ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଡ. ପ୍ରଦୀପ କୁମାର ପଣ୍ଡା ଭୀମଭୋଇ ଚେୟାରରେ ନୂତନ ପ୍ରଫେସର ଭାବେ ଯୋଗ ଦେଲେ
ସମ୍ବଲପୁର, (କେପିଏନ୍ଏସ୍) : ସୁନାମଧନ୍ୟ କବି ତଥା ସାହିତ୍ୟ ସ୍ରଷ୍ଟା ଡ଼. ପ୍ରଦୀପ କୁମାର ପଣ୍ଡା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଭୀମଭୋଇ ଚେୟାରରେ ନୂତନ ପ୍ରଫେସର ଭାବେ ଯୋଗ ଦେଇଛନ୍ତି । ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ସାକ୍ଷାତକାର ସଂପାନରେ ସେ ମନୋନୀତ ହୋଇଛନ୍ତି ।!-->…
Read More...
Read More...