Browsing Tag

sambalpur news

ଘରୋଇ କଳିରୁ ବାପାକୁ ଆକ୍ରମଣ କଲା ପୁଅ

ସମ୍ୱଲପୁର : ଘରୋଇ କଳିରୁ ବାପାକୁ ଆକ୍ରମଣ କଲା ପୁଅ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ସମ୍ୱଲପୁର ରେଢାଖୋଲ ଉପଖଣ୍ଡ ଚାରମାଳ ଗାଁର ବଳରାମ ସେଠୀଙ୍କ ପୁଅ ଅଶୋକ ସେଠୀ କାଠ ଫାଳିଆରେ ବାପା ବଳରାମ ସେଠୀଙ୍କୁ ଆକ୍ରମଣ କରିଛି । ଫଳରେ ବାପାଙ୍କ ଗୋଡ ଭାଙ୍ଗିଯିବା ସହିତ ହାତରେ ମଧ୍ୟ ଆଘାତ
Read More...

ଭିଜିଲାନ୍ସ ଜାଲରେ ପଡିଲେ ଅବକାରୀ ସବ୍-ଇନ୍ସପେକ୍ଟର

ସମ୍ବଲପୁର : ଭିଜିଲାନ୍ସ ଜାଲରେ ପଡିଲେ ଅବକାରୀ ସବ୍-ଇନ୍ସପେକ୍ଟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବକାରୀ ସବ୍-ଇନ୍ସପେକ୍ଟର ଦେବେନ୍ଦ୍ର ପ୍ରହରାଜଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି ।ସୂଚନାଯୋଗ୍ୟ ଯେ, ଝାରସୁଗୁଡା ବେଲପାହାଡରେ ଅବକାରୀ ସବ୍-ଇନ୍ସପେକ୍ଟର ଥିବା
Read More...

ଷ୍ଟ୍ରେଚର ନ ମିଳିବାରୁ ଶେଷରେ କାନ୍ଧରେ ବୁହାହେଲେ ରୋଗୀ

ସମ୍ବଲପୁର : ଷ୍ଟ୍ରେଚର ନ ମିଳିବାରୁ ଶେଷରେ କାନ୍ଧରେ ବୁହାହେଲେ ରୋଗୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ବୁର୍ଲା ମେଡିକାଲରେ । ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ଏହି ମେଡିକାଲରେ ଏଭଳି ଚରମ ଅବହେଳାକୁ ନେଇ ଉଠିଛି ପ୍ରଶ୍ନ । ରୋଗୀ ଜଣକ ଅସ୍ଥିଶଲ୍ୟ
Read More...

ସମ୍ମାନଜନକ ବେନିମାଧବ ସମ୍ମାନ ପାଇବେ ଦୁଃଖନାଶନ ବେହେରା

ସମ୍ବଲପୁର, (ପୁସ୍ତମ ଯୁଆଡି ): ପଶ୍ଚିମ ଓଡିଶାର କଳା, ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର, କଳାକାର ମାନଙ୍କୁ ସମ୍ମାନ ଜଣାଇବା ପାଇଁ 'ଗଙ୍ଗାଧର ବିଶି ପ୍ରକାଶନୀ' ପକ୍ଷରୁ ବେନିମାଧବ ସମ୍ମାନ' ଗତବର୍ଷଠାରୁ ପ୍ରଦାନ କରାଯାଉଛି । ଏହି ସମ୍ମାନ ସ୍ୱରୂପ ଏକଲକ୍ଷ ଟଙ୍କାର ପୁରସ୍କାର ରାଶି ସହ
Read More...

ସିନେମା ଷ୍ଟାର୍ ଶାନ୍ତି ସ୍ୱରୂପ ମିଶ୍ରଙ୍କର୍ ସରଗବାସ୍

ସମ୍ବଲପୁର, (କେପିଏନ୍ଏସ୍) : ସିଆନ୍ ସିନେମା ଷ୍ଟାର୍, ସମ୍ବଲପୁରର ଗୌରବ୍, 'ମନ ଆକାଶ'୧୯୭୪, 'କୃଷ୍ଣ ସୁଦାମା'୧୯୭୬ ସିନେମାର ହୀରୋ, ଝାଡୁଆପଡା ମୂଲ୍ ନିବାସୀ, ଫାଟକ୍, ମଡ଼ର୍ନ ଲଜ଼୍'ର ମାଲିକ ଶାନ୍ତି ସ୍ୱରୂପ ମିଶ୍ର(ଟିକୁ)ଙ୍କର୍ ୭୪ ବରଷ୍ ବୟସ୍'ଥି ଫାଟକ୍ ଘରେ ସରଗବାସ ହେଇ ଯାଇଛେ।
Read More...

ଦୀର୍ଘ ୩୩ ବର୍ଷ ପରେ ପ୍ରଥମ କରି ବୁର୍ଲାର ଜ୍ୟୋତି ବିହାର ଇତିହାସ ବିଭାଗର ୮୬/୮୮ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁ…

ସମ୍ବଲପୁର, (କେପିଏନ୍ଏସ୍) : ଦୀର୍ଘ ୩୩ ବର୍ଷ ପରେ ପ୍ରଥମ କରି ବୁର୍ଲାର ଜ୍ୟୋତି ବିହାର ଇତିହାସ ବିଭାଗର ୮୬/୮୮ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଗତକାଲି ଜ୍ୟୋତି ବିହାର ନିକଟସ୍ଥ ଏକ ବଗିଚାରେ ଅନୁଷ୍ଠିତ ହେଇଯାଇଛି । ଏଥିରେ ବହୁ ପୁରାତନ ଛାତ୍ରଛାତ୍ରୀ ବହୁ ଦୂର ଦୁରାନ୍ତରୁ ଆସି
Read More...

ଶିଶୁ ମଙ୍ଗଳ ମସିତି ଏବଂ ଓଡିଶା ରାଇଜିଙ୍ଗ୍‌ ଫାଉଣ୍ଡେସନ ତରଫରୁ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ସମ୍ବଲପୁର, (କେପିଏନ୍‌ଏସ୍‌) : କନ୍ୟା କେତେବେଳେ ମାଁ, କେତେବେଳେ ଭଉଣୀ, କେତେବେଳେ ଲକ୍ଷ୍ମୀ ତ କେତେବେଳେ ଲକ୍ଷ୍ମୀବାଇ ଭିନ୍ନତାର ରୂପ ଅନେକ ତାର ପରିଚୟ । ସମାଜରେ ଝିଅ ମାନଙ୍କୁ ଅଧିକ ଗୁରୁତ୍ୱ ଦେବା ଓ ଝିଅ ମାନଙ୍କର ଅଧିକାରର ସଚେତନତାର ବାର୍ତ୍ତାନେଇ ଆଜି ଶିଶୁ ମଙ୍ଗଳ ସମିତି ଏବଂ
Read More...

ରାତିସାରା ଉଜାଗର ରହି ଥାନା ପରିସରରେ ବସିଲେ ବିଜେପି ନେତା

ସମ୍ୱଲପୁର, (କେପିଏନ୍‌ଏସ୍‌) : ଗତକାଲି ଚାଷୀ ଅଧିକାର ରାଲି ପରେ ବିଜେପି ନେତା ଓ କର୍ମୀ ସମ୍ୱଲପୁର ଆରସିଡି ଅଫିସ ଘେରାଉ କରିଥିଲା । ଏତିକି ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ ବିଜେପିର ବହୁ ବରିଷ୍ଠ ନେତା ଓ ଶତାଧିକ କର୍ମୀ । ତେବେ ସେମାନ‌ଙ୍କୁ ପୋଲିସ ଗିରଫ କରିଥିଲା । ବିଜେପି
Read More...

ସମ୍ବଲପୁରୀ ଚଳଚ୍ଚିତ୍ର ‘ଜାଇଫୁଲ’ର ଶୁଭ ମୁହୁରତ

ସମ୍ବଲପୁର : ସମ୍ବଲପୁରୀ ଚଳଚ୍ଚିତ୍ର ‘ଜାଇଫୁଲ’ର ଶୁଭ ମୁହୁରତ ଅନୁଷ୍ଠିତ ହୋଇଯାଇଛି । ତେବେ ଆଜିଠାରୁ ଏହାର ସୁଟିଂ କାମ ଆରମ୍ଭ ହେବ ବୋଲି କୁହାଯାଇଛି । ଏସ୍‌ଆର୍‌ଜେ ପ୍ରଡକ୍ସନ୍‌ ଦ୍ୱାରା ପ୍ରସ୍ତୁତ ଏହି ଚଳଚ୍ଚିତ୍ର ବେଶ୍‌ ଲୋକାଦୃତ ହୋଇପାରିବ ବୋଲି ବିଶ୍ୱାସ କରାଯାଉଛି । ଏହାକୁ
Read More...

ଧାନ ଉଠିଲେ ଥାନା ଛାଡ଼ିବୁ, ବିଜେପି ନେତାଙ୍କ ଧମକ

ସମ୍ୱଲପୁର : ଚାଷୀଙ୍କ ସମସ୍ୟା ନେଇ ସମ୍ୱଲପୁର ଆର୍‌ଡିସିଙ୍କ କାର୍ୟ୍ୟାଳୟ ଆଗରେ ଆନ୍ଦୋଳନ କରୁଥିବା ବିଜେପି ନେତାଙ୍କୁ ପୁଲିସ ଗିରଫ କରିଛି । ଏବେ ଏହି ପ୍ରତିଷେଧକ ମୂଳକ ଗିରଫଦାରୀ ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଗିରଫ ହୋଇଥିବା ବରିଷ୍ଠ ବିଜେପି ନେତାମାନେ ସଦର ଥାନା ଛାଡ଼ିବେ
Read More...