ଟିଟିଲାଗଡ ବିକାଶ ସେନା ତରଫରୁ ଫ୍ରି ସେନିଟାଇଜେସନ୍ କାର୍ଯ୍ୟକ୍ରମ
ଟିଟିଲାଗଡ଼, (ଗୌରବ ଦର୍ଜି) : ଟିଟିଲାଗଡରେ କୋରୋନା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ସହରର ସବୁ ୱାର୍ଡରୁ ପ୍ରତିଦିନ କିଛି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଯେଉଁ ଅଂଚଳରୁ କୋରୋନା ରୋଗୀ ଚିହ୍ନଟ ହେଉଛନ୍ତି, ସେଠାରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି ଏବଂ ଜନସାଧାରଣ!-->…
Read More...
Read More...