ବିଶ୍ଵ ବରିଷ୍ଟ ନାଗରିକ ଦିବସ ପାଳିତ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବରିଷ୍ଠ ନାଗରିକ ସଂଘ, ଟିଟିଲାଗଡ ଦ୍ଵାରା ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାରେ ବିଶ୍ଵ ବରିଷ୍ଠ ନାଗରିକ ଦିବସ ସଭାପତି ବୈରୀ ଗଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘର ବର୍ଷୀୟାନ ସଦସ୍ୟ (୮୦!-->…
Read More...
Read More...