Daily Archives

ବରହା ଶିକାର ପାଇଁ ୧୧ କେଭି ବିଦ୍ୟୁତ ତାର ବସା ଯାଇଥିବା ଫାଶରେ ପଡି ଭଣଜା ମୃତ ଓ ମାମୁଁ ଗୁରୁତର ଆହତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଗତକାଲି ବିନିକା ଥାନା ଅଧୀନସ୍ଥ ସିଲାଟି ଗ୍ରାମରେ ବରହା ଶିକାର ପାଇଁ ୧୧ କେଭି ବିଦ୍ୟୁତ ତାର ବସା ଯାଇଥିବା ଫାଶରେ ପଡି ଭଣଜା ମୃତ ଓ ମାମୁଁ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ପ୍ରଚାର ହେବାପରେ ଗ୍ରାମରେ ଉତ୍ତେଜନା ଓ ଶୋକାକୁଳ ପରିବେଶ ସୃଷ୍ଟି
Read More...

ରାଜଗାଙ୍ଗପୁର ବ୍ଲକ କୁକୁଡ଼ା ପଞ୍ଚାୟତରେ ୱାଡି ପ୍ରକଳ୍ପର ଶୁଭାରମ୍ଭ, ୪୮.୭୫ ଏକର ଜମିରେ କାଜୁ ଚାଷ

ସୁନ୍ଦରଗଡ଼, (କେପିଏନଏସ) : ରାଜଗାଙ୍ଗପୁର ବ୍ଲକର କୁକୁଡ଼ା ପଞ୍ଚାୟତରେ ବୁଧବାର ଦିନ ୱାଡି ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି ଏସ୍ ରାଜିନ୍ ଏକ୍କା ଏହାର ଉଦଘାଟନ କରିଛନ୍ତି। ୧୪ ଜଣ ସ୍ଥାନୀୟ ଚାଷୀଙ୍କୁ ନେଇ ୪୮.୭୫ ଏକର ଜମିରେ କାଜୁ ଚାଷ କରାଯାଉଛି। ଏହି
Read More...

ସରକାରୀ ଆବାସ ପାଇଁ ଗୁହାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) :ଗରିବ ଲୋକଙ୍କୁ ମାଗଣା ପକ୍କାଘର ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ପ୍ରକୃତ ହିତାଧିକାରୀ ଘର ଖଣ୍ଡିଏ ପାଇବା ପାଇଁ ସାତ ସପନ ହୋଇ ପଡୁଛି । ବରଗଡ଼
Read More...

ପୁଣି ଗୋଚାଲାଣ : ପୋଲିସ ଜବତ୍‌ କଲା ପିକ୍‌ଅପ୍‌ ଭ୍ୟାନ୍‌

କରଂଜିଆ, (କେପିଏନ୍‌ଏସ୍‌) : ପୁଣି ଗୋଚାଲାଣ ବେଳେ କରଂଜିଆ ପୋଲିସ ଗାଈଗୋରୁ ଲଦା ହୋଇଥିବା ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ୍‌ କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ କୁରୁଲିଆର ଚଂଚବଣୀରୁ ଆସୁଥିବା ପିକ୍‌ଅପ୍‌ ଭ୍ୟାନ୍‌ରେ ଛୋଟ ବଡ଼ ଗାଈଗୋରୁ ଲଦା ହୋଇଥିବା
Read More...

ମାଝୀପଡା ବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ ପାଳିତ

ତୁରେକେଲା, (ମନୀଶ କୁମାର ହଂସ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ସ୍ୱ।ଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମଉଲାନା ଅବୁଲ କାଲାମ ଆଜାଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର
Read More...

ନିଷ୍ଠା ପରିବାର କଲେ ଶବଦାହ

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ସମୟରେ ଧୁସରବାହାଲ, ସୋହେଲାର ଜଣେ ବ୍ୟକ୍ତିଙ୍କ କରୋନା ରୋଗରେ ମୃତ୍ୟୁବରଣ ହୋଥିଲେ । ପ୍ରଶାସନ ଠାରୁ ଖବର ପାଇ ତାଙ୍କ ନିଜ ସଂପର୍କିୟ କେହି ନଥିବାରୁ ନିଷ୍ଠା ପରିବାର ବଢାଇଛି ସାହାଯ୍ୟର ହାତ । କାଳବିଲମ୍ବ ନକରି ନିଷ୍ଠା ଟିମ୍ ପହଂଚି କାଠ
Read More...

ବୁଡାମାଲ କୁମ୍ଭାରପଡା ରାସ୍ତା କାର୍ୟ୍ୟ ସମାପ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମରେ ଏକ କଂକ୍ରିଟ୍ କରଣ କାର୍ୟ୍ୟ ସମାପ୍ତ ହୋଇ ଯାଇଛି । ବୁଡାମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଚୁତର୍ଭୁଜ ମେହେରଙ୍କ ଉଦ୍ୟମରେ ପଞ୍ଚାୟତ ତରଫରୁ ବହୁତ ସୁନ୍ଦର ମଜବୁତ୍ କାର୍ୟ୍ୟ କରାଯାଇଛି । ଏହି ରାସ୍ତା ବୁଡାମାଲ ମୁଖ୍ୟ
Read More...

ଛାତିଥରା ଘଟଣା : ଗୋଟିଏ ପରିବାର ୬ ଜଣଙ୍କ ମୃତଦେହ ମିଳିଲା

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ପାଟଣାଗଡ଼ରେ ଦେଖିବାକୁ ମିଳିଛି ଏକ ଛାତିଥରା ଘଟଣା । ଘର ଭିତରୁ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ମିଳିଥିବା ବେଳେ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ସୃଷ୍ଟି ହୋଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସଅଁରାପଡ଼ାର ବୁଲୁ ଯାନୀ‌ଙ୍କ ପରିବାରରେ ଏହି ଘଟଣା
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଅସହାୟ ଦଶରଥଙ୍କ‌ ମୁହଁରେ ହସ ଫୁଟିଲା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଛଅ ପ୍ରାଣୀ କୁଟୁମ୍ବକୁ ନେଇ ଅସହାୟ ଅବସ୍ଥାରେ ରହିଥିବା ଦଶରଥ ଦେବଗୁରୁଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ସରକାର । ଦଶରଥ‌ଙ୍କ ସଂପର୍କରେ 'କୋଶଳ ପ୍ରବାହ'ରେ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସୂଚନା ଏହି କି ଯେ ବଲାଙ୍ଗିର
Read More...

ପୂର୍ବ ପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ରିୟାଶୀଳ ହେବ

ସମ୍ବଲପୁର, : (ଦାମୋଦର ପଣ୍ଡା) : ସମ୍ବଲପୁର କୋଭିଡ ଡାକ୍ତରଖାନା ଖୁବଶୀଘ୍ର ବନ୍ଦ ହେବ ଓ ସେଠାରେ ପୂର୍ବ ପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରହିବ ବୋଲି ଜଣାଯାଇଛି । ଏଣୁ ଏବେ ନୂଆ ରୋଗୀ ଭର୍ତ୍ତି କରାଯାଉନାହିଁ । ବୁର୍ଲାରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ ଡାକ୍ତରଖାନା ଖୋଲିବା ପରେ ଏହି
Read More...