରି ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ପାଇଁ
Read More...

ବୁଢିପଦର ଗାଁର ଶତାଧିକ ଶ୍ରମିକଙ୍କୁ ମାସ୍କ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତର ବୁଢିପଦର ଗ୍ରାମରେ ଚାଲିଥିବା ଡୋକରାମୁଣ୍ଡା କୃତ୍ରିମ ନାଳ ଖନନରେ କାର୍ଯ୍ୟରତ ଶତାଧିକ ଶ୍ରମିକମାନଙ୍କୁ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ
Read More...

ଉଦ୍ୟାନ ବିଭାଗ କର୍ମଚାରୀଙ୍କ ଅବହେଳା ପାଇଁ ଆଳୁ ଚାଷରୁ ଦୁରେଇ ଯାଉଛନ୍ତି ଚାଷୀ

ଆଗଲପୁର (ଦେବାଶିଷ ପଧାନ) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ ଆଳୁ ଚାଷ ପାଇଁ ବେଶ ପରିଚିତ ବଲାଙ୍ଗୀରର ସମସ୍ତ ୧୪ ଟି ଯାକ ବ୍ଲକ ମଧ୍ୟରୁ ପ୍ରତିବର୍ଷ ଆଗଲପୁର ବ୍ଲକର ବଣ୍ଡାବାହାଲ ରିନବଚନ ବାଗଝୁଲାରେ ବହୁଳ ପରିମାଣରେ ଆଳୁ ଚାଷ ହୋଇଥାଏି । ଗୁଡ଼ିମୁଣ୍ଡା, ନଗରାଜ, ଡୁଡୁକାମୁଣ୍ଡା,
Read More...
error: Content is protected !!