Browsing Tag

sundargarh news

ସଚିବଙ୍କ ସୁନ୍ଦରଗଡ ଜିଲ୍ଲା ଗସ୍ତ : ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ସୁନ୍ଦରଗଡ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ୍, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଶ୍ରୀ ଆର.…
Read More...

ଶିକ୍ଷା କ୍ଷେତ୍ରରେ ଭିତିଭୂମିର ବିସ୍ତାର ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଦାବୀ କଲେ ବିଧାୟକ ଶଙ୍କର ଓରାମ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ବିଧାନସଭା କ୍ଷେତ୍ରରେ ଶିକ୍ଷାର ବିକାଶ ସହିତ ଶିକ୍ଷା କ୍ଷେତ୍ରରେ ଭିତିଭୂମିର ବିସ୍ତାର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ କରି ଆଲୋଚନା କରିଛନ୍ତି ବିଧାୟକ ଶଙ୍କର ଓରାମ ।…
Read More...

ଗରିବର୍ ହକ୍ ଆବାସ୍ ଯୋଜନା ଲାଗି ସୁନ୍ଦରଗଡ଼ ନେ ଗର୍ଜିଲା ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଶଲାଞ୍ଚଲ୍ (ପଶ୍ଚିମ୍ ଓଡ଼ିଶା) ପ୍ରତି ହେଉଥିବାର୍ ପାତର୍ ଅନ୍ତର୍‌କେ ବିରୋଧ କରି ଆଜି ସୁନ୍ଦରଗଡ଼ରେ ପଦଯାତ୍ରା କରି ଜିଲ୍ଲାପାଲ୍ ନିଖିଲ୍ ପବନ୍ କଲ୍ୟାଣଙ୍କୁ ଦାବୀପତ୍ର ଦେଲା ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ।…
Read More...

ସୁନ୍ଦରଗଡ଼ ଜିଲ୍ଲା ସମନ୍ୱୟ ସମିତି ପକ୍ଷରୁ ଅଖଣ୍ଡଜପ କାର୍ଯ୍ୟକ୍ରମ

ସୁନ୍ଦରଗଡ଼ : ବିଶ୍ଵବ୍ୟାପୀ କୋରନା ମହାମାରୀ ସଂକଟରୁ ସୁରକ୍ଷା କବଚ ପାଇବା ହେତୁ ୨୩/୦୬/୨୦୨୧(ବୁଧବାର) ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ସମସ୍ତ ବ୍ଲକ, ପଞ୍ଚାୟତ, ମହାନଗର, ସେକ୍ଟର ଅଞ୍ଚଳରେ ଥିବା ସମସ୍ତ ଶ୍ରଦ୍ଧାଳୁ ଗାୟତ୍ରୀ ପରିବାରର ପରିଜନ,…
Read More...

ଜିଲ୍ଲା ପ୍ରଶାସନ ଓ ରୋଟାରୀ କ୍ଲବ ପକ୍ଷରୁ ମାଗଣା ଟୀକାକରଣ କେନ୍ଦ୍ର ଶୁଭାରମ୍ଭ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ସହଯୋଗରେ ସୁନ୍ଦରଗଡ଼ ରୋଟାରୀ କ୍ଲବ ନେତୃତ୍ବରେ ଏକ ମାଗଣା କୋଭିଡ ଟୀକାକରଣ କେନ୍ଦ୍ରର ଶୁଭାରମ୍ଭ ହୋଇଛି । ଏହି ଟୀକାକରଣ କେନ୍ଦ୍ରକୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର…
Read More...

ପେଟେ ଭାତ ମୁଠେ ଦେବାର ପ୍ରୟାସ୍‌ କରିଛେ ପଶ୍ଚିମ ଓଡିଶା ଯୁବାମଞ୍ଚ

ସୁନ୍ଦରଗଡ଼ : ରଏବାର୍ ସାଙ୍ଗେ ସଟ୍-ଡାଉନ୍ ଲାଗି ସବୁ ହୋଟେଲ୍ ବନ୍ଦ୍ ଥିଲା ବେଲେ ସୁନ୍ଦରଗଡ଼ ମୁଖ୍ୟ ହସ୍ପିଟାଲ୍ କେ ଚିକିତ୍ସା ଲାଗି ଆସୁଥିବାର୍ ରୋଗୀ ତଥା ତାଙ୍କର୍ ଘରର୍ ଲୁକର୍‌ ଲାଗି ଭାତ୍ ମୁଠେ ଦେଇ ପାରିଛେ ପଶ୍ଚିମ ଓଡିଶା ଯୁବାମଞ୍ଚ । ସୁନ୍ଦରଗଡ଼ ନେ ସବୁ ରଏବାର୍‌ ସଟଡ଼ାଉନ ଲାଗି…
Read More...

ସୁରଜ୍ ପ୍ରଡକ୍ଟ ଲିଃ ପକ୍ଷରୁ ୧୩ ହଜାର ଲିଟର ମେଡିକାଲ ଅକ୍ସିଜେନ ଟ୍ୟାଙ୍କର ପ୍ରଦାନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସ୍ଥିତ ଏନଟିପିସି ହସ୍ପିଟାଲ ଓ ମେଡିକାଲ କଲେଜରେ ଏକ ନିରାଡାମ୍ବର କାର୍ୟ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ଵନ କଲ୍ୟାଣ ୧୩ ହଜାର ଲିଟର କ୍ଷମତା ସଂପନ୍ନ ମେଡିକାଲ ଅକ୍ସିଜେନ ଟ୍ୟାଙ୍କରର ଶୁଭ ଉଦଘାଟନ କରିଥିଲେ । ମିଳିଥିବା ସୂଚନା ଅନୁସାରେ…
Read More...

ସୁନ୍ଦରଗଡ ବିଧାୟିକା ମଙ୍ଗସପୁର ପଞ୍ଚାୟତର ଗ୍ରାମବାସୀଙ୍କ ସୁବିଧା ଅସୁବିଧା ବୁଝିଲେ

ସୁନ୍ଦରଗଡ : ସୁନ୍ଦରଗଡ ବିଧାୟିକା ମଙ୍ଗସପୁର ପଞ୍ଚାୟତରେ ଗାଁକୁ ଗାଁ ଯାଇ ଗ୍ରାମବାସୀଙ୍କ ସୁବିଧା ଅସୁବିଧା ବୁଝିଥିଲେ । କେନ୍ଦ୍ରରେ ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ତୃତୀୟ ବର୍ଷ ତୃତୀୟ ଅବସରରେ ସମଗ୍ର ଦେଶରେ ଭାରତୀୟ ଜନତା ପାର୍ଟି ତରଫରୁ ସେବାହିଁ ସଂଗଠନ କାର୍ୟ୍ୟକ୍ରମ ଜରିଆରେ…
Read More...

ଭିଜିଲାନ୍ସ ଜାଲରେ ଟିଡିସିସି ଜିଲ୍ଲା ପରିଚାଳକ

ସୁନ୍ଦରଗଡ଼ : ଆଜି ଭୋର ପ୍ରାୟ ୫ଟା ୩୦ ମିନିଟ ସମୟରେ ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ନିଗମ (ଟିଡିସିସି)ର ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି ରାଉରକେଲା ମଣ୍ଡଳ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସେ ସକାଳୁ ସୁନ୍ଦରଗଡ଼ ସହରରୁ ଏକ କାର ଯୋଗେ ଟଙ୍କା ନେଇ ଝାରସୁଗୁଡ଼ା ଅଭିମୁଖେ…
Read More...

ସୁନ୍ଦରଗଡ଼ ଡ଼ିଟିସିସିର ଜିଲ୍ଲା ପରିଚାଳକ ଧରାପଡ଼ିଲେ ଭିଜିଲାନ୍ସ ଜାଲରେ : କାର ଭିତରୁ ୧୯ ଲକ୍ଷ ଟଙ୍କା ହେଲା ଜବତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ସଂସ୍ଥା (ଡ଼ିଟିସିସି)ର ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି ଧରାପଡ଼ିଲେ ଭିଜିଲାନ୍ସ ଜାଲରେ । ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ବେଳେ ଭସ୍ମା ଥାନା ଅନ୍ତର୍ଗତ ମଶନିକାନି ଟୋଲ୍‌ଗେଟ୍‌ରେ ଜୟପ୍ରକାଶଙ୍କୁ ଭିଜିଲାନ୍ସ ବିଭାଗ ଧରିଥିବା…
Read More...